Browsing Category
ଆଜିର ଖବର
ଭାରତୀୟ ଜାହାଜକୁ ହର୍ମୁଜ ରାସ୍ତାରେ ଛାଡ଼ିବାକୁ ରାଜି ହେଲା ଇରାନ
ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ ବନ୍ଧୁ ରାଷ୍ଟ୍ରଗୁଡ଼ିକର ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବରେ ଯିବା ପାଇଁ ଅନୁମତି ଦିଆଯାଇଛି।ଇରାନର!-->…
ଭିଜିଲାନ୍ସ ଜାଲରେ ଏସଡିଓ
ଭିଜିଲାନ୍ସ ଜାଲରେ ଏସଡିଓ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡ଼ିଓଙ୍କ ଘରେ ଚଢ଼ାଉ । ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ପାଞ୍ଚଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ବର୍ତ୍ତମାନ ଯାଏଁ କେତେ ପରିମାଣର!-->…
ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମୁଗ, ଡ଼ାଲି, ଅନ୍ନ ଖାଇ ରଥକୁ ବିଜେ କରିବେ ଶ୍ରୀ ଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ୱରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ ।!-->…
ମେ’ ୫ ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା
ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ’ ୨୦୨୬ ରିଖ ଠାରୁ ୧୮ ମେ’ ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଶିକ୍ଷାବର୍ଷ!-->…
ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି
ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି । ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ!-->…
ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ
ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ।ପିଲାମାନେ ସମୁଦାୟ ୧୦ ପବ୍ଲିକ ହୋଲିଡେ ପାଇବେ। ଏପ୍ରିଲ ମାସ ଆରମ୍ଭ ହେବା ସହିତ, ବିଭିନ୍ନ ପର୍ବ ଓ ଉତ୍ସବ ଆରମ୍ଭ ହେବ।ରାଜ୍ୟ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଆଗାମୀ ମାସ ପାଇଁ ଛୁଟି ତାଲିକା ପ୍ରକାଶ!-->…
ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା ଦୁଇଟି ଡ୍ରୋନ। ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ସୂଚନା!-->…
ଇରାନର ଅଜବ ସର୍ତ୍ତ, ରାଷ୍ଟ୍ରପତି ନୁହେଁ ଆମେରିକାର ଉପରାଷ୍ଟ୍ରପତିଙ୍କ ସହ କରିବୁ ଆଲୋଚନା
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି!-->…
ସମାଜସେବୀ ଙ୍କ ବିୟୋଗରେ ଶୋଳ
ଜଗତସିଂହପୁର ତା =25/3/26ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସ୍ଥିତ ତଇଲା ଗ୍ରାମର ବିଶିଷ୍ଟ ସମାଜସେବୀ, ମିଷ୍ଟଭାସି, ପରୋପକାରୀ, ସମାଜ ସଂସ୍କାରକ, ଜଗନ୍ନାଥ ପ୍ରେମୀ କାହ୍ନୁ ଚରଣ ଦାଶ ଙ୍କ ର ଅଠାଅଷୀ ବର୍ଷ ବୟସ ରେ ନିଜ ବାସ ଭବନରେ ଦେହାନ୍ତ ହୋଇଛି |ଶରୀର ଅସୁସ୍ଥତା କାରଣ ରୁ କାଁହୁ!-->…
ସର୍ଭାଇଭର ନେଟୱାର୍କସଚେତନତା ବୈଠକ
ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ବାଲ୍ୟ ବିବାହ ରୋକା ହୋଇଥିବା ଝିଅ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ *ସର୍ଭାଇଭର ନେଟୱାର୍କ ସଚେତନତା ବୈଠକ ଅନୁଷ୍ଠିତ ହେଇଯାଇଅଛି ।ବିଶ୍ୱ ଯୁବ କେନ୍ଦ୍ର ର ନିର୍ଦେଶକ ମନୋଜ କୁମାର ମହାପାତ୍ର ଓ!-->…
IPL ପୂର୍ବରୁ ବିକ୍ରି ହେଲା ବିରାଟ କୋହଲିଙ୍କ ଟିମ୍ RCB
ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍ । ଏଥି ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆଇପିଏଲ ସିଜିନ୍-୧୯ ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି!-->…
ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର !୨୦୨୫ରେ ରାଜ୍ୟରେ ୧୩୦୪ ହତ୍ୟା ମାମଲା ଓ ୨୯୯୪ ଦୁଷ୍କର୍ମ ମାମଲା
୨୦୨୫ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଶ୍ଵେତପତ୍ର ଉପସ୍ଥାପନ କଲା ଗୃହ ବିଭାଗ। ୨୦୨୪ ତୁଳନାରେ ୨୦୨୫ରେ ୭.୩୬% ବଢିଛି ଧର୍ତ୍ତବ୍ୟ ଅପରାଧ। ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ରାଜ୍ୟର ୯ଟି!-->…