Browsing Category
ଆମ ପୁରାଣ
ଆଦ୍ଯଶକ୍ତିଙ୍କ ପ୍ରଥମ ସ୍ଵରୁପା ଶୈଳପୁତ୍ରୀଙ୍କ ଆରାଧନା ରୁ ଆରମ୍ଭ ହୁଏ ନବରାତ୍ର ପୂଜା।
ଆଶ୍ୱିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗା ଙ୍କ ପୂଜା ଅନୁଷ୍ଠିତ ହୁଏ।ଆଦ୍ଯଶକ୍ତିଙ୍କ ପ୍ରଥମ ସ୍ଵରୁପା ଶୈଳପୁତ୍ରୀଙ୍କ ଆରାଧନା ରୁ ଆରମ୍ଭ ହୁଏ ନବରାତ୍ର ପୂଜା। ପୁରାଣ ବର୍ଣ୍ଣନା ଅନୁସାରେ ଶୈଳରାଜ ହିମାଳୟଙ୍କ ପ୍ରାର୍ଥନା ଓ ତପସ୍ୟାରେ ସନ୍ତୁଷ୍ଟ ହୋଇ ମା ଆଦିଶକ୍ତି!-->…
ପରୀକ୍ଷିତଙ୍କୁ ବିପ୍ର ଅଭଶାପ !(ଓଡ଼ିଆ ଭାଗବତ ; ଆମ ପୁରାଣ ପୃଷ୍ଠା)
ବ୍ରାହ୍ମଣ ବାଳକର ଶାପ।
ଲଭନ୍ତେ ପରୀକ୍ଷିତ ନୃପ।।
ବୈରାଗ୍ୟ ହେଲା ମନେ ଜାତ।
ଅଷ୍ଟାଦଶର ଏ ଚରିତ।।
ଦ୍ରୋଣଗୁରୁଙ୍କ ପୁତ୍ର ଅଶ୍ଵତ୍ଥାମାର ଅସ୍ତ୍ରାଘାତରେ ପରୀକ୍ଷିତ ଭଗବାନ କୃଷ୍ଣଙ୍କ ଅନୁଗ୍ରହରେ ମୃତ୍ୟୁ ମୁଖରୁ ଉଦ୍ଧାର ପାଇ ବଞ୍ଚି ରହିଲେ। ବ୍ରାହ୍ମଣ କୋପରେ ତକ୍ଷକ ଦଂଶନ କରିବ!-->!-->!-->!-->!-->!-->!-->!-->!-->…
ଓଡ଼ିଆ ଭାଗବତରେ ପୃଥ୍ବୀ ଧର୍ମ ସମ୍ବାଦ ।।
କଳିରେ ଖିନ୍ନ ଧରା ଧର୍ମ।
ଗୋ ବେଶେ କଥୋପକଥନ।କରନ୍ତେ ତହିଁ ପରୀକ୍ଷିତ।
ଆଗମ ଷୋଡ଼ଶ ବୃତ୍ତାନ୍ତ।।
ଅଭିମନ୍ୟୁ ସୁତ ପରୀକ୍ଷିତ ଅତ୍ୟନ୍ତ ବିକ୍ରମଶାଳୀ ଥିଲେ।ସେ ବିରାଟ ରାଜାଙ୍କ ପୁତ୍ରର କନ୍ଯା ଅର୍ଥାତ୍ ନାତୁଣୀକୁ ବିବାହ କଲେ। ସେହି ଭାଗ୍ୟବତୀ ନାରୀଙ୍କ ନାମ ଇରାବତୀ। ତାଙ୍କ!-->!-->!-->!-->!-->!-->!-->…
ଆଜି ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ ।
ଆଜି ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା ।ଆଜି ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ!-->…
