Browsing Category
ଆଜିର ଖବର
ଆଜି ଜାତୀୟ ଯୁବ ଦିବସ, ଯୁବ ସମାଜର ଆଦର୍ଶ ସ୍ବାମୀ ବିବେକାନନ୍ଦ
କୁହାଯାଏ ଭାରତ ଏକ ଯୁବ ଦେଶ । ଆଜି ହେଉଛି ଜାତୀୟ ଯୁବ ଦିବସ । ପ୍ରତିବର୍ଷ ଜାନୁଆରୀ 12 ତାରିଖରେ ଜାତୀୟ ଯୁବ ଦିବସ ପାଳନ କରାଯାଏ । ଆଜିର ଦିନକୁ ସ୍ବାମୀବିବେକାନନ୍ଦଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ ।ଏହି ଦିନଟି ହେଉଛି ଭାରତର ମହାନ ଦାର୍ଶନିକ, ସନ୍ନ୍ୟାସୀ ତଥା ଯୁବ ପ୍ରତିକ ସ୍ୱାମୀ!-->…
ପାନାବେଡା ଆଞ୍ଚଳିକ କୌଶଲ୍ୟା ସମାଜର ନବ ବର୍ଷର ଭେଟଘାଟ
ଚନ୍ଦାହାଣ୍ଡି - ତା ୧୦/01( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଠାରେ ପାନାବେଡା ଆଞ୍ଚଳିକ କୌଶଲ୍ୟା ସମାଜର ନୂତନ ବର୍ଷ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୌଶଲ୍ୟା ସମାଜ ଚାରିଗଡ଼ ସମାଜ କୁଳପତି ମସ୍ତୂରାମ ବଗର୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->…
ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ପଦଯାତ୍ରା, ଜଳସଂରକ୍ଷଣ ଓ ମାଟି ବଂଚାଓ ନାରା ଦେଇ ଚାଷୀଙ୍କୁ କଲେ ସଚେତନତା।
ଆଠଗଡ ୧୦/୦୧(ମାନସ ରଞ୍ଜନ ସାହୁ) ମାଟି ବଞ୍ଚାଓ ଆନ୍ଦୋଳନକୁ ଜନାଭିମୁଖୀ କରିବା। ମାଟି ବଞ୍ଚିଲେ କୃଷକ ବଞ୍ଚିବ ,ଜଳ ସଂରକ୍ଷଣ କରିଲେ ଜୀବନ ବଞ୍ଚିବ। ମୃତ୍ତିକା ବଞାଅ ,ଜଳସଂରକ୍ଷଣ ବାର୍ତ୍ତାକୁ ଗ୍ରାମ ଗ୍ରାମରେ ପହଞ୍ଚାଇବା। ମାଟି ସୁସ୍ଥ ରହିଲେ, ଗଛ ସୁସ୍ଥ ରହିବ, ଗଛ ସୁସ୍ଥ ରହିଲେ ଚାଷୀ!-->…
ବନପାଳଙ୍କ ଆକସ୍ମିକ ମୃତ୍ୟୁ
ଗଣିଆ,(ବିଶ୍ୱରଂଜନ ସେଠି.) ଗଣିଆ ବନାଂଚଳ କାର୍ଯ୍ୟାଳୟରେ ଦୀର୍ଘ ୧୫ବର୍ଷଧରି କାର୍ଯ୍ୟରତଥିବା ଜଣେ କର୍ତବ୍ୟ ନିଷ୍ଠ ବନପାଳଙ୍କର ଗତକାଲି ମଧ୍ୟରାତ୍ରୀରେ ଆକସ୍ମିକ ମୃତ୍ୟୁ ଘଟିଛି । ସୁଚନା ଥାଉକି ଦଶପଲା ବ୍ଳକ ତେଣ୍ଡାବାଡ଼ି ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୫) ଅଟନ୍ତି । ସେ ଗଣିଆ ବନାଂଚଳରେ!-->…
ବୃଦ୍ଧା ମାକୁ ମାରିବା ଘଟଣାରେ ପୁଅକୁ କୋର୍ଟ ଚାଲାଣ
ଗଣିଆ : (ବିଶ୍ୱରଂଜନ ସେଠି)ନୟାଗଡ ଜିଲା ଗଣିଆ ଥାନା କରଡାପଡା ପଞ୍ଚାୟତ କଳାଶିମିଳି ଗ୍ରାମରେ ଶନିବାର ଦିନ ବୃଦ୍ଧା ମାକୁ ମାରିଥିବା ମାତୃହନ୍ତା ପୁଅକୁ ରବିବାର ଦିନ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ସୁଚନଥାଉକି କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକୀଙ୍କ ସ୍ତ୍ରୀ ସୁକାନ୍ତି!-->…
PUCC ଜୋରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ
ଆଉ ୧୦ ହଜାର ନୁହେଁ ଦୁଇ କିମ୍ବା ତିନି ହଜାର ଟଙ୍କା ହେବ PUCC ଜୋରିମାନା । ଲୋକଙ୍କ ଆର୍ଥିକ ବୋଝ ଦେଖି ଜୋରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଥିବା PUCC ଜୋରିମାନା ରାଶିକୁ ତର୍ଜମା କରୁଛି ବିଭାଗ । କିଛି ଦିନ ତଳେ ମାର୍ଚ୍ଚ ଶେଷ!-->…
ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଲାଗିବା ବାଧ୍ୟତାମୂଳକ !
