Browsing Category
ଆଜିର ଖବର
ବେଆଇନ୍ ବାଲି ଟ୍ରାକ୍ଟର ଚକା ତଳେ ଚାଲିଗଲା କଲେଜ୍ ଛାତ୍ରୀ ର ଜୀବନ
ଭଣ୍ଡାରିପୋଖରୀ, ୦୪/୧୨ (ନିପ୍ର) : ଆଜି ଭଣ୍ଡାରିପୋଖରୀ ବ୍ଲକର ବୟାବନାପୂର୍ ପଞ୍ଚାୟତର ତାଳପଦା ଗ୍ରାମର ଗୟାଧର ପଣ୍ଡାଙ୍କ ଝିଅ ଶ୍ରଦ୍ଧାଞ୍ଜଳି ପଣ୍ଡା (୧୮) କଲେଜ୍ ଛାତ୍ରୀ ହାଇ ଲେବୁଲ କେନାଲ ରାସ୍ତା ଦେଇ ସାଇକେଲ ନେଇ କଲେଜ୍ ଯାଉଥିବା ବେଳେ ବାଟରେ ଅଚାନକ ଭାବେ ବେଆଇନ୍ ବାଲି ଗାଡ଼ି!-->…
ଖେଳାଳିଙ୍କ ମନୋବଳ ବଢାଇଲେ ସାଂସଦ, ସାଂସଦ ଖେଳ ମହୋତ୍ସବ ଉଦଯାପିତ
ଗଣିଆ -(ବିଶ୍ୱରଂଜନ) ଗଣିଆ ସ୍ଥିତ ପି ଏମ ଶ୍ରୀ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସର ରେ ଗୁରୁବାର ସାଂସଦଙ୍କ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି। ଗଣିଆ ବିଜେପି ସଭାପତି ମହାବୀର ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ!-->…
ପାନୀୟ ଜଳ ଶିଳ୍ପ ଉଦ୍ଘାଟନ କଲେ ଜିଲ୍ଲାପାଳ
ଭଣ୍ଡାରିପୋଖରୀ,୦୪/୧୨ (ନିପ୍ର) : ଭଣ୍ଡାରିପୋଖରୀ ବ୍ଲକର ଛତାବର ଠାରେ ଏକ ୱେ.ଏନ୍ ପାନୀୟ ଜଳ ଶିଳ୍ପର ଶୁଭ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଶିଳ୍ପ ଏମ. ଡ଼ି. ସ୍ୱାଧୀନ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତ୍ ଯୋଗଦେଇ ଉଦ୍ଘାଟନ!-->…
ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ବିଚାରାଧୀନ
ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ!-->…
ନାରେ IIC-ASI ହାତାହାତି: ଆକ୍ସନ ନେଲେ ଏସ୍ପି
ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ । ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା ।
ଏହି ବିବାଦରେ ଚାର୍ଜସିଟ!-->!-->!-->…
ଉତ୍କଳ ସଂଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଅଧ୍ୟାପକ ବହିଷ୍କୃତ
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣା । ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା!-->…
କେନ୍ଦୁଝରରେ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ଝିଅ ପାଇଁ ଟାୱାର ଉପରକୁ ଚଢ଼ିଗଲେ ଯୁବକ
ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।ପ୍ରେମିକ ଜଣକ ସାହାରପଡ଼ା ମାଛଗଡ଼ ଅଞ୍ଚଳର ବିଶ୍ୱାସ!-->…
ପୁଟିନଙ୍କ ସହ ବୈଠକ କରାଇ ନଦେବାରୁ ସରକାରଙ୍କ ଉପରେ ବର୍ଷିଲେ ରାହୁଲ
ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏବେ ପୁଟିନଙ୍କ ଗସ୍ତକୁ ନେଇ ରାଜନୀତି ଆରମ୍ଭ ହୋଇସାରିଛି। ଲୋକସଭାରେ!-->…
୬ ମାସରେ ସମ୍ବାଦପତ୍ରକୁ ୪୪ କୋଟିର ବିଜ୍ଞାପନ
ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା। ବିଧାନସଭାରେ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇ କହିଛନ୍ତି, ୨୦୨୪ ଜୁଲାଇର ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଜ୍ଞାପନ ପାଇଁ ଖବର କାଗଜରେ!-->…
ବରଗଡ ଧନୁଯାତ୍ରା । ୨୦୦ କଳାଙ୍କାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ
ବରଗଡ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି । ୨୦୦ କଳାଙ୍କାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ!-->…
ଇଭି ଗାଡିରେ ୩୪୦ କୋଟି ସବ୍ସିଡି-ମନ୍ତ୍ରୀ ବିଭୂତି ଭୂଷଣ ଜେନା
ରାଜ୍ୟରେ ଗଡୁଛି ୨ ଲକ୍ଷ ୧୯ ହଜାର ୬୭୭ଟି ଇଭି ଗାଡି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ଟି ଇଭି ଗାଡି କିଣା ଯାଇଛି । ୩୪୦ କୋଟିରୁ ଅଧିକ ଟଙ୍କାର ସବ୍ସିଡି ଦେଇଛନ୍ତି ସରକାର । ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବିସିଡି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୧୨ଟି!-->…
ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର
ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍ମୁନ୍ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍ମୁନ୍ ଦେଖାଯିବ । ଭାରତରେ ରାତି ପ୍ରାୟ!-->…