Browsing Category
ଆଜିର ଖବର
ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି
ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି ହେବ । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ ବିଜେ ହେବା ପରେ ଏହି ବିଶେଷ ନୀତି ପାଳନ ହେବ । ମଧ୍ୟାହ୍ନ ଧୂପ ଶେଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ!-->…
ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ଲକ୍ଷ୍ୟ ପୂରଣ ନହେବା ଯାଏଁ ଯୁଦ୍ଧ ଜାରି ରହିବ: ଟ୍ରମ୍ପ
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସେନା ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ(ଆଇ୍ଆର୍ଜିସି)ର!-->…
ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ
ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍ ଓ୍ବେଭ୍) ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ!-->…
ଭୋଟଦାନରୁ ବିରତ ରହିବେ ସନାତନ
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ ଦଳର ବିଧାୟକଙ୍କ ଭୋଟ୍ ଉପରେ ନଜର ରଖାଯାଇଛି। କ୍ରସ୍ ଭୋଟିଂ ରୋକିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଘୋଷିତ ହ୍ବିପ୍ ଜାରି କରିଥିବା କୁହାଯାଉଛି। ଦଳର ବିଧାୟକମାନଙ୍କୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ!-->…
ଦେଓ ଶରଣ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଚନ୍ଦାହାଣ୍ଡି - ତା ୨୮/୦୨( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ର ଅବସର ପ୍ରାପ୍ତ ଚପରାଶି ଦେଓ ଶରଣ ସାହୁ ଙ୍କୁ ଆଜି ପାନାବେଡା ମହାବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଙ୍କ!-->…
ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା। ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିିସ।
ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ଗ୍ରାମର ଆର୍ମି ଯବାନ ଏବଂ ତାଙ୍କର ଦୁଇ ପୁତୁରା ମିଶି ଗତକାଲି ଭୁବନେଶ୍ୱର ରେ ଜଣେ ୟୁଟ୍ୟୁବର ରାହୁଲ ମହାରଣା ଙ୍କୁ ହତ୍ୟା କରିଥିବାର ମଞ୍ଚେଶ୍ବର ଥାନା ପୁଲିସ ସୂଚନା ଦେଇଛନ୍ତି |
ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା!-->!-->!-->!-->!-->…
ଷ୍ଟାଫନର୍ସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା , ରୋଗୀ ସେବା ଈଶ୍ବରଙ୍କ ସେବା
ଗଣିଆ, (ବିଶ୍ୱରଂଜନ ସେଠି) : ଗଣିଆଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରପରିସରରେ କାର୍ଯ୍ୟରତ ଷ୍ଟାଫ ନର୍ସଙ୍କଅବସରକାଳୀନ ସମ୍ବନ୍ଧନା ସଭାଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଅଧିକାରୀ ମଧୁସୂଦନ ଦାସ, ଡାକ୍ତରପ୍ରଭାକର ଦାଶ, ଡାକ୍ତର ସୁନିଲକୁମାର ଦଳାଇ, ଡାକ୍ତର!-->…
ଉତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ
ଗଣିଆ,( ବିଶ୍ୱରଂଜନ ସେଠି) ଶନିବାର ଦିନ ଗଣିଆ ବ୍ଳକ ଆଡ଼କଟା ପଂଚାୟତର ପ୍ରଧାନ ଶିକ୍ଷକ ସୁରଥ କୁମାର ବେହେରା ଅବସର ଗ୍ରହଣ କରିଛନ୍ତି । ଧୂଆମଡ଼ାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଳକ!-->…
ସର୍କଲସ୍ତରୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା
ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋହାଲ ବିଦ୍ୟାପୀଠ ଖେଳପଡ଼ିଆରେ ଶନିବାର ଦିନ ସର୍କଲସ୍ତରୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ଅଧବକ୍ଷତାରେ ମୁଖ୍ୟ ଅତିଥବଭାବେ ଅତିରିକ୍ତ!-->…
ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ
ଦଳ ବିରୋଧୀ ବକ୍ତବ୍ୟ ଏବଂ ବିଶୃଙ୍ଖଳା ଆଚରଣ ପଡ଼ିଲା ମହଙ୍ଗା। ପାର୍ଟିରୁ ନିଲମ୍ବନ ନୁହେଁ ଏକା ଥରକେ ବିଜେଡିରୁ ବହିଷ୍କାର ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ତେବେ ସେ ଆଜି ନବୀନଙ୍କ ରାଜ୍ୟସଭା ପ୍ରାର୍ଥୀ ନିଷ୍ପତ୍ତିକୁ ବିରୋଧ!-->…
ବେଲପଡ଼ାପାଟଣା ଛାତ୍ର ମଅତ୍ୟୁ ଘଟଣାମୃତକଙ୍କ ପରିବାରକୁ ଭେଟିଲା ଜିଲା କଂଗ୍ରେସ କମିଟିମୃତକ ପରିବାରକୁ ୧କୋଟି ସହାୟତା ଓ…
ଗଣିଆ ( ବିଶ୍ୱରଂଜନ ସେଠି) ଶନିବାର ଅପରାହ୍ନରେ ମୃତ ଛାତ୍ରର ପରିବାରବର୍ଗଙ୍କୁ ଭେଟିଛି ନୟାଗଡ଼ ଜିଲା କଂଗ୍ରେସ ମଣ୍ଡଳ । ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୁଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲିକ ଓ ଜିଲା ସଭାପତି ରଣଜିତ ଦାଶଙ୍କ ସମେତ ଗଣିଆ କଂଗ୍ରେସ ସଭାପତି ହଲିମ ଖାଁ, ଦଶପଲା!-->…
ଦାରୁ ବିଗ୍ରହ ନିମନ୍ତେ ଲିମ୍ବ ଗଛ ପୁଜାର୍ଚ୍ଚନା
ଗଣିଆ (ବିଶ୍ୱରଂଜନ ସେଠି) ଶନିବାର ଅପରାହ୍ନରେ ନୟାଗଡ଼ ଜିଲା ଗଣିଆ ବନାଂଚଳ ଅଧିନସ୍ଥ ଗଣିଆ ଗ୍ରାମର ବ୍ରାହ୍ମଣ ଶାସନର ସରୋଜ କୁମାର ଦାଶଙ୍କ ବାଡ଼ିରେଥିବା ଲିମ୍ବ ଗଛକୁ ପାରାଦ୍ୱୀପର ମଧୁବନ ଜଗନ୍ନାଥ ମନ୍ଦିରର ବିଗ୍ରହ ନିମନ୍ତେ ପୁଜାର୍ଚ୍ଚନା କରାଯାଇଛି । ଏଥିପାଇଁ ଗଛମୂଳରେ ହୋମଯଜ୍ଞ କରାଯାଇ!-->…