ଏ ମାଟି ରେ ଶ୍ରୀରାମ ପଣ୍ଡା ଙ୍କ ଜନ୍ମ ଏ ମାଟିର ଅନେକ କଳାକାର ଆଜି ଓଡ଼ିଆ

ଏ ମାଟି ରେ ଶ୍ରୀରାମ ପଣ୍ଡା ଙ୍କ ଜନ୍ମ ଏ ମାଟିର ଅନେକ କଳାକାର ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଜର ପ୍ରତିଭା ବଳରେ ବହୁ ସୁନାମ ଅର୍ଜନ କରିଛନ୍ତି, ସେହିଭଳି ଆମ ମାଟିରେ ଜନ୍ମିତ ସୁନା ଝିଅ ଇପ୍ସିତା ପଣ୍ଡା ରାଜ୍ୟ ସଂଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ସିଦ୍ଧାର୍ଥ ଟିଭି ରିଅଲିଟି ଶୋ’ ମୁଁ ବି ନମିତା ଅଗ୍ରୱାଲ ହେବି ପ୍ରଥମ ସିଜନରେ ଫାଇନାଲିଷ୍ଟ ରହିବା ସହ ବର୍ତ୍ତମାନ ଏହି ଚ୍ୟାନେଲରେ ବହୁ ଭଜନ ଗାଇବା ସହ ସଂଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l

ଆମେ ନବରଙ୍ଗପୁରିଆ ଗ୍ରୁପ ତରଫରୁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା ସହ ଉତ୍ତରତ୍ତୋର ଉନ୍ନତି କାମନା କରଛୁ l ମା’ ଭଣ୍ଡାର ଘରଣୀଙ୍କ ଆଶୀର୍ବାଦରୁ ତାଙ୍କ ଚଲାପଥ କୁସୁମିତ ହେଉ ଓ ତାଙ୍କ ସୁମଧୁର କଣ୍ଠର ଜାଦୁରେ ଅଗଣିତ ଶ୍ରୋତାଙ୍କୁ ବାନ୍ଧି ରଖନ୍ତୁ l

You might also like