ଏଣିକି ବସ୍ରେ ଲାଗିବ ପାଣି ଟାଙ୍କି । ଏହା ବାଧ୍ୟତା ମୂଳକ । ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର କୋଚ ବସରେ ଆଗ୍ନିକଣ୍ଡ ଘଟି ଅନେକ କ୍ଷୟଖଟି ଘଟିବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପରିବହନ!-->…
ଦୁଇ ଜହର ମାଫିଆଙ୍କୁ ଗିରଫ କଲା ଭଣ୍ଡାରିପୋଖରୀ ପୋଲିସ
ଭଣ୍ଡାରିପୋଖରୀ,୧୦/୦୧ : ଭଣ୍ଡାରିପୋଖରୀ ଆଖୁଆପଦା ଅଞ୍ଚଳରୁ ଭଣ୍ଡାରିପୋଖରୀ ପୋଲିସ୍ ସୂଚନା ପାଇ ଥାନା ଅଧିକାରୀଣୀ ରାଜଲକ୍ଷ୍ମୀ ନାୟକ ଚଢ଼ଉ କରି ଦୁଇ ଯୁବକକୁ ଉଠାଇ ଆଣିଥିଲେ। ଦୁଇ ଜଣ ଯୁବକ କୁଆଖିଆ ଅଞ୍ଚଳ ର ମଧୁବନ ଗ୍ରାମର ତାପସ ଗିରି(୨୮) ଓ ସୁଧାଂଶୁ ପ୍ରଧାନ (୨୩) କୃଷ୍ଣପଡା ଗ୍ରାମର!-->…
ଅଯୋଧ୍ୟାରେ ଅନଲାଇନ ନନ୍-ଭେଜ୍ ଅର୍ଡର କଲେ କଠୋର କାର୍ଯ୍ୟାନୁଷ୍ଠାନ
ଅଯୋଧ୍ୟାର ରାମ ମନ୍ଦିର ଏବଂ ପଞ୍ଚକୋଶି ମାର୍ଗ ପାଖରେ ନିରାମିଷ ଖାଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିଛି ପ୍ରଶାସନ । ଏହି ନିର୍ଦ୍ଦେଶ କେବଳ ଦୋକାନ ପାଇଁ ନୁହେଁ ବରଂ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ । ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ!-->…
ଆସନ୍ତା ୨୭ରୁ ଓଜେଇଇ ଆବେଦନ: ମେ ୧୧ରୁ ୧୭ ଯାଏ ପରୀକ୍ଷା
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ଆସନ୍ତା ୨୭ ତାରିଖରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୬ ତାରିଖ ଯାଏ ଆବେଦନ ଚାଲିବ । ମେ ୧୧ରୁ ୧୭ ଯାଏ ପରୀକ୍ଷା ହେବ । ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭାଗୀୟ ତଥ୍ୟ ଅନୁଯାୟୀ, ବି ଫାର୍ମା,!-->…
ଆସନ୍ତା ୨ ଦିନରେ ବଢ଼ିବ ତାପମାତ୍ରା, କମିବ ଶୀତ
ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା । ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ । ଆସନ୍ତା ୨୪ ଘଣ୍ଟା କଟକ, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ଜାରି ରହିବାର ସମ୍ଭବନା ରହିଛି । ଶୀତ ଲହରୀକୁ ନେଇ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ!-->…
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ
ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ଫଟୋ ପୁଣି ସୋସିଆଲ ମିଡିଆରେ ହୋଇଛି ଭାଇରାଲ। ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ରେ ଏହି ଫଟୋ ଅପଲୋଡ଼ କରିଛନ୍ତି। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ ପରେ ପୁରୀ ଏସପି ପ୍ରତୀକ!-->…