ବିଦୁରଙ୍କ ପୂର୍ବ ଜନ୍ମ କଥା : ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ମୋକ୍ଷ ପ୍ରାପ୍ତି ।।
ବିଦୁର ବୋଲେ ଅନ୍ଧରାୟ।
ଯେମନ୍ତେ ଗଲା ହିମାଳୟ।।
ପ୍ରାଣ ଛାଡିଲା ଯୋଗବଳେ।
ଏ କଥା ତ୍ରୟଦଶେ ବୋଲେ।।
ସୂତ କହିଲେ,"ବିଦୁର ତୀର୍ଥଯାତ୍ରା କ୍ରମରେ ମୈତ୍ରେୟ ଆଶ୍ରମରେ ପଦାର୍ପଣ କଲେ। ସେଠାରେ କିଛି ଦିନ ରହି ଆତ୍ମଜ୍ଞାନ ପାଇଲେ। ସେଠାରୁ ହସ୍ତିନା ନଗର ଯାଇ ଧୃତରାଷ୍ଟ୍ରଙ୍କ ପାଖରେ!-->!-->!-->!-->!-->!-->!-->!-->!-->…
ଦ୍ଵିତୀବାହନ ଓଷା ଓ ଘାଣ୍ଟ ତିଅଣ ।।
ଓଡିଆ ସଂସ୍କୃତି ଓ ପରମ୍ପରା ର ଓଷା ମାନଙ୍କ ମଧ୍ୟରେ ଦ୍ବିତୀବାହନ ଓଷା ଅନ୍ୟତମ ଅଟେ ।ସୂର୍ଯ୍ୟ ଦେବତା ଙ୍କ ପୁତ୍ର ହେଉଛନ୍ତି ଦ୍ଵିତୀବାହନ।ଦ୍ଵିତୀବାହନଙ୍କୁ ସଧବା ମହିଳା ମାନେ ନିର୍ଜଳା ଉପବାସ ରହି ପୂଜା କରନ୍ତି। ଏହି ଓଷାର ମୂଳ ଉଦ୍ଦେଶ୍ୟ ପୁଅର ମଙ୍ଗଳ କାମନା। ଏହି ଓଷା ସହିତ!-->!-->!-->…
ଓଡିଆ ଭାଗବତ, ପରୀକ୍ଷିତଙ୍କ ଜନ୍ମକଥା ।।
ଓଡ଼ିଆ ଭାଗବତରେ ଏହି କଥା ପ୍ରଥମ ସ୍କନ୍ଧ, ଦ୍ଵାଦଶ ଅଧ୍ୟାୟରେ ପରିକ୍ଷିତଙ୍କ ଜନ୍ମ କଥା ଅଛି ।।ଶୌନକ କହିଲେ,"କୋପରେ ଦ୍ରୋଣଗୁରୁଙ୍କ ପୁତ୍ର ଅଶ୍ଵତ୍ଥାମା ମନ୍ତ୍ର କରି ଶର ପେଷିଲେ। ତା'ର ପ୍ରଚଣ୍ଡ ତେଜ ବଳରେ ଦିଗପାଳ ମାନେ ଭୟରେ ଥରିବାକୁ ଲାଗିଲେ। ସେହି ଶର ଉତ୍ତରା ଗର୍ଭରେ ପଡ଼ିଲା।!-->…
ପୌରଣିକ ପୃଷ୍ଠାରେ କାକଭୁଷଣ୍ଡି ଉପାଖ୍ଯାନ।
ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀରେ ଶ୍ରୀହରି ଶୟନ ନୀତି ପରଦିନ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଙ୍କ ଦେବୋତ୍ଥାପନ ଏକାଦଶୀ ପରଦିନ ଗରୁଡଙ୍କୁ ଯଥାବିଧି ସେବା କରାଯାଇ ଜାଗ୍ରତ କରାଯାଏ |ଶ୍ରୀରାମ ଚରିତ ମାନସର ସିଦ୍ଧାନ୍ତ ମତେ, ଏହି ପୈାରାଣିକ ତଥ୍ୟର ଅବତାରଣା ହୋଇଛି।!-->…