Browsing Category
ଆଜିର ଖବର
ଆସନ୍ତାକାଲି ୧୦ଟାରୁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଂକ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ,!-->…
ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା
ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି।ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି!-->…
ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି,ସାବୁନଠାରୁ ଆରମ୍ଭ କରି ଔଷଧ, AC, ଫ୍ରିଜ୍ ସବୁ ଦର ହେବ କମ୍
ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି, ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ଆଜିଠାରୁ ସାରାଦେଶରେ ଲାଗୁ ହୋଇଛି । ୫ ରୁ ୧୮% ଟିକସ ସ୍ଲାବ ଅଧୀନରେ ଆସୁଥିବା ଅନେକ ଉତ୍ପାଦକୁ ଏଥିରୁ ମୁକ୍ତ!-->…
ଜିଏସ୍ଟି ହ୍ରାସ ପରେ ଓମ୍ଫେଡ୍ ଦୁଗ୍ଧ, ପନିର, ବଟର, ଘିଅ ଶସ୍ତା ହେଲା
ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ!-->…
ଆସୁଛି ଦୁଇଟି ଲଘୁଚାପ, ଧୋଇ ଦେବ ପୂଜା ବଜାର
ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ସେହିପରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର!-->…
ଘଡଘଡି ପଡି ଚାରିବଖରା ଗୃହ ଓ ଆସବାସ ପତ୍ର ଭସ୍ମିଭୂତ
()ଜଗତସିଂହପୁର ତା =21/9/25ସମଗ୍ର ରାଜ୍ୟ ରେ ଲଘୁଚାପ ବଳବତର ରହିଛି |ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ ହେଉଛି | ଆଜି ମଧ୍ୟାହ୍ନ ରେବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ସହ ମିଟର ଦୂର ସୁଧୀର ସାହୁ ଙ୍କ ଘର ଉପରେ ଅଚାନକ ବ୍ରଜପାତ ପଡିବାରୁ!-->…
ମହିଳାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ‘ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ମେଘା ସ୍ଵାଥ୍ୟ ଶିବିର
ଗଣିଆ -( /୨୧/୦୯) ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବାକୁ ଯାଇ ସାରା ରାଜ୍ୟରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପଯ୍ୟନ୍ତ ସ୍ଵାଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ର ପରିସରରେ ରବିବାର ଦିନ ପୂର୍ବାହ୍ନ!-->…
ଏମାର ମଠରୁ ମିଳିଥିବା ରୂପା ଇଟା ରତ୍ନଭଣ୍ଡାରକୁ ଆଣିବାକୁ ପ୍ରସ୍ତାବ
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ । କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ । ଭୋର ୪ଟାରୁ ଫିଟିବ ଦ୍ବାର । ସେପଟେ ଏମାର ମଠରୁ ମିଳିଥିବା ସମସ୍ତ ରୂପା ଇଟା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆଣିବା ପାଇଁ ଛତିଶା ନିଯୋଗ ପକ୍ଷରୁ ଦିଆଗଲା ପ୍ରସ୍ତାବ । କାର୍ତ୍ତିକ ମାସପରେ!-->…
ସାଲେଭଟା ରେ ସନ୍ଧିମୁଣ୍ଡାର ଭୀମ ଆର୍ମୀ, ମଦ ବିରୋଧ ନେଇ ସାଲେଭଟା ବାସୀଙ୍କୁ କଲେ ସହଯୋଗ
ଆଜି ମଦ ଭାଟି ପରିଚାଳକ ଓ କୁଚା ଭାଟି ମଦ ଦୋକାନୀଙ୍କ ମନମୁଖୀ କାର୍ଯ୍ଯ କଳାପକୁ ବିରୋଧ କରି ସିଧାସଳଖ ଭାବରେ ସ୍ଥାନୀୟ ସାଲେଭଟା ସ୍ଥିତ କୁଚା ମଦଦୋକାନୀଙ୍କ ଦୋକାନକୁ ଯାଇ ସ୍ଥାନୀୟ ସାଲେଭଟା ଗ୍ରାମବାସୀ ସମେତ ସନ୍ଧିମୁଣ୍ଡା ଭୀମଆର୍ମୀ ସଙ୍ଘ ମଦ ବିକ୍ରି ନକରିବାକୁ ତାଗିଦ କରିଛନ୍ତି l ବିଗତ!-->…
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର,‘ରେଳ ନୀର’ ପାଣି ବୋତଲର କମିଲା ମୂଲ୍ୟ
ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା ‘ରେଳ ନୀର’ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ।ଏହା ଆସନ୍ତା ୨୨ ତାରିଖରୁ ଲାଗୁ ହେବ ।ସେହିପରି!-->…
କଖାରୁ ଫୁଲ, ଟସର ପୋକରୁ ଔଷଧ ପ୍ରସ୍ତୁତି ପ୍ରୟାସ
ଏଣିକି ମାରାତ୍ମକ ଚର୍ମ କର୍କଟ ରୋଗର ନିରାକରଣ ପାଇଁ ଗବେଷଣାରୁ ପ୍ରସ୍ତୁତ ହେଲା ପରିବେଶ ଅନୁକୂଳ ଔଷଧ (ଏକ ପ୍ରକାର ଜେଲ) । ନାନୋ-ଫର୍ମୁଲେସନ ଉପରେ ଆଧାରିତ ଟସର ପୋକ ଓ କଖାରୁ ଫୁଲରୁ ଚର୍ମ କର୍କଟ ରୋଗର ଚିକିତ୍ସା ବିକଶିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପେଟେଣ୍ଟ ମିଳିଛି!-->…
ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲକୁ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଇନ୍ଦିରା ଡକ୍ରେ ଉଦଘାଟନ କରିବେ ମୁମ୍ବାଇ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ଏହି ଟର୍ମିନାଲଟି ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ନିର୍ମିତ ହୋଇଛି।ଏହା ଭାରତର ସର୍ବବୃହତ କ୍ରୁଜ୍ ଟର୍ମିନାଲ, ଯାହାର ବାର୍ଷିକ କ୍ଷମତା ୧!-->…