Browsing Category

ଆଜିର ଖବର

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଦହିରେ ପୋକ

ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା । IRCTC ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରଣାଳୟ ଆଇଆର୍‌ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ

ଆଗକୁ ବିନା KYCରେ ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !

ଆଜିର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। କିନ୍ତୁ ଏହା ସହିତ ଜଡିତ ସମସ୍ୟା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଏକ

ସେନା ମେଡାଲ୍ ବିଜେତାଙ୍କୁ ସମ୍ମାନ। ଆଜୀବନ ଟ୍ରେନ୍ ଯାତ୍ରା ମାଗଣା!

ରେଲୱେ ପକ୍ଷରୁ ବଡ ଘୋଷଣା। ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଏହି ସୁବିଧା ମିଳିବ।ଏହି ନୂଆ ନିୟମ ଅନୁଯାୟୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ପ୍ରଥମ ଶ୍ରେଣୀ,

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ

ଜଣେ ଯୁବକ ହାତୀ ଠାରୁ ମାତ୍ର ଅଳ୍ପ କିଛି ଦୁରତାରେ ନିର୍ଭୟ ଭାବରେ ନାଚୁଛନ୍ତି । ସାମ୍ନାରେ ଛିଡା ହୋଇଛି ଜଙ୍ଗଲୀ ଜନ୍ତୁ । ଯୁବକ ଜଣକ ସେହିଠାରେ ହିଁ ଏହି ଦନ୍ତା ହାତୀର ନାଁ“ରାଜୁ”ରଖିବା ସହିତ ତାକୁ ସମ୍ବୋଧନ କରି ନାଚୁଛନ୍ତି । ପାଖରେ ଥିବା ସାଙ୍ଗମାନେ ଏହି ଦୃଶ୍ୟକୁ ନିଜ ମୋବାଇଲ

ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ

ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର । ପୁଣି ବାରବାଟୀରେ କ୍ରିକେଟ କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ T20 ମ୍ୟାଚ ।ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ

ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ 

ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ କରାଯାଇଛି । ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ପୁଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଭିତରେ ବାରମ୍ବାର ଗୃହ ମୁଲତବୀ ହୋଇଛି

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ

ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ

ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ୧ ଏପ୍ରିଲରୁ ଲାଗୁ ହେବ

୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ୩ ବର୍ଷିଆ ଅବକାରୀ ନୀତି ଘୋଷଣା କରିଛନ୍ତି। କିମ୍ବାନୂତନନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁରହିବ। ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ ଅବକାରୀ ମନ୍ତ୍ରୀ

ଗ୍ୟାସର ଅଭାବ ନାହିଁ :ଯୋଗାଣମନ୍ତ୍ରୀ

ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ କହିଛନ୍ତି ମନ୍ତ୍ରୀ । ଯଥେଷ୍ଟ ମହଜୁଦ ଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦% ଯୋଗାଇବାକୁ ସକ୍ଷମ। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ।ଏଥିପ୍ରତି ମଧ୍ୟ

ଗ୍ୟାସ ସହ ସିଲିଣ୍ଡର୍ ରେ ପାଣି ଭର୍ତ୍ତି କରି ବିକ୍ରି ଅଭଯୋଗ ଅଭିଯୁକ୍ତକୁ ଧରିଲା ପୋଲିସ

ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି ହେଉଛି । ଏହି ସୁଯୋଗକୁ ନେଇ କଳାବଜାରୀମାନେ ଗ୍ୟାସ ସିଲିଣ୍ଡରକୁ

ଭାରତୀୟ ଜାହାଜକୁ ହର୍ମୁଜ ରାସ୍ତାରେ ଛାଡ଼ିବାକୁ ରାଜି ହେଲା ଇରାନ

ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ ବନ୍ଧୁ ରାଷ୍ଟ୍ରଗୁଡ଼ିକର ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବରେ ଯିବା ପାଇଁ ଅନୁମତି ଦିଆଯାଇଛି।ଇରାନର

ଭିଜିଲାନ୍ସ ଜାଲରେ ଏସଡିଓ

ଭିଜିଲାନ୍ସ ଜାଲରେ ଏସଡିଓ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡ଼ିଓଙ୍କ ଘରେ ଚଢ଼ାଉ । ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ପାଞ୍ଚଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ବର୍ତ୍ତମାନ ଯାଏଁ କେତେ ପରିମାଣର