Browsing Category

ଆଜିର ଖବର

ଆକାଶ ଛୁଆଁ ହେଲା ସୁନା-ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୦,୩୦୦

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା! କଣ୍ଟ୍ରୋଲ ରୁମରୁ କରାଯିବ ପରୀକ୍ଷାକୁ ମନିଟରିଂ

ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI

ଦୁର୍ଘଟଣା ରୋକିବାକୁ ‘୪ E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି

ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର!

ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । । ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି

ଭାରତୀୟ ରେଳ ଏବେ ବ୍ରିଟିଶ ଯୁଗର ପରିଚୟରୁ ସମ୍ପୂର୍ଣ୍ଣ ମୁକ୍ତ ହେବ: ଅଶ୍ୱିନୀ ବୈଷ୍ଣବ

ବ୍ରିଟିଶ ଯୁଗର ପରିଚୟରୁ ସମ୍ପୂର୍ଣ୍ଣ ମୁକ୍ତ କରିବ ଭାରତୀୟ ରେଳ | ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅଧିକାରୀମାନଙ୍କ ପାଇଁ ଦଶନ୍ଧି ପୁରୁଣା ବାଧ୍ୟତାମୂଳକ କଳା କୋଟ୍ ଡ୍ରେସ୍ କୋଡ୍ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟିଶ ଯୁଗରୁ ବ୍ୟବହୃତ

 ଦିଗହରା ହେଲା ଡିଆରଡିଓ ଦ୍ୱାରା ବିକଶିତ ଉପଗ୍ରହ ‘ଅନ୍ୱେଷା’ 

ଦିଗହରା ହେଲା ଡିଆରଡିଓ ଦ୍ୱାରା ବିକଶିତ ଉପଗ୍ରହ ‘ଅନ୍ୱେଷା’ । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି ‘ଅନ୍ୱେଷା’ । ଶେଷ ପର୍ଯ୍ୟାୟରେ ‘ଅନ୍ୱେଷା’ରେ ଯାନ୍ତ୍ରୀକ ତ୍ରୁଟି । ଯାନ୍ତ୍ରୀକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା

କଟକରେ ବୁଲୁଛି କଲରା ପତରିଆ, ସିସିଟିଭିରେ କଏଦ

କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ । ଜଗତପୁର ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା । ରବିବାର ରାତି ୧୧ ଟା ସମୟରେ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି ।ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ

ଡ୍ୟାନ୍ସ ବେଳେ ଯାତ୍ରା ପେଣ୍ଡାଲରେ ଟପିଗଲେ ସୀମା

ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଭଣ୍ଡାରିପୋଖରୀ ବଜାର ନିକଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ମଞ୍ଚରେ ଅଶ୍ଲୀଳ ନାଚ । ଯାହାକୁ ଦେଖି ଦର୍ଶକମାନେ ମଞ୍ଚକୁ ଜୋତା ଓ ଚେୟାର ମାଡ଼ କରିଛନ୍ତି । ଭଣ୍ଡାରିପୋଖରୀ ବଜାର ନିକଟରେ ପାର୍ବତୀ ଗଣନାଟ୍ୟ ତାର ନାଟକ ପରିବେଶଣ

 ମହାକାଶ ଗଲା ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ୍ ‘ଅନ୍ୱେଷା’ । ମହାକାଶକୁ ଗଲା ଓଡିଶା ନିର୍ମିତ ପ୍ରଥମ…

ସୀମାରେ ଆଉ ଲୁଚିପାରିବେନି ଆତଙ୍କବାଦୀ । ଚୀନ୍‌ ଓ ପାକିସ୍ତାନ ଉପରେ କଡା ନଜର ରଖିବାକୁ ଭରତ ଆଜି ଏକ ଐତିହାସିକ ପରୀକ୍ଷଣ କରିଛନ୍ତି । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା 'ଅନ୍ୱେଷା' ଉପଗ୍ରହ । DRDO ଦ୍ବାରା ବିକଶିତ EOS-N1 ('ଅନ୍ୱେଷା')ର ଉତ୍‌କ୍ଷେପଣ ହୋଇଛି । PSLV-C 62

ରାଉରକେଲା ଗସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା । ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି ।

ଆଜି ଜାତୀୟ ଯୁବ ଦିବସ, ଯୁବ ସମାଜର ଆଦର୍ଶ ସ୍ବାମୀ ବିବେକାନନ୍ଦ

କୁହାଯାଏ ଭାରତ ଏକ ଯୁବ ଦେଶ । ଆଜି ହେଉଛି ଜାତୀୟ ଯୁବ ଦିବସ । ପ୍ରତିବର୍ଷ ଜାନୁଆରୀ 12 ତାରିଖରେ ଜାତୀୟ ଯୁବ ଦିବସ ପାଳନ କରାଯାଏ । ଆଜିର ଦିନକୁ ସ୍ବାମୀବିବେକାନନ୍ଦଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ ।ଏହି ଦିନଟି ହେଉଛି ଭାରତର ମହାନ ଦାର୍ଶନିକ, ସନ୍ନ୍ୟାସୀ ତଥା ଯୁବ ପ୍ରତିକ ସ୍ୱାମୀ

ପାନାବେଡା ଆଞ୍ଚଳିକ କୌଶଲ୍ୟା ସମାଜର ନବ ବର୍ଷର ଭେଟଘାଟ

ଚନ୍ଦାହାଣ୍ଡି - ତା ୧୦/01( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଠାରେ ପାନାବେଡା ଆଞ୍ଚଳିକ କୌଶଲ୍ୟା ସମାଜର ନୂତନ ବର୍ଷ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୌଶଲ୍ୟା ସମାଜ ଚାରିଗଡ଼ ସମାଜ କୁଳପତି ମସ୍ତୂରାମ ବଗର୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