Browsing Category
ଆଜିର ଖବର
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର
୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ । ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ । ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ । ପେଟ୍ରୋଲ ପମ୍ପରେ ବି ମିଳିପାରିବ ପାଞ୍ଚ କେଜି!-->…
ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା
ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା। ଇସ୍ତଫା ପତ୍ର ବିଜେଡି ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର।ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର!-->…
ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଅପଶବ୍ଦ ବ୍ୟବହାର ଉପରେ ଲାଗିବ ରୋକ୍ । ସୋସିଆଲ ମିଡିଆ ହେଉ କିମ୍ବା ବାହାରେ । କେଉଁଠି ବି କେହି ଅପଶବ୍ଦ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ!-->…
ମେ’ ୫ରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା
ଓଡ଼ିଶାରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET (Common PG Entrance Test) ପ୍ରବେଶିକା ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି । ଆସନ୍ତା ମେ’ ୫ ତାରିଖରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ!-->…
ମାଫିଆଙ୍କୁ ସରକାରଙ୍କର କଡା ଚେତାବନୀ । ସୁଧୁରିଯାଅ ନଚେତ ସୁଧାରିଦେବୁ
ଗୋ-ମାଫିଆଙ୍କୁ ସରକାରଙ୍କ କଡ଼ା ଚେତାବନୀ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବାଲେଶ୍ୱ. ମୟରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋମାଫିଆଙ୍କ ଘରେ ଚଢାଉ ଚାଲିଛି । ୪୬ ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ ସୁନା ,କାର, ବାଇକ,!-->…
ଗୋ ମାଫିଆଙ୍କୁ କ୍ଷମା ଦିଆଯିବ ନାହିଁ: ମନ୍ତ୍ରୀ
ଗୋ-ମାଫିଆଙ୍କୁ ସରକାରଙ୍କ କଡ଼ା ଚେତାବନୀ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବାଲେଶ୍ୱ. ମୟରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋମାଫିଆଙ୍କ ଘରେ ଚଢାଉ ଚାଲିଛି । ୪୬ ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ ସୁନା ,କାର, ବାଇକ,!-->…
ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ
ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏଏଆଇବି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ରାଉରକେଲାରେ ପହଞ୍ଚିବା ପୂର୍ବରୁ ବିମାନରୁ ତେଲ ସରିଆସୁଥିବା ସୂଚନା ମିଳିଛି ।ଫଳର ଇଞ୍ଚିନରେ ସମସ୍ୟା ଯୋଗୁଁ ବିମାନ ଦୁର୍ଘଟଣା ରିପୋର୍ଟରେ ଉଲ୍ଲେଖ!-->…
ପୁଣି ଦେଢ ଲକ୍ଷ ପାର୍ କଲା ସୁନା ଓ ରୁପା ଦାମ୍
ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ପାଇଛି। ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା।!-->…
ଏବେ ଆସିଲା ଗୁଗଲ୍ କ୍ରୋମ୍ ‘ଭର୍ଟିକାଲ୍ ଟ୍ୟାବ୍’ (Vertical Tabs) ଫିଚର୍
ଏବେ ଗୁଗଲ୍ କ୍ରୋମ୍ 'ଭର୍ଟିକାଲ୍ ଟ୍ୟାବ୍' (Vertical Tabs) ଫିଚର୍ ଆସିଯାଇଛି। ଏବେ ନିଜ ବ୍ରାଉଜର୍ରେ ଖୋଲାଥିବା ସମସ୍ତ ଟ୍ୟାବ୍କୁ ସ୍କ୍ରିନ୍ର ଉପର ଭାଗ ବଦଳରେ ବାମ ପାର୍ଶ୍ୱରେ ଥିବା ଏକ 'ସାଇଡ୍ ବାର୍' (Sidebar) ରେ ରଖିପାରିବେ।ସାଧାରଣତଃ ବ୍ରାଉଜରର ଉପର ଭାଗରେ ଏକାଧିକ ଟ୍ୟାବ୍!-->…
ଚାଲିଛି ରତ୍ନଭଣ୍ଡାର ଗଣତିମଣତି
ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହେବ। ୧୧ ତାରିଖ!-->…
ଖୋଲିବ ୨୦ କୋଟି ସୁନା ଲୁଟ୍ର ରାଜ୍,ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ
ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ।୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି| ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା!-->…
ରେପୋ ହାର ଅପରିବର୍ତ୍ତିତ! ସୁଧ ହାର ୫.୨୫ ପ୍ରତିଶତରେ ସ୍ଥିର
ଆରବିଆଇ ପୁଣିଥରେ ନୀତିଗତ ସୁଧ ହାର, ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ଏହାକୁ ୫.୨୫% ସ୍ଥିର ରଖାଯାଇଛି। ଏହା ଚଳିତ ଆର୍ଥିକ ବର୍ଷରେ ଏମପିସିର ପ୍ରଥମ ବୈଠକ ଏବଂ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ବୈଠକ। ଇରାନ ସଙ୍କଟ ପୁଣି ଥରେ ମୁଦ୍ରାସ୍ଫୀତିର ବିପଦ ସୃଷ୍ଟି କରୁଛି। ତେଣୁ, ସୁଧ!-->…