Browsing Category
ଆଜିର ଖବର
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେଶକିଆନଙ୍କ ସହ ଶନିବାର ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ପିଏମ୍ ମୋଦି ତାଙ୍କୁ ଇଦ୍ ଓ ନବରୋଜର ଶୁଭକାମନା ଜଣାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟରେ କୁହାଯାଇଛି, ରାଷ୍ଟ୍ରପତି ଡକ୍ଟର ମାସୁଦ!-->…
ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି, ୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍
କେନ୍ଦ୍ର ସରକାର ଏଲ୍ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍ପିଜିର ଆଉ ୨୦ ପ୍ରତିଶତ ଆବଣ୍ଟନକୁ ଅନୁମତି ଦିଆଯାଇଛି। ଯାହା ମୋଟ୍ ଆବଣ୍ଟନକୁ ୫୦ ପ୍ରତିଶତକୁ ନେଇଯିବ।ଏହି ବର୍ଦ୍ଧିତ ୨୦% ଗ୍ୟାସ୍!-->…
ବୃକ୍ଷ ପୂଜା କରି ପାଳିଲେ ବିଶ୍ୱ ବନ ଦିଵସ
ଗଣିଆ,( ବିଶ୍ୱରଂଜନ ସେଠି) ବଣ ଜଙ୍ଗଲକୁ ସୁରକ୍ଷା ଦେଇ ଅନୁକୂଳ ପରିବେଶ ପାଇଁ ସରକାର ପ୍ରତିବର୍ଷ ମାର୍ଚ୍ଚ ୨୧କୁ ବିଶ୍ୱ ବନ ଦିଵସ ଭାବେ ପାଳିତ ହେଉଅଛି । ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ପାଇଁ ବଡଶିଲିଙ୍ଗା ପଞ୍ଚାୟତ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ଓ ଦଶପଲ୍ଲା ସଂଚାର ଅନୁଷ୍ଠାନ ତରଫରୁ!-->…
କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ସସପେଣ୍ଡ କଲେ ନବୀନ
ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ କଲେ ସସପେଣ୍ଡ। ଛଅ ବିଧାୟକ ହେଉଛନ୍ତି ସୌରଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ,!-->…
ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ
ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ!-->…
ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣ
ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ!-->…
କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ,ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ
କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡିଛି । ମେଳାରେ ୧୬୫ଟି ଷ୍ଟଲ ପଡ଼ିଛି । ରାଜ୍ୟ ସଂସ୍କୃତି ବିଭାଗ, କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଓ କଟକ!-->…
ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ
ଉତ୍ତରପ୍ରଦେଶ ସୋନହା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବାସମଜାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଥିଲା କି ପୁଲିସ୍କୁ ମାମଲାର ସମାଧାନ କରିବାକୁ ପଡିଥିଲା । ଜଣେ ମହିଳା ସନ୍ଧ୍ୟାରେ ରାତ୍ରୀ ଭୋଜନ କରିବାକୁ ତାଙ୍କ ରୋଷେଇ ଘରେ ପ୍ରବେଶ!-->…
ଡିଜିଟାଲ୍ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡି କୁ ଅବରୋଧ କରିବାକୁ ନିର୍ଦ୍ଦେଶ
କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ୍ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡି ଗୁଡ଼ିକୁ ରୋକିବା ପାଇଁ ସରକାର ସେମାନଙ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି, ସରକାର ସମସ୍ତ ଡିଭାଇସ୍ ଅବରୋଧ!-->…
ବାଇକ ଉପରେ ଚଢ଼ିଗଲା ବସ,ମୁଣ୍ଡ ଉପରେ ଚଢିଗଲା ବସ,ଘଟଣା ସ୍ଥଳରେ ବାଇକ ଚାଳକ ମୃତ,
କୋଣାର୍କ:-ଗୋପ ସେବା କ୍ଲିନିକ ସମ୍ମୁଖରେ ରେ ଘଟିଲା ଦୁର୍ଘଟଣା, କୋଣାର୍କ ଥାନା ଅଧୀନ ବନାଖଣ୍ଡି ଗ୍ରା:ପ ଅନ୍ତର୍ଗତ ଯନ୍ତନା ଗ୍ରାମର ଭଗବାନ ମଲ୍ଲିକଙ୍କ ପୁଅ ପ୍ରଶାନ୍ତ ମଲ୍ଲିକ(ବାୟା)ବୋଲି ଗୋପ ପୋଲିସ ସୂତ୍ରରୁ ସୂଚନା,ଘଟଣା ସ୍ଥଳରେ ଗୋପ ପୋଲିସ ଶବକୁ ଜବତକରିବା ବେଳେ ,ଆମ୍ବୁଲାନ୍ସ!-->…
ଏବେ ଏପ୍ରିଲ, ମେ ଏବଂ ଜୁନ ୨୦୨୬ର ଏକାଥରକେ ରାଶନ ପାଇବେ
ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀଙ୍କ ପାଇଁ ଖୁସି ଖବର | ଏହି ବର୍ଷ, ଏକା ସାଙ୍ଗରେ ତିନି ମାସର ରାଶନ ଯୋଗାଇ ଦିଆଯିବ। ଏହା ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାଶନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଏହା ସମୟ ବଞ୍ଚାଇବ, ବାରମ୍ବାର ଧାଡ଼ିରେ ଠିଆ!-->…
ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ନିଆଁରେ ପୋଡି ନିର୍ଯ୍ୟାତନା
ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି ।ପ୍ରଥମ ଶ୍ରେଣୀର ଛାତ୍ରକୁ ପଞ୍ଚମ ଶ୍ରେଣୀର କିଛି ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ପିଲାର ଆଖି, ଗୁପ୍ତାଙ୍କ ଓ ଶରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି । ପିଲାଟିକୁ ପାଟଣା ସ୍ଵାସ୍ଥ୍ୟକେନ୍ଦ୍ର!-->…