Browsing Category
ଆଜିର ଖବର
ଜିନପିଙ୍ଗଙ୍କ ସହ ବୈଠକ ପରେ ୧୦ ପ୍ରତିଶତ ଟାରିଫ କମାଇଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୬ବର୍ଷ ପରେ ସାକ୍ଷାତ କରିଥିଲେ। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରି ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ, ଜିନ୍ପିଙ୍ଗଙ୍କୁ ମହାନ ନେତା କହିଥିବା ବେଳେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ!-->…
ନଭେମ୍ବର ୧ ରୁ ତହସିଲ ଅଫିସରେ ହେବ ଜମି କିଣାବିକା: ରାଜସ୍ବ ମନ୍ତ୍ରୀ
ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ!-->…
ଖୁବଶୀଘ୍ର ଲାଗୁ ହେବ ୱାନ ନେସନ ୱାନ ପୋଲିସ ୟୁନିଫର୍ମ ପଲିସି
ଖୁବଶୀଘ୍ର ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡଖଣ୍ଡ , କେରଳ, ମଣିପୁର ମେଘାଳୟ ନାଗାଲାଣ୍ଡ, ଓଡିଶା, ସିକ୍କିମ, ତେଲେଙ୍ଗାନା,!-->…
ଭାରତକୁ ଫେରିଲା ୬୪ ହଜାର କିଲୋଗ୍ରାମ (୬୪ ଟନ୍) ସୁନା
ଦେଶର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ ଛଅ ମାସ (ମାର୍ଚ୍ଚରୁ ସେପ୍ଟେମ୍ବର ୨୦୨୫) ମଧ୍ୟରେ ବିଦେଶରେ ଗଚ୍ଛିତ ଥିବା ୬୪ ହଜାର କିଲୋଗ୍ରାମ (୬୪ ଟନ୍) ସୁନା ଫେରାଇ ଆଣିଛି ଆରବିଆଇ । ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ,!-->…
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା ମଧ୍ୟ!-->!-->!-->…
ଅବପାତରେ ପରିଣତ ହୋଇଛି ବାତ୍ୟା ‘ମୋନ୍ଥା’ । ଆଜି ଏହିସବୁ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା
ଅବପାତରେ ପରିଣତ ହୋଇଛି ବାତ୍ୟା 'ମୋନ୍ଥା' । ଏହା ଛତିଶଗଡ଼ ଓ ସଂଲଗ୍ନ ବିଦର୍ଭ ଦେଇ ଉତ୍ତର ଆଡ଼କୁ ଗତି କରି ଆଗାମୀ 8 ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଆଜି ସକାଳୁ ସକାଳୁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼,!-->…
ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ
ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ଦୀର୍ଘ ଘଣ୍ଟା ପରେ ନୀତିକାନ୍ତି ଚାଲିଛି । ସକାଳୁ ସରିଲାଣି ମଙ୍ଗଳ ଆଳତି ଅବକାଶ । କାଲି ସକାଳ ଧୂପ ପରେ ବନ୍ଦ ଥିଲା ନୀତିକାନ୍ତି । ସମର୍ଥ ସେବାୟତଙ୍କ ବିବାଦ ପାଇଁ ଲାଗିନଥିଲା ଭୋଗ । ଏହା ପରେ କୋଠ ଭୋଗ ପ୍ରକ୍ରିୟା ଠାରୁ ସବୁକିଛି ଧୀରେ!-->…
ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ
କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚୁକ ଭାବେ ପରିଚିତ । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି । କିନ୍ତୁ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚୁକ ୫ ଦିନ!-->…
ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା
ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଗଏଲପିଟା ନିକଟରେ ଥିବା ଏକ କପା କିଆରିରେ ବୁଧବାର ସକାଳେ ଜନୈକା ଯୁବତୀଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। । ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି।ପାଖରେ ପଡ଼ିଛି ଲୁଗା, ମହିଳାଙ୍କ!-->…
ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ବର୍ଷା ଲାଗି ରହିବ
ଗଭୀର ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା 'ମୋନ୍ଥା '। ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଟ୍ରାକ ବଦଳାଇ ଥିବାରୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯାଇନାହିଁ । କିନ୍ତୁ ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ!-->…
ସ୍ୱଭାବିକ ହେଲା ଭୁବନେଶ୍ୱର ବିମାନ ବନ୍ଦର
ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି। ବାତ୍ୟା ମୋନ୍ଥା ଯୋଗୁଁ ଆଜି କୌଣସି ବିମାନ ଉଡ଼ାଣ ବାତିଲ ହୋଇନାହିଁ। ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ଼ ମୋନ୍ଥା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଯାଇଛି। ତେଣୁ, ଧୀରେ ଧୀରେ!-->…
ଉଡ଼ି ଯାଇଥିଲା ପ୍ରାଣବାୟୁ । ୧୫ ମିନିଟ ପରେ ପୁଣି ହୃଦୟର ସ୍ପନ୍ଦନ ଶୁଣାଗଲା
ଗୁଜରାଟର ସୁରଟ୍ ସିଭିଲ୍ ହସ୍ପିଟାଲରେ ଏକ ଚମତ୍କାର ଘଟଣା ଘଟିଛି । ଯେଉଁଠାରେ ଡାକ୍ତରମାନେ ଅଙ୍କଲେଶ୍ୱରର ବାସିନ୍ଦା ରାଜେଶ ପଟେଲଙ୍କୁ ମୃତ ଘୋଷଣା କରିଥିଲେ, ଇସିଜିରେ ଷ୍ଟାଟ ଲାଇନ ଦେଖାଯିବାର ୧୫ ମିନିଟ୍ ମଧ୍ୟରେ ତାଙ୍କ ହୃଦୟ ହଠାତ୍ ଧଡ଼ଧଡ଼ କରିବାକୁ ଲାଗିଲା। ଡାକ୍ତରମାନେ ତୁରନ୍ତ!-->…