Browsing Category

ଆଜିର ଖବର

ପାନାବେଡା ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ଚନ୍ଦାହାଣ୍ଡି - ତା ୧୨/୦୧( ନି:ପ୍ର ) ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଠାରେ ଆଜି ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି l ଯୁବ ମାନସର ପ୍ରତୀକ ଜଣେ ସ୍ୱାମୀ ବିବେକାନନ୍ଦ ସ୍ୱାମୀଙ୍କ ଜନ୍ମ ଦିନକୁ ଆଜି ସମଗ୍ର ଭାରତ ଜାତୀୟ ଯୁବ ଦିବସ ରୂପେ ପାଳନ କରି ଆସୁଥିବା ବେଳେ ଆଜି

ଆଠଗଡ ରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଆଠଗଡ଼ ୧୨/୦୧ ( ମାନସ ରଞ୍ଜନ ସାହୁ) ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକ ସଂର୍ପକ ବିଭାଗ ଆଠଗଡ଼ ପକ୍ଷରୁ ଆଜି ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ସାଧାରଣତନ୍ତ୍ର ଦିବସ ପାଳନ କମିଟି ଶ୍ରୀ

ବୃଦ୍ଧାଙ୍କୁ ବଳାତ୍କାର ପରେ ପଥରରେ ଛେଚି ହତ୍ୟା

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅମ୍ବିକାଦେଇପୁର ମାହାଲୀସାହି ଗ୍ରାମରେ ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ |ମୃତକ ରଇବାରୀ ସିଂ ଏକୁଟିଆ ରହୁଥିବା ବେଳେ ଆଜି ସେ ଘରେ ଥିଲେ, ଅପରାହ୍ନରେ ପଡ଼ୋଶୀ ରଘୁ ହେମ୍ବ୍ରମ ତାଙ୍କ ଘରେ ପଶି ବଳ ପୂର୍ବକ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର କରିବା

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଶି ଆସିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ । ଜାତୀୟ ଯୁବ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପଦଯାତ୍ରା ବେଳେ ଘଟିଛି ଏଭଳି ଘଟଣା । ମୁଖ୍ୟମନ୍ତ୍ରୀ ଯୁବ

ଡଙ୍କାରୀସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ , କେନ୍ଦୁପଲ୍ଲୀ ଓ ମର୍ଡାବାଡି ବିଜୟୀ

ଗଣିଆ -( ପି ଏନ ଏସ/୧୨/୨୬ ) ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଦକ୍ଷିଣ କାଳୀ କ୍ରିକେଟ କ୍ଲବ୍ ଡଙ୍କାରୀସାହିରେ ଚାଲିଥିବା କ୍ରିକେଟ ଟୁର୍ଣାମେଣ୍ଟ ର ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚ୍ ରେ କରଡ଼ାପଡା କ୍ରିକେଟ ଟିମ୍ ବନାମ କେନ୍ଦୁପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା!ପ୍ରଥମେ କରଡ଼ାପଡା ଟିମ ଟସ୍

ବିଦ୍ୟାଳୟରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ

ଗଣିଆ -(ବିଶ୍ୱରଂଜନ ସେଠି) ଜାନୁୟାରୀ 12 ତାରିଖ ହେଉଛି ଜାତୀୟ ଯୁବ ଦିବସ । ଆମ ଦେଶ ପାଇଁ ଏହା ଏକ ମହତ୍ବପୂର୍ଣ ଦିବସ । ଜାତୀୟ ଯୁବ ଦିବସ ହେଉଛି ଭାରତର ଯୁବକ ଏବଂ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ

କଟକକୁ ମାଞ୍ଜା ଭୟ । ମକର ପୂର୍ବରୁ ସଜାଗ ପ୍ରଶାସନ 

ମକର ସଂକ୍ରାନ୍ତି ଆସିଲେ ମନରେ ଯେତିକି ଉତ୍ସାହ ଆସେ, ସେତିକି ଡ଼ର ବି ଲାଗେ । ମକରରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଲୋକମାନେ ଗୁଡ଼ି ଉଡାଇ ମଜ୍ଜା ନେଇଥାଆନ୍ତି । ହେଲେ ଏହି ମଜ୍ଜା କିଛି ଲୋକଙ୍କ ପାଇଁ ସଜ୍ଜାରେ ପରିଣତ ହୋଇଯାଏ । ଆଉ ଏହି ସଜ୍ଜା ଦେଇଥାଏ, ଗୁଡ଼ିରେ ଲାଗିଥିବା

ସ୍ୱଚ୍ଛତାଦ୍ୱାରା ଗ୍ରାମର ସମୃଦ୍ଧି ପ୍ରଶିକ୍ଷଣ ଶିବିରସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର

ଗଣିଆ,(, ବିଶ୍ୱରଂଜନ ସେଠି.) ସୋମବାରଦିନ ପୂର୍ବାହ୍ନରେ ଗଣିଆ ବ୍ଳକର ସଦଭାବନା ସଭାଗୃହରେ ସ୍ୱଚ୍ଛତା ଦ୍ୱାରା ଗ୍ରାମର ସମୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ବିତୀୟ ଅଧିକାରୀ ସ୍ମୃତିରଂଜନ ପ୍ରହରାଜଙ୍କ ସଭାପତିତ୍ୱରେ ପ୍ରଶିକ୍ଷକଭାବେ ପ୍ରସାନ୍ତ କୁମାର ଦାଶ,

ମାନସିକ ରଥର ଶୁଭ ଉଦଘାଟନ କଲେ ଡାକ୍ତର

ଗଣିଆ,(ବିଶ୍ୱରଂଜନ ସେଠି.) ସୋମବାରଦିନ ଗଣିଆ ଗୋଷ୍‌ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ରଥର ଉଭ ଉଦଘାଟନ ହୋଇଯାଇଛି । ଡାକ୍ତର ପ୍ରଭାକର ଦାଶ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ରଥ ଗଣିଆ ବ୍ଳକର ୮ଗୋଟି ପଂଚାତର ପ୍ରତ୍ୟେକ ଗ୍ରାମକୁ ଗ୍ରାମ ବୁଲି ସୁଚେତନ କରୁଛି ।

ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ

ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ପୋଷ୍ଟରେ ଲେଖିଛନ୍ତି “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ ଆଧାରିତ ଥିଲା । ବ୍ୟକ୍ତିଗତ,

ଲାଇନ୍ ଟିକେଟ ବୁକିଂରେ ଆଉ ହେବନି ଅସୁବିଧା

ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ ବୁକିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହା ସାଧାରଣ ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ । ଇ-ଟିକେଟିଂ ପ୍ରକ୍ରିୟାରେ ଲାଗିରହିଥିବା ଅସୁବିଧା, ଧିର ସର୍ଭର ଏବଂ ଦଲାଲଙ୍କ ହସ୍ତକ୍ଷେପକୁ କମ୍ କରିବା ପାଇଁ, ରେଳବାଇ ବୁକିଂ ସମୟରେ

ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ୍‌: ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ତଥ୍ୟ ହାସଲ କରିବ CBI 

ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ OPRBର କାରନାମା। ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ ।। ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର