Browsing Category

ଆଜିର ଖବର

ଆସନ୍ତାକାଲି ଠାରୁ ବଢ଼ିବ ଦିନର ତାପମାତ୍ରା। ୪୦ ଡିଗ୍ରି ଡେଇଁବ ପାରଦ

ଆଜି ବି ରାଜ୍ୟର କେତେକ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖିର ପ୍ରଭାବ । ୧୧ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ଠାରୁ ବଢ଼ିବ ଦିନର ତାପମାତ୍ରା । ୪୦ ଡିଗ୍ରି ଡେଇଁବ ପାରଦ ।୧୨ ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ

ଲେବାନନ ସହ ସିଧାସଳଖ ଆଲୋଚନା ପାଇଁ ସବୁଜ ସଙ୍କେତ ଦେଲା ଇସ୍ରାଏଲ

ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଥିବା ଦୁଇ ସପ୍ତାହର ଅସ୍ଥାୟୀ ଅସ୍ତ୍ରବିରତି ବର୍ତ୍ତମାନ ସଂକଟ ମଧ୍ୟ ଦେଇ ଗତି କରୁଛି। ଇରାନ କହିଛି ଯେ ଏହି ଅସ୍ତ୍ରବିରତିରେ ଇରାନ ସହିତ ଲେବାନନ୍ ଏବଂ ସମସ୍ତ ପ୍ରତିରୋଧ ଶକ୍ତି ସାମିଲ ଅଛନ୍ତି। ଆଉ ଏପରିସ୍ଥିତିରେ ଇସ୍ରାଏଲ୍ ଯଦି ଲେବାନନ୍ ଉପରେ

ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି । 

ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରି ସେ ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ

LPG ଗ୍ୟାସ କଳାବଜାରୀ: ରାଜ୍ୟବ୍ୟାପୀ ଚଢ଼ାଉ ଜୋରଦାର

ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ପ୍ରତିହତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ପ୍ରାଚୀ, ଧନୁଆ, ଦୟା ନଦୀର ପୁନରୁଦ୍ଧାର ହେବ । ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ

OTET 2026 ପାଇଁ ଅନଲାଇନ୍ ଆବେଦନ ମେ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି ।ବୋର୍ଡ ଘୋଷଣା କରିଛି ଯେ OTET-2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖକୁ ମେ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହା ଆଜି

  ତିନି ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ

ମହାକାଶକୁ ମାନବଙ୍କୁ ପଠାଇବା ପୂର୍ବରୁ ଇସ୍ରୋ ସତର୍କତା ଅବଲମ୍ବନ କରୁଛି । ପ୍ରକୃତ ମିଶନ ପୂର୍ବରୁ ପ୍ରଥମେ ତିନି ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ । ବେଙ୍ଗାଲୁରୁରେ ଆୟୋଜିତ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ ସ୍ପେଶକ୍ରାଫ୍ଟ ମିଶନ ଅପରେସନ୍ ଉଦଘାଟନ ଅବସରରେ, ଇସ୍ରୋ ମୁଖ୍ୟ ବି ନାରାୟଣନ

୨୦୨୪ ନିର୍ବାଚରେ ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା ବିଜେଡି :ସମ୍ବିତ ରାଉତରାୟ

୨୦୨୪ ନିର୍ବାଚରେ ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା ବିଜେଡି। ନବୀନଙ୍କ ପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିଙ୍କୁ ଦିଆଯାଇନଥିଲା ଟିକେଟ୍ । କଂଗ୍ରେସ ନୀତି ଆଦର୍ଶ ରଖିଥିବା ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଲେ ବିଜେଡି ନେତା ସମ୍ବିତ ରାଉତରାୟ। ମିଛ ସତ କହି କିଏ

ବିହାରରେ ନୀତିଶ ଯୁଗର ଅନ୍ତ: ମୁଖ୍ୟମନ୍ତ୍ରୀ ଦୌଡ଼ରେ ସମ୍ରାଟ ଚୌଧୁରୀ ସବୁଠୁ ଆଗରେ

ବିହାର ରାଜନୀତିରେ ନୀତିଶ ଯୁଗର ଅନ୍ତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୦ ରାଜ୍ୟସଭାକୁ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ବିହାରକୁ ଏକ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ନୀତୀଶ ଦିଲ୍ଲୀ ଯିବା ପରେ, ରାଜ୍ୟର ମଙ୍ଗ କିଏ

ଆଉ ହେବନି ପାଓ୍ବାର୍‌ କଟ୍  -ମୁଖ୍ୟମନ୍ତ୍ରୀ

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି ବୋଲି ନିଶ୍ଚିତ କରିଛନ୍ତି । ଅଘୋଷିତ ବିଦ୍ୟୁତ୍

ପ୍ରକାଶ ପାଇଲା OSSTET ରେଜଲ୍ଟ, ପାସ୍ ହାର ୭୨.୩୮ ପ୍ରତିଶତ

ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଅଟେ । www.bseodisha.ac.in ଓ

ଆଜି କମିଛି  ସୁନା ଏବଂ ରୁପା ମୂଲ୍ୟ

ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି | ଏତେ ବଡ଼ ସଙ୍କଟ କମିବା ସହିତ ସୁନା ଏବଂ ରୁପା ବଜାରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଯୁଦ୍ଧବିରତି ଖବର ପରେ ନିବେଶକଙ୍କ ଆତ୍ମବିଶ୍ୱାସ ମଧ୍ୟ