Browsing Category

ଆଜିର ଖବର

ବଜେଟ୍‌ ପରେ ୨୦,୦୦୦ ଶସ୍ତା ହେଲା ରୁପା

ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସୁନା ଏବଂ ରୂପା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ରବିବାର ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ରବିବାର ରୂପା ଲୋୟର ସର୍କିଟରେ ପ୍ରବେଶ କରି 26,273 (9%) ହ୍ରାସ ପାଇ 2,65,652 ପ୍ରତି

ନିଶାଡିଙ୍କୁ ଟେନସନ୍ ନୂଆ ଟିକସ୍ : ଦୀର୍ଘ ୭ବର୍ଷ ପରେ ପ୍ରଥମ ଥର ସିଗାରେଟ୍ ଉପରେ ଟିକସ୍ ବୃଦ୍ଧି

ବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍-୨୦୨୬। ଏଥିରେ ଅନେକ କିଛି ଜିନିଷ ଶସ୍ତା ହୋଇଛି । ସୋଲାର ପ୍ୟାନେଲଠୁ ଆରମ୍ଭ କରି ବିଦେଶ ଭ୍ରମଣ, ବ୍ୟାଟେରୀ,ଇଭି କାର୍ ଆଦି ଶସ୍ତା ହୋଇଛି । ତେବେ ନିଶାଡି ଏବଂ ମଦ୍ୟପଙ୍କୁ ଝଟକା ଦେଇଛନ୍ତି ସରକାର । ବିଭିନ୍ନ ମଦ ଏବଂ ସିଗାରେଟର

ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର କଏଦୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବିଚାରଧିନ କଏଦୀ ହେଲେ କଟକ

୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେବେ ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ଅର୍ଥ ବିଭାଗ ପକ୍ଷରୁ କାରଣ

ଆଜି ୬ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ୫ ଜିଲାରେ ୬ ଦିନ ରହଣି କରିବେ ରାଷ୍ଟ୍ରପତି। ଏହି ୬ ଦିନରେ ରାଷ୍ଟ୍ରପତିଙ୍କ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସଂଧ୍ୟା ୬ଟା ୪୦ରେ

ରାଉତପଡ଼ା ସଂପର୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟରେସେମିରେ କରଡ଼ାପଡ଼ା ଓ ଗଣିଆ

ଗଣିଆ -(ପି ଏନ ଏସ/୦୧/୦୨)ରାଉତପଡା ଗ୍ରାମରେ ସମ୍ପର୍କ କ୍ଲବ ଅନୁଷ୍ଠାନ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ ଦିବସରେ ଦୁଇଗୋଟି କ୍ୱାଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କରଡ଼ାପଡ଼ା ବନାମ ଢୋଲମରା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।

Budget 2026: ଆଜିର ବଜେଟ ମୁଖ୍ୟାଂଶ

୧- ଭାରତ ହେବ ବାୟୋଫାର୍ମା ହବ୍‌, ୧୦ ହଜାର କୋଟିର ‘ବାୟୋଫାର୍ମା ଶକ୍ତି’ ଯୋଜନା ୨- ଓଡ଼ିଶା ଭଳି ଖଣିଜ ସଂପଦ ସଂପନ୍ନ ରାଜ୍ୟଗୁଡ଼ିକର ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବୟବରାଦ ୩- ଦେଶରେ ପ୍ରମୁଖ ସହରଗୁଡ଼ିକୁ ଯୋଡ଼ିବ ୭ଟି ‘ହାଇସ୍ପିଡ୍‌ ରେଳ କରିଡର୍‌’ ୪- ହସ୍ତତନ୍ତର ବିକାଶ

Budget 2026: କଣ ହେବ ଶସ୍ତା ଆଉ  କଣ ହେବ ମହଙ୍ଗା 

ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ବଜେଟରେ ୭ଟି ଦୁଲର୍ଭ ଔଷଧ, ୧୭ଟି କ୍ୟାନସର ଔଷଧ, ମୋବାଇଲ, ବ୍ୟାଟେରୀ, ମାଇକ୍ରୋ ଓଭେନ, ସୋଲାର ସାମଗ୍ରୀ, କପଡା, ଇଭି ବ୍ୟାଟେରୀ, ବିଦେଶରେ ପଢିବା, ଜୋତା ଓ ଚମଡ଼ା, ବାୟୋ ସିଏନଜି ଗ୍ୟାସ୍, ଇତ୍ୟାଦି । ଶସ୍ତା ହେବ ବୋଲି ଘୋଷଣା କରାଯାଇଛି

ରାଜ୍ୟ ତିନି ଜଣ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି

ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ

ରାଉତପଡ଼ା ସଂପର୍କ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟକିଶୋରପ୍ରସାଦ ଓ ସାଗର ବିଜୟୀ

ଗଣିଆ -(ପି ଏନ ଏସ୍/ ୩୧/୦୧)ରାଉତପଡା ଗ୍ରାମରେ ସମ୍ପର୍କ କ୍ଲବ ଅନୁଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସରେ ଦୁଇଗୋଟି ମ୍ୟାଚ୍ ହୋଇଥିଲା । ପ୍ରଥମ ମ୍ୟାଚରେ କିଶୋର ପ୍ରସାଦ ଓ ଏକଡାଳ ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରିଥିଲେ । ପ୍ରଥମ ମ୍ୟାଚରେ ଏକଡାଳ ଟସ୍

ହଳଦୀ ରେ ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

ଚନ୍ଦାହାଣ୍ଡି - ତା 31.01( ପୀତାମ୍ବର ସୋରୀ ) ସରକାର ବାଲ୍ୟ ବିବାହ ବନ୍ଦ ପାଇଁ ଜନ ସଚେତନତା ଆଣି ଲୋକଙ୍କୁ ଆଇନ ଆଣିଥିଲେ ମଧ୍ୟ ଲୋକେ ସଚେତନତା ଅଭାବରେ ପାଠ ପଢିବା ବୟସରେ ବିଦ୍ୟାଳୟ ନଯାଇ ସାଂସାରିକ ବନ୍ଧନରେ ବାନ୍ଧି ହେଇ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ ଭଳି ସମସ୍ୟାରେ ପତିତ ହେଇ

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ କେବଳ ନିକୋଟିନ୍‌ ନଥିବା ପାନ ମସଲା ବିକ୍ରି ହୋଇପାରିବ

ରାଜ୍ୟରେ ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହାରି ମଧ୍ୟରେ ଆଉ ଏକ କଟକଣା ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ ଶ୍ରୀ