Browsing Category

ଆଜିର ଖବର

ନାତି ମୃତ୍ୟୁ ଖବର ଶୁଣୁଶୁଣୁ ଟଳିପଡିଲେ ଜେଜେମା

ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା।ବଲାଙ୍ଗିର ଜିଲ୍ଲା ସୁକତେଲ ବିସ୍ଥାପିତ କଲୋନୀରେ ଦୁଃଖଦ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୁମନ ଖୁଆସ ବ୍ୟାଡମିଣ୍ଟନ ଖେଳିକି ଆସି ବାପା ସୁଧୀରଙ୍କ ସହ ଶୋଇଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ

ଆଜି ହ୍ୟୁମାନଙ୍କ ସାଗରଙ୍କ ଜନ୍ମ ଦିନ,ଭାବବିହ୍ୱଳ ଫ୍ୟାନ୍ସ ସମେତ କଳାକାର

ଆଜି ହ୍ୟୁମାନଙ୍କ ସାଗରଙ୍କ ଜନ୍ମ ଦିନ। ଯଦି ବଞ୍ଚିଥାନ୍ତେ ତାହାଲେ କେତେ ବଡ ସେଲିବ୍ରେସନ୍ ହୋଇଥାନ୍ତା, କେତେ ଖୁସି ମନାଇଥାନ୍ତେ। କିନ୍ତୁ ଭାଗ୍ୟ ସାଥ୍ ଦେଲାନି। ହେଲେ ଜନ୍ମଦିନ ପୂର୍ବରୁ ଲିଭିଯାଇଛି ଗାୟକଙ୍କ ଜୀବନର ଦୀପ । ଆଜିଠୁ ଠିକ୍ ୯ ଦିନ ତଳେ ଅର୍ଥାତ୍ ୧୭ ନଭେମ୍ବରରେ ସେ ଆମ

ପ୍ରେମ ପାଇଁ ଆମେରିକାରେ ମିଛ କହି ଓଡିଶା ଆସିଛି : ପୂଜା

ପୂଜା ଓରଫ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌ ଆସିଛି। ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ନିର୍ଯାତନାର କାହାଣୀ ମିଛ ବୋଲି କହିଛନ୍ତି ପୂଜା । ମୋ ପାଳିତ ମା ବହୁତ ଭଲ । ୨୦୨୪ରେ ସୋସିଆଲ ମିଡିଆରୁ ଅମର ସହ ହୋଇଥିଲା

ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି

ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି। ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ

୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଏଆରଆଇ

ଲାଞ୍ଚ ନେଇ ଧରାପଡିଲେ ନିକିରାଇ ଏଆରଆଇ ଅଭିମନ୍ୟୁ ବେହେରା । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ ।ସୂଚନା ଅନୁସାରେ ଜମି ମାଲିକଙ୍କୁ ପ୍ରଥମେ ଏଆରଆଇ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ

କନ୍ୟା ସନ୍ତାନ ଜନ୍ମ ଦେଲେ ‘ନୀଳ ଡ୍ରମ’ ହତ୍ୟାକାଣ୍ଡ ଅଭିଯୁକ୍ତ ମୁସକାନ

ବହୁ ଚର୍ଚ୍ଚିତ ନୀଳ ଡ୍ରମରେ ସ୍ୱାମୀକୁ ହତ୍ୟା କରି ପ୍ଲାଷ୍ଟର କରିଥିବା ଘଟଣା । ଘଟଣାରେ ପୁଣି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ହତ୍ୟା ପାଇଁ ଜେଲରେ ଥିବା ମୁସକାନ ଏବେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ବିଷୟରେ

ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ, ଅତିଥି ଭାବେ ଆସିଥିଲେ ଅଣ୍ଡା ଦେବାକୁ ଏବେ ମୃତ୍ୟୁ ।

-ବିରଳ ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ପାଈଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ପ୍ରଚାର କରାଯାଉଥିଲେ ବି କାର୍ଯ୍ୟ କ୍ଷେତ୍ରରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟାଦେଖିବାକୁ ମିଳୁଛି। ମସ୍ଚ୍ୟବିଭାଗ ପାଖରେ ଆବଶ୍ୟକ ଟ୍ରଲର ନଥିବା ବେଳେ ବନବିଭାଗ ତରଫରୁ ପାଟ୍ରୋଲିଂ ଚଳିତ ବର୍ଷ

ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ

ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ କରୁଛନ୍ତି । ଠକମାନେ ଏମିତି କହୁଛନ୍ତି-‘ଆଧାର ଏବଂ ନୋ ୟୋର କଷ୍ଟମର (KYC) ଡିଟେଲ୍ସ ଅପଡେଟ ନ କରିବା କାରଣରୁ ଆଜି ରାତିରୁ ଆମେ ଆପଣଙ୍କ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରୁଛୁ । ତୁରନ୍ତ ତଳେ ଦେଇଥିବା ଲିଙ୍ଗରେ କ୍ଲିକ କରି

ମୋବାଇଲ୍ ଟ୍ୟାଙ୍କରରେ ବିକ୍ରି କ୍ଷୀରର ମାନ ଯାଞ୍ଚ

କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । କଟକ ମହାନଗର ନିଗମ ଫୁଡ଼ ସେଫ୍ଟି ଟିମ ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଯାଇ ଯାଞ୍ଚ କରିଛି ଟିମ୍ । ଏହାସହ ଯେଉଁମାନେ ଗାଈ ରଖି ଦୁଗ୍ଧ ବ୍ୟବସାୟ କରୁଛନ୍ତି ସେଠାରେ ମଧ୍ୟ ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଫୁଡ୍ ସେଫ୍ଟି

ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ : ଧର୍ମ ପତାକା ଉଡାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ 'ସୂର୍ଯ୍ୟ' ଓ ଲେଖାଯାଇଛି 'ଓମ୍‌' ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା

ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ ହେଲା ପୋଲିସ SI କେଳେଙ୍କାରୀ ମାମଲା, ଝାରପଡ଼ା ଜେଲ୍ ଗଲେ ୧୨ ଅଭିଯୁକ୍ତ

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ

ଏହି କାରଣ ପାଇଁ ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। ବିଜୁ ବାବୁଙ୍କ