Browsing Category

ଆଜିର ଖବର

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ଆମେରିକାରେ ‘ରାସୋଙ୍କ’ ଔଷଧକୁ ମଞ୍ଜୁରୀ

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି। ଏକ ପ୍ରମୁଖ ପରୀକ୍ଷଣରେ ଏହି ଔଷଧ ରୋଗର ଉନ୍ନତ ପର୍ଯ୍ୟାୟରେ ରୋଗୀଙ୍କ ବଞ୍ଚିବା ହାରକୁ ପ୍ରାୟ ଦ୍ୱିଗୁଣିତ

ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ୨୦୨୬ ର ଶ୍ରେଷ୍ଠ ଅଧକ୍ଷଭାବେ ସମ୍ମାନୀତ

ଜଗତସିଂହପୁର ତା 27/8/26ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ କରମଙ୍ଗ ସ୍ଥିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ ଡକ୍ଟର ଅଜୟ କୁମାର ମୁଦୁଲିଙ୍କୁ ଚଳିତ ବର୍ଷ ୨୦୨୬ର ଶ୍ରେଷ୍ଠ ଅଧକ୍ଷଭାବେ ଚୟନ କରାଯାଇ ସମ୍ନାନୀତ କରାଯାଇଛି |ଜାତୀୟ ଶିକ୍ଷା ପରିଷଦର ଏ ଆଇ ଲୋଗୋ ଉନ୍ମୋଚନ ଓ ରୋବୋଟିକ

ନେପାଳରେ ଭୟଙ୍କର ବନ୍ୟା ପରେ ଭାରତୀୟ ଗଣମାଧ୍ୟମକୁ ଶଶି ଥରୁରଙ୍କ ପରାମର୍ଶ

କଂଗ୍ରେସ ସାଂସଦ ଶଶି ଥରୁର ନେପାଳରେ ବିନାଶକାରୀ ବନ୍ୟା ପରେ ଭାରତର ତ୍ୱରିତ ସହାୟତାକୁ ସ୍ୱାଗତ କରିଛନ୍ତି। ତେବେ ସେ ଭାରତୀୟ ମିଡିଆକୁ ସଚେତନ କରି ୨୦୧୫ ଭୂମିକମ୍ପ କାଳରେ କଭରେଜରେ କରିଥିବା ଭୁଲର ଯେପରି ପୁନରାବୃତ୍ତି ନ କରେ ସେଥି ପାଇଁ ସତର୍କ କରିଛନ୍ତି। ତେବେ ପଡ଼ୋଶୀ ଦେଶକୁ ସହାୟତା

ନେପାଳ ବନ୍ୟାକୁ ନେଇ ଆସିଲା MEA ଅପଡେଟ୍, ୨୮୮ ଭାରତୀୟଙ୍କ ସହ ସମ୍ପର୍କ ବିଛିନ୍ନ

ହଠାତ୍ ଆସିଲା ଆଉ ଆଖି ପିଛୁଳାକେ ସବୁ କିଛି ଶେଷ ହୋଇଗଲା। କିଏ କିଛି ବୁଝିବା ଆଗରୁ ପ୍ରକୃତିର କରାଳ ରୂପରେ ସବୁ କିଛି ହଜି ଯାଇଥିଲା। ନେପାଳରେ ଜଳ ପ୍ରଳୟରେ ଦୃଶ୍ୟ ଖୁବ୍ ହୃଦୟବିଦାରକ। ତେବେ ଭାରତ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ଦୁଇ ଦେଶଙ୍କ ହିମାଳୟ ସୀମାବର୍ତ୍ତି

IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୦୧୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା

ପୁଣି ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ୪ ସ୍ଲୁଇସ ଗେଟ! ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଛି । ଫଳରେ ଆଜି ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୮ ଓ ଦକ୍ଷିଣ ପାର୍ଶର ୪ଟି ମିଶି ମୋଟ ୧୨ଟି ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ

ପୁଣି କ୍ରାଶ୍‌ ହେଲା ବିମାନ:ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତରେ ଦୁଇ ପାଇଲଟ ମୃତ

ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଦୁର୍ଘଟଣାରେ ଜଣେ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଛି । କାନପୁରସ୍ଥିତ ଗଙ୍ଗା ବ୍ୟାରେଜ୍ ନିକଟବର୍ତ୍ତୀ ନତ୍ ଥୁ ପୁରୱା ଗାଁ ନିକଟରେ ଏହି

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତBileEnali ଗ୍ରାମପଞ୍ଚାୟତର Bhejigotha ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି

ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍

ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାର ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷା ସହିତ ଜଡିତ ଏକ ବଡ଼ ମାମଲା ସମାପ୍ତ କରିବା ପାଇଁ ଏକ ସମାଧାନରେ

 ଆଜି ଭାରତୀୟ ବଜାରରେ  ସବୁ ରେକର୍ଡ ଭାଙ୍ଗିଲା ସୁନାଦର!

ସବୁ ରେକର୍ଡ ଭାଙ୍ଗିଲା ସୁନାଦର!୨ ଲକ୍ଷ ମୁହାଁ ୨୪ କ୍ୟାରେଟ୍ ସୁନାଦର। ଦେଢ଼ ଲକ୍ଷ ବି ଟପି ସାରିଛି ୨୨ କ୍ୟାରେଟ୍ ଗୋଲ୍ଡ। ଲଗାତର ହ୍ରାସ ଓ ବୃଦ୍ଧି ଭିତରେ ପୁଣି ଥରେ ଲଙ୍ଗଜମ୍ପ ମାରିଛି ସୁନାଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୨,୯୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ

ଖୋଲିବ ଜାହାଜ ବୁଡ଼ି ଗୁମର, ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟ ଆସିବେ ପାରାଦୀପ

ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଆସୁଛନ୍ତି । ଇମିଗ୍ରେସନ ବିଭାଗର ଯାଞ୍ଚ

ସିଂହବାହିନୀରେ ନାଟକ ପରିବେଷଣ ବେଳେ ମଞ୍ଚରେ ପଡ଼ି ଆହତ ଅଭିନେତା ପୀୟୁଷ ତ୍ରିପାଠୀ, ହସ୍ପିଟାଲରେ ଭର୍ତ୍ତି

ଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ଆହତ ହୋଇଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରୀପାଠୀ। ମଞ୍ଚ ଉପରେ ପଡ଼ିଯିବାରୁ ତାଙ୍କୁ ଆଘାତ ଲାଗିଛି।ସୂଚନା ଅନୁସାରେ, ବୁଧବାର ଦେବଗଡ଼ ଜିଲ୍ଲା ବାସୁପାଲି ଗାଁରେ ‘ସିଂହବାହିନୀ ଯାତ୍ରା ପାର୍ଟି’ ପକ୍ଷରୁ