ଲାଞ୍ଜିଗଡ ଗସ୍ତ ରେ ଲୋକସଭା ସାଂସଦ ସିମତି ମାଲବିକା ଦେବି*

ଲାଞ୍ଜିଗଡ ଗସ୍ତରେ ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବି ଲାଞ୍ଜିଗଡ ବ୍ଲକ ମୂଷାନାଲ, ବାନ୍ଧପାରୀ,ସିନ୍ଧି ପଦର ଅଂଚଳ ଗସ୍ତ କରି ଅଂଚଳ ର ଅସୁବିଧା ଅନୁଧ୍ୟାନ କରିଥିଲେ ତା ସାଙ୍ଗେ ସାଙ୍ଗେ ଅଂଚଳରେ ବହୁତ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ବିଚାର ଧାରାରେ ଅନୁ ପ୍ରାଣିତ ହୋଇ ପାର୍ଟି ରେ ଯୋଗ ଦେଇ ଥିଲେ lଏହି ପରିପେକ୍ଷୀ ରେ ଲାଞ୍ଜିଗଡ ବିଧାୟକ ପ୍ରାଥୀ ରମେଶ ମାଝୀ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ବିଶ୍ୱନାଥପୁର ମଣ୍ଡଳ ଓ. ବି. ସି ମୋର୍ଚ୍ଚା ସଭାପତି ମିଲନ କୁମାର ମହାପାତ୍ର,ବିଶ୍ୱନାଥପୁର ମଣ୍ଡଳ ସମ୍ପାଦକ ଗୌତମ କୁମାର ନାଗ, ତୋଫାନ ନାଏକ,ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମାଳବିକା ଦେବୀ ଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ ! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ l