ବରିଷ୍ଟ କାର୍ଯ୍ୟକର୍ତା ଙ୍କ ବିୟୋଗରେ ସାମିଲ ହେଲେ ବିଧାୟକ ପ୍ରାଥୀ

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଟଗୁଡା ଗ୍ରାମ ର ଲାଞ୍ଜିଗଡ ମଣ୍ଡଳ କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ ମଦନ ସାହୁ ର ବାପାଙ୍କ ଦଶାହ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଵା ସହିତ ତାଙ୍କର ଅମର ଆତ୍ମର ସଦଗତି କାମନା କରି ଶୋକ ସନ୍ତୋପ ପରିବାର ଙ୍କୁ ଦୁଃଖ ସହିବାର ଶକ୍ତି ମିଳୁ ପ୍ରାର୍ଥନା କଲୁ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ତଥା ଅନୁସୂଚିତ ଜନଜାତି ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ୱନାଥପୁର ମଣ୍ଡଳ ସହ ପ୍ରଭାରୀ ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ସହ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଯୋଗଦେଇଥିଲେ କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।