Browsing Category

ଆଜିର ଖବର

ମହାନଦୀ ହାଇସ୍କୁଲ ହଣ୍ଡପାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ପାଳିତହଣ୍ଡପା, ୮ ସେପ୍ଟେମ୍ବର ୨୦୨୬: ମହାନଦୀ ହାଇସ୍କୁଲ, ହଣ୍ଡପା ପରିସରରେ ବିଶ୍ୱ ଯୁବ କେନ୍ଦ୍ର, ବାଣିନାଲି ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ସଚେତନତାର ସହ ପାଳନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାପିଡ୍ ରାଉଣ୍ଡ କୁଇଜ୍

ଯିବାକୁ ପଡିବନି ବ୍ୟାଙ୍କ,ଏବେ ଏଟିଏମ୍‌ରୁ ମିଳିବ ଡେବିଟ୍ ଓ କ୍ରେଡିଟ୍ କାର୍ଡ

ଏଟିଏମରୁ ଏବେ କେବଳ କ୍ୟାସ ବାହାରିବନି। ଏବେ ଏଟିଏମ୍‌ରୁ ବାହାରିବ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ। ଏବେ ଏଟିଏମ ମେସିନ୍‌ରୁ ହିଁ ତୁରନ୍ତ ଜାରି ହୋଇପାରିବ ଡେବିଟ୍ କାର୍ଡ, କ୍ରେଡିଟ୍ ଏବଂ NCMC କାର୍ଡ। ଏହି ନୂଆ ଟେକ୍ନୋଲୋଜି ଏଟିଏମକୁ ଆର୍ଥିକ ସେବା ବିଭାଗର ସଚିବ ସଞ୍ଜୟ ଲୋହିଆ

ପାଲଲହଡ଼ା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ। ଦୁଡ଼ିପାଣି ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ

ପାଲଲହଡ଼ା ବ୍ଲକ, ଦୁଡ଼ିପାଣୀ ଠାରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଅଙ୍ଗନୱାଡି କର୍ମୀ, , କିଶୋର,କିଶୋରୀ ଉପସ୍ଥିିତଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ

ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ NQAS ଟିମ୍ ପରିଦର୍ଶନ

ଗଣିଆ (ବିଶ୍ୱରଂଜନ ସେଠି )କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଏକ ସ୍ୱତନ୍ତ୍ର ମୂଲ୍ୟାଙ୍କନ ଟିମ୍ (External Assessors) ଆଜି ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଜାତୀୟ ଗୁଣାତ୍ମକ ନିଶ୍ଚିତକରଣ ମାନଦଣ୍ଡ (NQAS) ଆଧାରରେ ରୋଗୀ ସେବା, ଔଷଧର

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ର ବିଭିନ୍ନ ସ୍କୁଲ କଲେଜ୍ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଛେଣ୍ଡିପଦା ବ୍ଲକ, କୁକୁରୋପେଟl, ପଡ଼ାପଡ଼ା , ବାପୁଜି କଲେଜ୍ ସ୍କୁଲ ଠାରେ ବିଶ୍ୱ ଯୁବ କେନ୍ଦ୍ର ବାନିନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ଡରେନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଶିକ୍ଷକ, କିଶୋର, କିଶୋରି ଉପସ୍ଥିତ ଥିଲେ l

ଲାଲକିଲ୍ଲା ବିସ୍ଫୋରଣ ଆତ୍ମଘାତୀ ଥିଲା: NIA

ଦିଲ୍ଲୀର ଲାଲକିଲ୍ଲା ନିକଟରେ ୧୦ ନଭେମ୍ବର ୨୦୨୫ରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ଏଜେନ୍ସି ଚାର୍ଜସିଟ୍‌ରେ ବଡ଼ ଖୁଲାସା କରିଛି। ଏନଆଇଏ ଅନୁସାରେ, ଏହା ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଥିଲା। ସେପ୍ଟେମ୍ବର ୯ରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ଅନୁଯାୟୀ, ଉମର-ଉନ-ନବିଙ୍କୁ ଏହି

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ମଞ୍ଜୁରୀ ମିଳିଛି। ୪ ଲେନ୍‌ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ କରିଛି। ୩ଟି ପ୍ରମୁଖ ପ୍ରୋଜେକ୍ଟ ମଧ୍ୟରେ ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ଟ୍ରାକ୍‌ ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ,

ଭାରତରତ୍ନ ସିଏନଆର ରାଓଙ୍କୁ SIR ନୋଟିସ୍‌

ଭାରତରତ୍ନ ପୁରସ୍କାର ବିଜେତାଙ୍କୁ ଏସଆଇଆର ନୋଟିସ୍ । କର୍ଣ୍ଣାଟକରେ ଚାଲିଥିବା ଏସଆଇର ଜରିଆରେ ଭାରତରତ୍ନ ବିଜେତା ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ୍ ହୋଇଛି ।କର୍ଣ୍ଣାଟକର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ତାଙ୍କ ନାମ ପୁରୁଣା ତାଲିକାରେ ପ୍ରଫେସର ସିଏନଆର ରାଓ (Prof

ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଗିରଫ ହେବେ ପତ୍ନୀ ବିଦ୍ୟାଭାରତୀ !

ବନ ଅଧିକାରୀ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ନୂଆ ମୋଡ଼, ପତ୍ନୀ ବିଦ୍ୟାଭାରତୀ ଗିରଫ ହେବା ଏବେ ସୁନିଶ୍ଚିତ ହୋଇଛି । ତାଙ୍କ ଆବେଦନ ହାଇକୋର୍ଟରେ ଦୁଇଦୁଇଥର ଖାରଜ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇପାରେ । ସେ ତଳ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ

IHC ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ।ତେବେ ଆବୁଧାବି ସ୍ଥିତ IHC ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର

 ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ତତ୍ପର ସ୍ୱାସ୍ଥ୍ୟ ବିଭାଗ, ଚିହ୍ନଟ ଅଞ୍ଚଳକୁ ଯିବେ ଡାକ୍ତରୀ ଟିମ୍

ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । । ଯେଉଁ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବେ, ସେଠାକୁ ଡାକ୍ତରୀ ଟିମ୍ ପଠାଯିବ। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ,

ଲାଇନ କଟିଲେ ମେଡିକାଲ ୱାର୍ଡ ଅନ୍ଧାର, ମୋବାଇଲ ଟର୍ଚ୍ଚରେ ରୋଗୀସେବା

ଲାଇନ କଟିଲେ ଡାକ୍ତରଖାନା ଅନ୍ଧାର। ମୋବାଇଲ ଟର୍ଚ୍ଚରେ ହେଉଛି ରୋଗୀସେବା l ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ।ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ସାକ୍ଷୀଗୋପାଳ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ବାଧାପ୍ରାପ୍ତ ହୋଇଛି ରୋଗୀସେବା । ସନ୍ଧ୍ୟାରେ