Browsing Category
ଆଜିର ଖବର
ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ବର୍ଷା ଲାଗି ରହିବ
ଗଭୀର ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା 'ମୋନ୍ଥା '। ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଟ୍ରାକ ବଦଳାଇ ଥିବାରୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯାଇନାହିଁ । କିନ୍ତୁ ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ!-->…
ସ୍ୱଭାବିକ ହେଲା ଭୁବନେଶ୍ୱର ବିମାନ ବନ୍ଦର
ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି। ବାତ୍ୟା ମୋନ୍ଥା ଯୋଗୁଁ ଆଜି କୌଣସି ବିମାନ ଉଡ଼ାଣ ବାତିଲ ହୋଇନାହିଁ। ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ଼ ମୋନ୍ଥା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଯାଇଛି। ତେଣୁ, ଧୀରେ ଧୀରେ!-->…
ଉଡ଼ି ଯାଇଥିଲା ପ୍ରାଣବାୟୁ । ୧୫ ମିନିଟ ପରେ ପୁଣି ହୃଦୟର ସ୍ପନ୍ଦନ ଶୁଣାଗଲା
ଗୁଜରାଟର ସୁରଟ୍ ସିଭିଲ୍ ହସ୍ପିଟାଲରେ ଏକ ଚମତ୍କାର ଘଟଣା ଘଟିଛି । ଯେଉଁଠାରେ ଡାକ୍ତରମାନେ ଅଙ୍କଲେଶ୍ୱରର ବାସିନ୍ଦା ରାଜେଶ ପଟେଲଙ୍କୁ ମୃତ ଘୋଷଣା କରିଥିଲେ, ଇସିଜିରେ ଷ୍ଟାଟ ଲାଇନ ଦେଖାଯିବାର ୧୫ ମିନିଟ୍ ମଧ୍ୟରେ ତାଙ୍କ ହୃଦୟ ହଠାତ୍ ଧଡ଼ଧଡ଼ କରିବାକୁ ଲାଗିଲା। ଡାକ୍ତରମାନେ ତୁରନ୍ତ!-->…
ପେନସନଭୋଗୀମାନଙ୍କୁ ନଭେମ୍ବର ୧ ରୁ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ
ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀମାନଙ୍କୁ ନଭେମ୍ବର ୧ ରୁ ନଭେମ୍ବର ୩୦, ୨୦୨୫ ମଧ୍ୟରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କର ପେନସନ ବାଧାପ୍ରାପ୍ତ ନହୁଏ। ସରକାର ୮୦ ବର୍ଷରୁ ଅଧିକ ବୟସର ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର!-->…
ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ଚାନ୍ଦା ଆଦାୟ କରି ବିଦା ହେଲେ ଡ୍ରାଇଭର
ବାଙ୍କୀ ଉପଜଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ନେଇ କଟକ ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି।ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ହାତରେ ପାଇପ୍ ଧରି ଧମକାଇବା ସହ କାଗଜପତ୍ର ମାଗି!-->…
ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ
ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ!-->…
ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି
ବାତ୍ୟା ମୋନ୍ଥା ପାଇଁ +୨ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି କରାଯାଇଛି । ତେବେ ୨୦୨୬, +୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ ।ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା!-->…
ସୂର୍ଯ୍ୟରେ କେଉଁ ଜିନିଷର ହୋଇଥାଏ ବର୍ଷା ?
ପୃଥିବୀରେ ବର୍ଷା ହେଲାପରି ସୂର୍ଯ୍ୟରେ ମଧ୍ୟ ବର୍ଷା ହୁଏ । ତଥାପି ଏହି ବର୍ଷାରେ ଆକାଶରୁ ପାଣି ବର୍ଷା ହୁଏ ନାହିଁ। ବାସ୍ତବରେ, ସୂର୍ଯ୍ୟ ଅତ୍ୟନ୍ତ ଗରମ ଏବଂ ନିଆଁର ଗୋଲା ହେବାରୁ ଏଠାରେ ହେଉଥିବା ବର୍ଷାରେ ପ୍ଲାଜମା ବର୍ଷା ହୁଏ। ଏହି ବର୍ଷାକୁ ବୈଜ୍ଞାନିକ ଭାଷାରେ ସୋଲାର ରେନ୍ କିମ୍ବା!-->…
ଭାରତର ସବୁଠୁ ଭାରି ଯୋଗାଯୋଗ ଉପଗ୍ରହ CMS-03; ରବିବାର ଲଞ୍ଚ କରିବ ଇସ୍ରୋ
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର (ନଭେମ୍ବର 2) ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ।ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ । CMS-03 ଉପଗ୍ରହକୁ ଏକ LVM3!-->…
ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲ ଯୁଦ୍ଧବିମାନରେ ଉଡିଲେ ଦ୍ରୌପଦୀ ମୁର୍ମୁ
ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ!-->…
ଏସ୍ଆଇ ସ୍କାମ୍: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ୍
ଏସ୍ଆଇ ପରୀକ୍ଷା ସ୍କାମ୍ରେ ଆସିଲା ବଡ ଅପଡେଟ୍ । ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଯାଇଛି । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ୍ । ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଓଡ଼ିଶାରୁ!-->…
ଲୋକସେବା ଭବନରେ ଅଗ୍ନିକାଣ୍ଡ
ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଟ୍ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଉଛି । ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଗୃହ ବିଭାଗ ପ୍ରକୋଷ୍ଠରେ ନିଆଁ ଲାଗିଥିଲା । ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଇଲେକ୍ଟ୍ରି!-->…