ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲା ଜାମିନ୍ । ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ ।ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ତଦନ୍ତରେ ସହଯୋଗ କରିବା ସହ  ବାହାରକୁ ନ ଯିବାକୁ କୋର୍ଟଙ୍କ କଡ୍ଡା  ନିର୍ଦ୍ଦେଶ ରହିଛି\ସୂଚନାଯୋଗ୍ୟ, ବ୍ଲାକମେଲିଂ ଓ ଆର୍ଥିକ ହେରଫେର୍‌ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ମଧ୍ୟ ଜାମିନ ମିଳିଥିଲା। ତାଙ୍କୁ ହାଇକୋଟ ସର୍ତ୍ତମୂଳକ ଜାମିନ ପ୍ରଦାନ ଦେଇଥିଲେ । ୩ଟି ମାମଲାରୁ ଗୋଟିଏ ମାମଲାରେ ଜାମିନ ମିଳିଥିବାରୁ ଜଗବନ୍ଧୁଙ୍କୁ ଏବେ ମଧ୍ୟ ଜେଲ୍‌ରେ ରହିଛନ୍ତି ।

You might also like