ଅଖିଳ ଗୋପାଳ ବୈଷ୍ଣବ ସମାଜର ଜଗତସିଂହପୁର ଜିଲ୍ଲା ବୈଠକ ଅନୁଷ୍ଠିତ, ବ୍ଲକୱାରୀ କମିଟି ଗଠନ

ଜଗତସିଂହପୁର: ଅଖିଳ ଗୋପାଳ ବୈଷ୍ଣବ ସମାଜ, ଓଡ଼ିଶାର ଜଗତସିଂହପୁର ଜିଲ୍ଲା ସ୍ତରୀୟ ବୈଠକ ରବିବାର ଗୋରକ୍ଷନାଥ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜାତିର ବିସ୍ତାର ଏବଂ ସଂଗଠନକୁ ମଜବୁତ କରିବା ଉପରେ ଆଲୋଚନା କରାଯାଇଥିଲା।ବୈଠକରେ ନିଷ୍ପତ୍ତି ଅନୁସାରେ ବ୍ଲକ ସ୍ତରୀୟ ଜିଲ୍ଲାର ସମୁଦାୟ ୮ଟି ବ୍ଲକ ପାଇଁ ନୂତନ ସଭାପତି ଓ ସମ୍ପାଦକ ମନୋନୀତ କରାଯାଇଛନ୍ତି।

ବାଲିକୁଦା: ସଭାପତି – ବିଶ୍ୱଜିତ ଦାସ, ସମ୍ପାଦକ – ରବୀନ୍ଦ୍ର ଦାସ
ବିରିଡି: ସଭାପତି ବାମଦେବ ଦାସ
ଏରସମା ସଭାପତି ସୁଦର୍ଶନ ଦାସ, ସମ୍ପାଦକ ବାବୁଲି ଚନ୍ଦ୍ର ଦାସ
ଜଗତସିଂହପୁର: ସଭାପତି – ଶିବ ପ୍ରସାଦ ଦାସ, ସମ୍ପାଦକ – ଯଶୋବନ୍ତ ଦାସ କୁଜଙ୍ଗ:ସଭାପତି ଶୈଳେନ୍ଦ୍ର ଦାସ, ସମ୍ପାଦକ – ମନୋଜ ଦାସ ବାବୁଲି ଚନ୍ଦ୍ର ଦାସ
ନାଉଗାଁ:ସଭାପତି ମୋନୋଜ କୁମାର ଦାସ ନିମାଇ ଚରଣ ଦାସ, ସମ୍ପାଦକ – ରଘୁନାଥପୁର: ସଭାପତି ରାଜନାରାୟଣ ଦାସ
ତିର୍ତୋଲସଭାପତି – ସାରଦା ଦାସ, ସମ୍ପାଦକ ବିଚିତ୍ର ନଦ ଦାସ
ଏହି ଅବସରରେ ଜିଲ୍ଲାର ଶତାଧିକ ଗୋପାଳ ବୈଷ୍ଣବ ସମାଜର ସଦସ୍ୟ ଉପସ୍ଥିତ ଥିଲେ। ପଞ୍ଚାୟତ ସ୍ତରରେ ମଧ୍ୟ ସଂଗଠନକୁ ବିସ୍ତାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି କମିଟି ପକ୍ଷରୁ ରାଜ୍ୟ ସ୍ତରୀୟ ସଭା ପତି ଧୁର୍ବ ଦାଶ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ ଜିଲ୍ଲା ସ୍ତରୀୟ ସଭା ପତି ସନ୍ତୋଷ ଦାସ ରହିକମିଟି କିପରି ଆଗକୁ ନେବା ସେ ବିଷୟ ଉପରେ ସ୍ପଷ୍ଟ କରିଥିଲେ