Browsing Category
ଆଜିର ଖବର
ଲୋକସେବା ଭବନରେ ଅଗ୍ନିକାଣ୍ଡ
ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଟ୍ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଉଛି । ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଗୃହ ବିଭାଗ ପ୍ରକୋଷ୍ଠରେ ନିଆଁ ଲାଗିଥିଲା । ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଇଲେକ୍ଟ୍ରି!-->…
ଏକା ସଙ୍ଗେ ଜୁଇରେ ଜଳିଲେ ମାଆ ଓ ପୁଅ
ପୁଅର ମୃତ୍ୟୁ ଖବରକୁ ଶୁଣି ମାଆ କଲେ ଆତ୍ମହତ୍ୟା , ଭଉଣୀ ମଧ୍ୟ ଗୁରୁତର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଦୋବଲ ସ୍ଥିତ କୋରକୋଦା ଗାଁ ରେ ।ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ଜୀବନ ଓ!-->…
ଅଧା ରହିଗଲା ଜଗା ଦର୍ଶନ
ସାତ ପାହାଚରେ ଟଳି ପଡିଲେ ଭକ୍ତ । ନୂଆଦିଲ୍ଲୀର ୭୬ବର୍ଷୀୟ ମୁଲ ଚାନ୍ଦ ଗୁପ୍ତା ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତପାହାଚ ଦେଇ ଯାଉଥିବା ସମୟରେ ଟଳି ପଡିଥିଲେ ମୁଲ ଚାନ୍ଦ ଗୁପ୍ତା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ!-->…
ଦିଲ୍ଲୀ ଆକାଶରେ ହେଲା କ୍ରୁତ୍ରିମ ବର୍ଷା
ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବର୍ଷା!-->…
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଦେଖିଥିଲା ମହାବାତ୍ୟା
ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ତାହା ଭାବିଲେ ଏବେ ବି ମନ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥାଏ।!-->…
ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଜାତୀୟ ଉଦ୍ୟାନ ଶିମିଳିପାଳ
ଆସନ୍ତାକାଲି ଠାରୁ ବାତ୍ୟା ମୋନ୍ଥା ପାଇଁ ବନ୍ଦ ରହିବ ଶିମିଳିପାଳ।ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି। ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ!-->…
ଭୁବନେଶ୍ୱର: ୨୦୨୪ର ଭିଜିଲାନ୍ସ ଆୱାର୍ଡ ଘୋଷଣା କରାଯାଇଛି ।
୧. ୨୦୨୪ରେ ବେଷ୍ଟ ଭିଜିଲାନ୍ସ ଡିଭିଜନ- କଟକ ଡିଭିଜନ୨. ବେଷ୍ଟ ଭିଜିଲାନ୍ସ ୟୁନିଟ ଫର ଦ ଇଅର ୨୦୨୪- ସୁବର୍ଣ୍ଣପୁର ଭିଜିଲାନ୍ସ୩. ରାଜ୍ୟ ଭିଜିଲାନ୍ସର ବେଷ୍ଟ ମେଲ ଆଇଓ ୨୦୨୪- ମନୋରଞ୍ଜନ ପାଇକରାୟ, ଡିଏସପି, ଭିଜିଲାନ୍ସ, ସେଲ ଡିଭିଜନ୪. ରାଜ୍ୟ ଭିଜିଲାନ୍ସର ବେଷ୍ଟ ୱିମେନ ଆଇଓ ୨୦୨୪-!-->…
ଆରମ୍ଭ ହେଲା ସିଭିୟର ସାଇକ୍ଲୋନ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା
ଆରମ୍ଭ ହେଲା ସିଭିୟର ସାଇକ୍ଲୋନ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା କାକିନାଡ଼ା ଏବଂ ମଚ୍ଛଲିପଟ୍ଟନମ୍ ମଝିରେ ଏହା ସ୍ଥଳଭାଗ ଛୁଇଁବ। ଏମିତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ!-->…
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର୧୫୯ ଦିବ୍ୟାଙ୍ଗ ପଞିକୃତ
ଗଣିଆ,( ବିଶ୍ଵରଞ୍ଜନ ସେଠୀ) ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଗଣିଆ ପଚାଂୟତ ସମିତି ମିଳିତ ଆୟୋଜନରେ ମଙ୍ଗଳବାର ଗଣିଆ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୮ଟି ପଚାଂୟତରୁ ଆସିଥିବା ପଞିକୃତ!-->…
କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ!-->…
କଟକ ବସୁନ୍ଧରା ଆଶ୍ରମରେ ୨୬ ବର୍ଷ ପରେ ଫେରିଛି ସୁନା ଝିଅ ସୁଧନ୍ୟା
କଟକ ବିଡାନାସି ସ୍ଥିତ ବସୁନ୍ଧରା ଆଶ୍ରମ ରେ ଆନନ୍ଦ ଭରି ଯାଉଛି । କାରଣ ମନେ ପଡି ଯାଉଛି ସେଇ ୨୬ ବର୍ଷ ତଳର କାହାଣୀ । ୧୯୯୯ ମସିହା, ଆମେରିକାର ଦମ୍ପତ୍ତି ଜେଫ୍ରୀ କେ ଡୋନ୍ ଓ ହୋଲି ଏମସି ଗିଲିକୁଡି ଗୋଟିର ୧୦ ମାସର ନିଷ୍ପାପ ସରଳ କୁନି ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରନ୍ତି ।!-->…
ନଭେମ୍ବର ୧ରୁ ପୁରୀରେ ମାଛଧରା କଟକଣା
ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ!-->…