Browsing Category
ଆଜିର ଖବର
ଆଜି ଭାରତୀୟ ବଜାରରେ ସବୁ ରେକର୍ଡ ଭାଙ୍ଗିଲା ସୁନାଦର!
ସବୁ ରେକର୍ଡ ଭାଙ୍ଗିଲା ସୁନାଦର!୨ ଲକ୍ଷ ମୁହାଁ ୨୪ କ୍ୟାରେଟ୍ ସୁନାଦର। ଦେଢ଼ ଲକ୍ଷ ବି ଟପି ସାରିଛି ୨୨ କ୍ୟାରେଟ୍ ଗୋଲ୍ଡ। ଲଗାତର ହ୍ରାସ ଓ ବୃଦ୍ଧି ଭିତରେ ପୁଣି ଥରେ ଲଙ୍ଗଜମ୍ପ ମାରିଛି ସୁନାଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୨,୯୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ!-->…
ଖୋଲିବ ଜାହାଜ ବୁଡ଼ି ଗୁମର, ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟ ଆସିବେ ପାରାଦୀପ
ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଆସୁଛନ୍ତି । ଇମିଗ୍ରେସନ ବିଭାଗର ଯାଞ୍ଚ!-->…
ସିଂହବାହିନୀରେ ନାଟକ ପରିବେଷଣ ବେଳେ ମଞ୍ଚରେ ପଡ଼ି ଆହତ ଅଭିନେତା ପୀୟୁଷ ତ୍ରିପାଠୀ, ହସ୍ପିଟାଲରେ ଭର୍ତ୍ତି
ଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ଆହତ ହୋଇଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରୀପାଠୀ। ମଞ୍ଚ ଉପରେ ପଡ଼ିଯିବାରୁ ତାଙ୍କୁ ଆଘାତ ଲାଗିଛି।ସୂଚନା ଅନୁସାରେ, ବୁଧବାର ଦେବଗଡ଼ ଜିଲ୍ଲା ବାସୁପାଲି ଗାଁରେ ‘ସିଂହବାହିନୀ ଯାତ୍ରା ପାର୍ଟି’ ପକ୍ଷରୁ!-->…
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ।ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଅନ୍ୟ ରାଜ୍ୟମାନଙ୍କରେ ଏହି!-->…
ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ମଧ୍ୟରେ ସୁରକ୍ଷିତ ଫେରିଲେ ପୁରୀର ୩ ଜଣ
ନେପାଳରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ପୁରୀର ୩ ଜଣ । ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ମଧ୍ୟରେ ଫସିଥିବା ପୁରୀର ୩ ଜଣ ନାଗରିକ ଶେଷରେ ସୁରକ୍ଷିତ ଭାବେ ଭାରତରେ ପ୍ରବେଶ କରିଛନ୍ତି । ସୂଚନା ଅନୁସାରେ, ଏହି ୩ ଜଣ ନେପାଳର କପିଳବସ୍ତୁ ଚେକ୍ ପୋଷ୍ଟ ଦେଇ ସୀମା ପାର୍ କରିଛନ୍ତି ।!-->…
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ
କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଉରୁକୁଳା ଗ୍ରାମପଞ୍ଚାୟତର ଉରୁକୁଳା ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ!-->…
ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର?
ଗ୍ୟାସ୍ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଲପିଜି ଗ୍ୟାସ୍ ସଂଯୋଗରେ e-KYC କରିବାର ସମୟସୀମା ଶେଷ ହୋଇସାରିଛି। ତେଲ କମ୍ପାନୀ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ LPG ଉପଭୋକ୍ତାମାନଙ୍କ ପାଇଁ e-KYC କରିବାର ଶେଷ ତାରିଖ ୩୧ ଅଗଷ୍ଟ ସ୍ଥିର କରାଯାଇଛି।!-->…
ରାକ୍ଷୀ ପୂର୍ଣ୍ଣିମା ପାଇଁ କ୍ରୁଟର ବଡ଼ ଅଫର, ଫ୍ରିରେ ବସରେ ଯାତ୍ରା କରିବେ ମହିଳା
ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ପାଇଁ କ୍ରୁଟର ବଡ଼ ଅଫର। ରାକ୍ଷୀ ପୂର୍ଣ୍ଣିମା ଦିନ ଆମ ବସରେ ମାଗଣା ଯିବେ ମହିଳା। ୭ ସହରରେ ଉପକୃତ ହେବେ ୧ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ଯାତ୍ରୀ। ମହିଳାଙ୍କ ନିରାପଦ ଓ ସୁବିଧାଜନକ ଯାତାୟାତ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ!-->…
ବରିଷ୍ଟ କାର୍ଯ୍ୟକର୍ତା ଙ୍କ ବିୟୋଗରେ ସାମିଲ ହେଲେ ବିଧାୟକ ପ୍ରାଥୀ
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଟଗୁଡା ଗ୍ରାମ ର ଲାଞ୍ଜିଗଡ ମଣ୍ଡଳ କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ ମଦନ ସାହୁ ର ବାପାଙ୍କ ଦଶାହ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଵା ସହିତ ତାଙ୍କର ଅମର ଆତ୍ମର ସଦଗତି କାମନା କରି ଶୋକ ସନ୍ତୋପ ପରିବାର ଙ୍କୁ ଦୁଃଖ ସହିବାର ଶକ୍ତି ମିଳୁ!-->…
କର୍ଣ୍ଣାଟକ ବିଜୟପୁରାରେ ଚାଞ୍ଚଲ୍ୟ, ଭୂତାନାଲ ହ୍ରଦରୁ ମିଳିଲା ମା ଓ ୫ ପିଲାଙ୍କ ଶବ
ଉତ୍ତର କର୍ଣ୍ଣାଟକର ବିଜୟପୁରା ସହରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜୟପୁରା ସହର ବାହାରେ ଥିବା ଭୂତାନାଲ ହ୍ରଦରୁ ବୁଧବାର ଜଣେ ମହିଳା ଓ ତାଙ୍କର ପାଞ୍ଚଟି ପିଲାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ହୁଏତ ଏହା ଆତ୍ମହତ୍ୟା ମାମଲା!-->…
ବଚସାରୁ ବୀଭତ୍ସ କାଣ୍ଡ, ନାବାଳକକୁ ହତ୍ୟା କଲା ନାବାଳକ
ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ ନାବାଳକ ସାହିଲ ପଟେଲ । କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଘଟିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ!-->…
ନେପାଳରେ ପ୍ରଳୟଙ୍କାରୀ ବନ୍ୟା;ବିହାରରେ ହାଇ ଆଲର୍ଟ
ତିବ୍ବତରୁ ଆସିଥିବା ଭୟଙ୍କର ବନ୍ୟା ନେପାଳର ରସୁଆ ଜିଲ୍ଲାର ଟିମୁରେ ଓ ସ୍ୟାଫ୍ରୁବେସି ଅଞ୍ଚଳରେ ବ୍ୟାପକ ଧ୍ୱଂସ ହୋଇଛି । ଭୋଟେକୋଶୀ ନଦୀରେ ହଠାତ୍ ଜଳସ୍ରୋତ ବଢ଼ିଯିବାରୁ ମାର୍କେଟ, ସ୍ଥାନୀୟ ଘରଦ୍ବାର, ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ୧୬!-->…