କୋଣାର୍କ – କାକଟପୁର ରାସ୍ତାରେ କାର ଦୁର୍ଘଣା ଭାରସାମ୍ୟ ହରାଇ ଖସିଲା କାର ଅଳ୍ପକେ ବଞ୍ଚିଲା କାର ଚାଳକ।
କୋଣାର୍କ:- 12/05/2026 ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଦକ୍ଷିଣେଶ୍ୱର ମନ୍ଦିର ନିକଟ କୋଣାର୍କ – କାକଟପୁର ରାସ୍ତାରେ କାର ଦୁର୍ଘଣା ଭାରସାମ୍ୟ ହରାଇ ଖସିଲା ରାସ୍ତା ତଳକୁ, ଅଳ୍ପକେ ବଞ୍ଚିଲା କାର ଡ୍ରାଇଭର। କାରଟି କାକଟପୁର ପଟୁ କୋଣାର୍କ ଅଭିମୁଖେ ଯାଉଥିବା ବେଳେ ଭରସାମ୍ୟ ହରାଇ ରାସ୍ତାର ବାମପାର୍ଶ୍ଵ ରେ ଏକ ତାଳ ଗଛରେ ଶକ୍ତ ଧକ୍କା ଦେବା ଫଳରେ କାରର ବାମ ପଟ ପଛ ଡୋର ଖସିଜିବା ଦେଖାଦେଇଛି। କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ କରୁଥିବା ବେଳେ ଡ୍ରାଇଭର କୁ ପଚରାଉଚରା କରୁଛନ୍ତି। କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