Browsing Category
ଆଜିର ଖବର
ଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗଣିଆ, (ବିଶ୍ୱରଂଜନ ସେଠି): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ମଣ୍ଡଳ ପକ୍ଷରୁ ସ୍ଥାନୀୟ ମାଉଣ୍ଟେନ ଭ୍ୟୁ ରେଷ୍ଟୁରାଣ୍ଟ ପରିସରରେ 'ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ' ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରାସାଦ!-->…
ନାବାଳିକାକୁ ଗଣଦୁଷ୍କର୍ମ, ୨ଜଣଙ୍କୁ ଗିରଫ କଲା ପୁଲିସ
ବ୍ରହ୍ମପୁରରେ ପୁଣି ଲଜ୍ଜା। ପ୍ରେମିକକୁ ନିଶା ଦେଇ ନାବାଳିକା ସହ ଗଣ ଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅଂଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣଙ୍କ ଘର ଆନ୍ଧ୍ରରେ। ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲା। ସାବତ ବାପା!-->…
ହାଇଦ୍ରାବାଦରେ LPG ଗ୍ୟାସ୍ କଳାବଜାରୀର ପର୍ଦ୍ଦାଫାଶ
ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ। ବେଆଇନ ଭାବେ ଗଚ୍ଛିତ ରଖି କଳାବଜାରୀ କରାଯାଉଥିବା ୪୧୪ଟି ଏଲପିଜି (LPG) ସିଲିଣ୍ଡରକୁ ପୋଲିସ ଜବତ କରିବା ସହ ଏହି ଘଟଣାରେ ସୋମବାର (ମାର୍ଚ୍ଚ ୩୦) ୧୦ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ଏହି ଗ୍ୟାସ୍ ସିଲିଣ୍ଡରଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨୧.୮୮!-->…
ମାଓବାଦୀ ଆତ୍ମସମର୍ପଣ ଡେଡଲାଇନ୍ ଶେଷ: ଏଣିକି ସିଧା ଏନକାଉଣ୍ଟର’
ଓଡ଼ିଶାରେ ନକ୍ସଲ ଦମନ ସଫଳ । ରାଜ୍ୟରେ ପ୍ରାୟ ଆଉ ମାଓବାଦୀଙ୍କ ଭୟ ନାହିଁ । ମାଓମୁକ୍ତ ଭାରତ ଡେଡଲାଇନର ଶେଷ ଦିନରେ ଏଭଳି କିଛି କହିଛନ୍ତି ADG ସଂଜୀବ ପଣ୍ଡା । ନକ୍ସଲ ମୁକ୍ତ ଦେଶ ଘୋଷଣା ପରଠାରୁ ଓଡ଼ିଶାରେ ମୋଟ୍ ୧୫୬ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ବିରୋଧରେ ଶସ୍ତ୍ର!-->…
ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ରାଜ୍ୟରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ
ରାଜ୍ୟରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ ଆବଶ୍ୟକତା ଥିବା ବେଳେ ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ପ୍ରକଳ୍ପ!-->…
କଟକ ହାଇକୋର୍ଟ ଆଗରେ ଜଳିଲା ଗାଡି: ଜଣେ ମହିଳା ଅଟକ
ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି!-->…
ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ବ୍ୟବହାର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଏଆଇ ବନ୍ଦ କରିବ ଜଙ୍ଗଲ ନିଆଁ। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ବାରା ଜଙ୍ଗଲ ନିଆଁ ଲିଭାଉଛନ୍ତି ସରକାର। ଏନେଇ ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।AI ଆଧାରିତ ସଫ୍ଟୱେର୍ Bi-Spectral 360° PTZ କ୍ୟାମେରା, Al-Based Data!-->…
ନିଶିକାନ୍ତଙ୍କ ମନ୍ତବ୍ୟ ଅପରିଣାମଦର୍ଶୀ: ପୃଥ୍ୱୀରାଜ ହରିଚନ୍ଦନ
ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ । ସରକାରଙ୍କ ସଜ୍ଞାନକୁ ଆସିଛି କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଭଳି ମନ୍ତବ୍ୟ ଅପରିଣାମ ଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହେଁ । ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି!-->…
କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼
ବିଚ୍ ରାସ୍ତାରେ ହତ୍ୟା ମାମଲାର ଅଭିଯୁକ୍ତକୁ ନିର୍ଧୁମ ମାଡ଼। ପୋଲିସ ହେପାଜତରେ ଥିବା ବେଳେ ଆକ୍ରମଣ। ଯିଏ ଯେମିତି ପାରିଲା ମାରିଲା। ତଳେ ପକାଇ ବିଧା, ଗୋଇଠା ମାରିଲେ। ପୁରୀର ବହୁଚର୍ଚ୍ଚିତ ଜ୍ବାଇଁକୁ ଶ୍ବଶୁର ହତ୍ୟା ମାମଲାରେ ଏଭଳି ଘଟଣା ଘଟିଛି।ଗତ ରବିବାର ଜଣେ ଅଭିଯୁକ୍ତକୁ ପୁରୀ!-->…
ଇରାନର ଇସଫାହାନ ପରମାଣୁ କେନ୍ଦ୍ର ଉପରେ ଆମେରିକାର ଭୟଙ୍କର ଆକ୍ରମଣ
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂଆ ମୋଡ଼ ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭିଯାନ ଶେଷ କରିବାକୁ ସଙ୍କେତ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନର ଗୁରୁତ୍ୱପୂର୍ଣ୍ଣ ସାମରିକ ହବ୍ ''ଇସଫାହାନ'' ଉପରେ ଶକ୍ତିଶାଳୀ ''ବଙ୍କର-ବଷ୍ଟର'' ବୋମା!-->…
କୌଣସି ଆହାରକେନ୍ଦ୍ର ଗ୍ୟାସ୍ ଯୋଗୁଁ ବନ୍ଦ ହେବନାହିଁ
କୌଣସି ଆହାରକେନ୍ଦ୍ର ଗ୍ୟାସ୍ ଯୋଗୁଁ ବନ୍ଦ ହେବନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲିଅମ୍ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି!-->…
ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍,ଏବେବି ଜଙ୍ଗଲରେ ଲୁଚିଛନ୍ତି ଅନେକ ମାଓବାଦୀ
ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ,!-->…