Browsing Category
ମନୋରଂଜନ
ନନ୍ୟା କିଣିଲେ ନୂଆ ଘର, ଧନତେରସ୍ରେ କଲେ ଗୃହ ପ୍ରବେଶ
ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ।ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି । ୨୫ ବର୍ଷୀୟ ଅନନ୍ୟା ପାଣ୍ଡେ ନିଜର ଘର କିଣିଛନ୍ତି । ଧନ୍ତେରାସ ଅବସରରେ ସେ ଗୃହ ପ୍ରବେଶ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଭାରତୀୟ-ଆମେରିକୀ ଗାୟକ ଫାଲୁଙ୍କ ସହ ମିଶି ମିଲେଟ୍ର ଲାଭ ଉପରେ ଏକ ଗୀତ ଲେଖିଥିଲେ ।ସେ ଭାରତୀୟ-ଆମେରିକୀ ଗାୟକ ଫାଲୁଙ୍କ ସହ ମିଶି ମିଲେଟ୍ର ଲାଭ ଉପରେ ଏକ ଗୀତ!-->…
ଏକ୍ସ ବଏଫ୍ରେଣ୍ଡଙ୍କ ସହ ଦୱାଲୀ ପାର୍ଟିୀରେ ନଜର ଆସିଲେ ସୁସ୍ମିତା
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ । ଅଭିନୟକୁ ନେଇ କମ୍ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି | ନିକଟରେ ତାଙ୍କର ୱେବ୍ ସିରିଜ୍ ଆର୍ଯ୍ୟ-୩ ରିଲିଜ୍ ହୋଇଛି । ଏହି ସିରିଜ୍ ରିଲିଜ୍ ହେବା ପରଠାରୁ ସୁସ୍ମିତା ସବୁଆଡେ ଚର୍ଚ୍ଚାରେ ରହିଆସିଛନ୍ତି । ଗତ ବର୍ଷ ପ୍ରେମିକ!-->…
ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା:ପ୍ରଯୋଜକ ଟୁଟୁଙ୍କୁ ମିଳିଲା ଜାମିନ ।
ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ଜାମିନ୍ ପ୍ରଦାନ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଅନ୍ୟପକ୍ଷେ ତାଙ୍କୁ ରାଜ୍ୟ ବାହାରକୁ ଗଲେ କୋର୍ଟର ଅନୁମତି ନେବାକୁ ହେବ ବୋଲି କୋର୍ଟ କହିଛନ୍ତି । ଏହାସହିତ ସାକ୍ଷୀମାନଙ୍କୁ ଭୟଭୀତ ଏବଂ ପ୍ରଲୋଭିତ କରିବେ ନ କରିବାକୁ ମଧ୍ୟ କୁହାଯାଇଛି।!-->…
ସାରା ତେନ୍ଦୁଲକର-ଶୁଭମନଙ୍କ ଡେଟିଂକୁ କନଫର୍ମ କଲେ ସାରା
କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରଣ ସିଜନ୍ ୮ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶୋ’ର ଦୁଇଟି ଏପିସୋଡ୍ ଷ୍ଟ୍ରିମ୍ ହୋଇସାରିଛି ।ପ୍ରଶଂସକମାନେ ଏହାର ତୃତୀୟ ଏପିସୋଡକୁ ଅପେକ୍ଷା କରିଛନ୍ତି, ଯାହାର ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି। କରଣଙ୍କ ଶୋ’ର ପରବର୍ତ୍ତୀ ଅତିଥି ବଲିଉଡର ଦୁଇ!-->…
ବାଂଲାଦେଶୀ ଅଭିନେତ୍ରୀ ହୁମାଇରାଙ୍କ ପରଲୋକ
ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସନ୍ଦେହଜନକ ଭାବେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମାତ୍ର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଅଭିନେତ୍ରୀ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୁମାଇରା ହିମୁଙ୍କ ସ୍ବାସ୍ଥ୍ୟ ହଠାତ୍!-->…
ଏସିଆର ସବୁଠାରୁ ଦାମୀ ଷ୍ଟାର ରଜନୀକାନ୍ତ ,ନିଅନ୍ତି ଅଧିକ ଟଙ୍କା
ସାଉଥ୍ ସୁପର୍ଷ୍ଟାର୍ ରଜନୀକାନ୍ତ । ଫିଲ୍ମ ‘ଜେଲର’ ଏହି ନିକଟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବ୍ଲକବୁଷ୍ଟର ହୋଇଥିଲା। ତେବେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇପାରିଛନ୍ତି। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ!-->…
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି ପ୍ରଯୋଜକ ଟୁଟୁ ନାୟକ।
ମହିଳା ସାମ୍ବାଦିକଙ୍କୁ ଚାପୁଡା ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ । ଶନିବାର ଖାରବେଳ ନଗର ଥାନାରେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଜୋନ୍ -୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ଭିଡିଓ ଫୁଟେଜ ଓ ସାକ୍ଷୀଙ୍କ ବୟାନ ଭିତ୍ତି ଟୁଟୁ ଗିରଫ ହୋଇଛନ୍ତି।।!-->…
ଅମୀର ଖାନ୍ଙ୍କ ଝିଅ ଇରାଙ୍କର ପ୍ରିୱେଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଝିଅ ଇରା ଖାନ ଖୁବ୍ ଶୀଘ୍ର ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ବର୍ଷ ଏହି କପଲ ବିବାହ ବନ୍ଧନରେ ବନ୍ଧା ହେବେ। ବର୍ତ୍ତମାନ ଅମୀରଙ୍କ ଝିଅର ବିବାହ ପୂର୍ବରୁ ପ୍ରି ୱେଡିଂ ଫଙ୍କସନ୍ ଆରମ୍ଭ ହୋଇଛି। ଶୁକ୍ରବାର ଇରା!-->…
କଣ୍ଠଶିଳ୍ପୀ ଦେବେଶ ପତି ଗିରଫ: ଦେଉଥିଲେ ଭିଡିଓ ଭାଇରାଲ୍ ଧମକ
ଲଚକ୍ ମଣି ବେବି ଲୋ… । ବୟଫ୍ରେଣ୍ଡ ତୋରା ହେବି ଲୋ… । ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି… । ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା ଖାଉଛନ୍ତି ।ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଧୋକା ଦେବା ଅଭିଯୋଗରେ ଲୋକପ୍ରିୟ ଓଲିଉଡର ଗାୟକ!-->…
ଓଶିୱାରା ପୁଲିସ ଉର୍ଫୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ବଲିଉଡ୍ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜର ବୋଲ୍ଡ ଲୁକ୍ ପାଇଁ ଇଣ୍ଟର୍ନେଟ୍ ସେନ୍ସେସନ ପାଲଟିଥିବା ଉର୍ଫୀ ଯାଭେବଙ୍କୁ ମିଛ ଡ୍ରାମା ମହଙ୍ଗା ପଡ଼ିଛି। ମିଛି ମିଛିକା ଗିରଫ ହେଉଥିବାର ଅଭିନୟ କରି ସତରେ ଫସିଛନ୍ତି ଉର୍ଫୀ। ତାଙ୍କ!-->…
ମହିଳା ସାମ୍ୱାଦିକଙ୍କୁ ପିଟିଥିବା ଅଭିଯୋଗ
ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ କଲେ ଦୁର୍ବ୍ୟବହାର । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ମାଡ଼ ଖାଇବା ପରେ ଖାରବେଳ ନଗର ଥାନାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ!-->…