Browsing Category

ମନୋରଂଜନ

କ’ଣ ୨୦୨୪ ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ?

 ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ସେ ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ରାଜନୀତିରେ ପ୍ରବେଶ କରିବା ବିଷୟରେ କଙ୍ଗନାଙ୍କୁ ଅନେକ ସମୟରେ ପ୍ରଶ୍ନ ପଚରାଯାଏ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହାକୁ ଅସ୍ବୀକାର କରି ଚାଲିଛନ୍ତିି। କିନ୍ତୁ ଏଥର ସେ ଏକ ସକରାତ୍ମକ

ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ 

ବଲିଉଡ଼ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ ଆଜି ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ବିଦେଶରୁ ତାଙ୍କ ନିକଟକୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ ମିଳିଛି ବଡ଼ ଉପହାର।ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଶେଷରେ ଶାହାରୁଖଙ୍କ

ହୃଦ୍‌ଘାତରେ ଅଭିନେତ୍ରୀ ପ୍ରିୟାଙ୍କ ମୃତ୍ୟୁ

ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା।  ସବୁଠାରୁ ଦୁଃଖର ବିଷୟ, ମୃତ୍ୟୁ ସମୟରେ ସେ ୮ ମାସର ଗର୍ଭବତୀ ଥିଲେ।ରିପୋର୍ଟ ଅନୁସାରେ ସେ ଗର୍ଭବତୀ ଥିବାରୁ ନିୟମିତ ଭାବେ ଡାକ୍ତରଙ୍କ ଦ୍ୱାରା

ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ,ଦୁଇ ସନ୍ତାନଙ୍କୁ ମନେ ପକାଉଛନ୍ତି। 

ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର ପାଖତନଖ୍ବାସ୍ଥିତ ଏକ ଦୂର ଗ୍ରାମକୁ

କଂଗନା ରାନାୱତ ପୋଡିଲେ ରାବଣ l

ବଲିଉଡ କୁଇନ କଂଗନା ରାବଣ ପୋଡ଼ିରେ ଭାଗ ନେବାର ସୁଯୋଗ ପାଇଲେ l ଏବଂ ଭାଙ୍ଗିଲେ 50 ବର୍ଷ ର ରେକର୍ଡ l ଦିଲ୍ଲୀ ର ଲାଲକିଲ୍ଲା ଠାରେ 50 ବର୍ଷ ଧରି ଚାଲିଥିବା ଲବ କୁଶ ରାମଲୀଳା ରେ ଦେଖିବାକୁ ମିଳିଛି ଏଭଳି ବିରଳ ଘଟଣା l କାରଣ ପ୍ରତିବର୍ଷ ପ୍ରଧାନ ମନ୍ତ୍ରୀ କିମ୍ବା ବିଶିଷ୍ଟ ଭିଭି ଆଇ ପି

ପଞ୍ଚଭୁତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶ ସ୍ୱରୁପ ନାୟକ

 ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶ ସ୍ୱରୁପ ନାୟକ । କଟକ ସତୀଚୌରା ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ

ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ବିଗତ କିଛି ଦିନ ଧରି ଫୁସ୍‌ଫୁସ୍‌ କର୍କଟ

ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ପରଲୋକ ।

ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ପରଲୋକ । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ ।ବହୁ ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସହ ଅନେକ ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କ

ପରଫମାନ୍ସ ସମୟରେ ଜଣେ ପ୍ରଶଂସକ ଅତିଫଙ୍କ ଉପରେ ଟଙ୍କା ଫିଙ୍ଗିଥିଲେ।

ପାକିସ୍ତାନୀ ଗାୟକ ଅତିଫ ଅସଲାମ।ତାଙ୍କ ପରଫମାନ୍ସ ସମୟରେ ଜଣେ ପ୍ରଶଂସକ ଅତିଫଙ୍କ ଉପରେ ଟଙ୍କା ଫିଙ୍ଗିଥିଲେ। ଯାହା ପରେ ଗାୟକ ରାଗି ଯାଇଥିଲେ କିନ୍ତୁ ସେ ନିଜ କ୍ରୋଧକୁ ନିୟନ୍ତ୍ରଣ କଲେ ଏବଂ ତାଙ୍କୁ ଭଲ ଶିକ୍ଷା ଦେଲେ । ପ୍ରଶଂସକମାନେ ଏହି ଭିଡିଓ ଦେଖି ତାଙ୍କୁ ପ୍ରଶଂସା କରୁଛନ୍ତି ।

ବିଳାଶପୂର୍ଣ୍ଣ କାର୍‌ କିଣିଲେ ଆଲିଆ ଭଟ୍ଟ

ନବରାତ୍ରର ଶୁଭ ଅବସରରେ ଆଲିଆ ଏକ ନୂତନ କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ କାରର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି।ନିକଟରେ ସୋସିଆଲ ମିଡିଆରେ ଆଲିଆଙ୍କ ନୂଆ କାରର ଏକ ଭିଡିଓ ଶେୟାର କରିଛନ୍ତି। ଖବର ଅନୁଯାୟୀ, ଆଲିଆ ରେଞ୍ଜ ରୋଭରର ଅଟୋବାୟୋଗ୍ରାଫି ଲଙ୍ଗ ହ୍ବିଲ ବେସ୍‌ କିଣିଛନ୍ତି।

‘ଜୟ ଦୁର୍ଗେ-ଦୁର୍ଗତି ନାସିନୀ’ ନାମକ ଏକ ଓଡିଆ ଭକ୍ତି ଗୀତ।

ଦେବୀ ଦୁର୍ଗାକୁ ସମର୍ପିତ କରାଯାଇ ପ୍ରସ୍ତୁତ ‘ଜୟ ଦୁର୍ଗା ଦୁର୍ଗତୀ ନାସିନୀ’ ଭକ୍ତି ଗୀତକୁ ପ୍ରସିଦ୍ଧ ରାଗ ଦର୍ଶନରେ ପ୍ରସ୍ତୁତ କରାଯାଇଛି। କଣ୍ଠଶିଳ୍ପୀ ଅର୍ଚ୍ଚନା ପଟ୍ଟନାୟକ ଏହି ଗୀତକୁ ମା ଦୁର୍ଗାଙ୍କୁ ସମର୍ପିତ କରିଛନ୍ତି। ଚିନ୍ମୟୀ ମହାନ୍ତିଙ୍କ ଦ୍ଵାରା ଲିଖିତି ଓ ଲୋକପ୍ରିୟ ସଙ୍ଗୀତ

ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ଆଲିଆ

 ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆଓ୍ବାଡି’ ଲାଗି ୬୯ତମ ଜାତୀୟ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବିଷୟରେ କହିଲେ, ଏହି ଚଳଚ୍ଚିତ୍ରଟି ସଞ୍ଜୟ ଲୀଲା ଭନସାଲୀଙ୍କ ଦ୍ୱାରା ନିର୍ମିତ ହୋଇଛି।