Browsing Category

ଆଜିର ଖବର

ଲଭ୍‌-ସେକ୍ସ ଧୋକ୍କା ଅଭିଯୋଗରେ ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଗିରଫ

ଲଭ୍‌-ସେକ୍ସ ଧୋକ୍କା ଅଭିଯୋଗରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଡିଜିଏମ (ଅପରେସନ) ଗିରଫ। ଏୟାର ହୋଷ୍ଟେସଙ୍କ ସହ ୪ ବର୍ଷ ହେବ ସମ୍ପର୍କରେ ଥିଲେ। ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଖାଲି ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ।

ଅଚିହ୍ନା ବୟସ୍କ ବ୍ୟକ୍ତି ଙ୍କ ମୃତଦେହ ଧାନ ବିଲରୁ ଉଦ୍ଧାର

କୋଣାର୍କ:-25/10/2025ଅଚିହ୍ନା ବୟସ୍କ ବ୍ୟକ୍ତି ଙ୍କ ମୃତଦେହ ଧାନ ବିଲରୁ ଉଦ୍ଧାର। ଗାଁ ଲୋକେ ବିଲକୁ ଯିବା ସମୟରେ ଦେଖି କୋଣାର୍କ ପୋଲିସ କୁ ଦେଇଥିଲେ ଖଵର। ଘଟଣା ଘଟିଛି କୋଣାର୍କ ଥାନା ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତ ର ଆଲପୁରୁ ଗ୍ରାମରେ ଖବର ପାଇଁ ଘଟଣା ସ୍ଥଳରେ କୋଣାର୍କ ପୋଲିସ

ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏହା ଘଟିଛି।ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢୁଥିବା ଜଣାପଡିଛି।ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛିା

ବାତ୍ୟା ପାଇଁ ଜରୁରୀକାଳୀନ ଅଧିକାରୀଙ୍କ ଛୁଟି ବାତିଲ

ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଏହାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି । ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନଗର ଉନ୍ନୟନ ମନ୍ତ୍ରୀ

ନିର୍ବାଚନରେ ଏଆଇ ଫଟୋ ଓ ଭିଡିଓ ଅପବ୍ୟବହାର ଉପରେ ଆଡଭାଇଜରୀ ଜାରି କଲେ ଇସି

ନିର୍ବାଚନରେ ଏଆଇ ଫଟୋ ଓ ଭିଡିଓ ଅପବ୍ୟବହାର ଉପରେ ଲାଗିବ ରୋକ୍, ଆଡଭାଇଜରୀ ଜାରି କଲେ ଇସି । ଭାରତୀୟ ନିର୍ବାଚନ କମିଶନ(ECI) ଶନିବାର ସମସ୍ତ ଜାତୀୟ ଏବଂ ରାଜ୍ୟ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ କଡ଼ା ପରାମର୍ଶ ଜାରି କରିଛନ୍ତି । ସେମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହୃତ

କମ୍ପିଲାଣି ନୂଆପଡ଼ା : ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ପାଇଁ ନବୀନ ପଟ୍ଟନାୟକ କରିବେ ପ୍ରଚାର

କମ୍ପିଲାଣି ନୂଆପଡ଼ା ବ୍ୟାଟଲ ଗ୍ରାଉଣ୍ଡ । ଜୋର ଧରୁଛି ପ୍ରଚାର । ନୂଆପଡ଼ା ବିଧାନସଭା ଉପନିର୍ବାଚନ ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ । ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡା ଦେଖିବ ମହାଯୋଦ୍ଧାଙ୍କ ମହାଲଢେଇ।

ମାଆର ଦୁଃଖ ସହିନପାରି ଜୀବନ ହାରିଲେ ପୁଅ, ମୃତ୍ୟୁ ପୂର୍ବରୁ ମାଆଙ୍କ ପାଇଁ ….

ମା’ର ରୋଗ ଯନ୍ତ୍ରଣା ସହି ନପାରି ବୁର୍ଲା ପାୱାର କେନାଲକୁ ଡେଇଁ ପଡ଼ିଥିଲେ ଯୁବକ। ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମାଆ କର୍କଟ ରୋଗରେ ପିଡୀତ ହୋଇ ନେଫ୍ରୋଲୋଜି ବିଭାଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା

ପୁରୀରେ ହେବ କ୍ରୁଜ୍ ଟର୍ମିନାଲ । ସୌଖିନ ଜାହାଜରେ ଜଳ ଯାତ୍ରାର ମଜା ନେବେ ପର୍ଯ୍ୟଟକ

ଓଡ଼ିଶାରେ ନୂଆ ଗତି ପାଇବ ପର୍ଯ୍ୟଟନ କ୍ଷେତ୍ର । ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ । ଯାତ୍ରୀଙ୍କୁ ନିଆରା ଜଳଯାତ୍ରାର ଅନୁଭୁତି ଦେବ ସୌଖିନ କୃଜ ଜାହାଜ । ପୁରୀରୁ ଯିବେ ପାରାଦୀପ, ଦୀଘା, ବିଶାଖାପାଟଣା, ଆଣ୍ଡାମାନ୍ ନିକୋବର। ଆସନ୍ତା ୨୭ ରୁ ୩୧ ମେରି ଟାଇମ୍ ୱିକ୍

ନଭେମ୍ବର ୧ରୁ ବାଘ ଗଣନା: ଅତ୍ୟାଧୁନିକ ପ୍ରକ୍ରିୟାରେ ଗଣନା ପାଇଁ ଦିଆଯାଉଛି ତାଲିମ୍

ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ସାରା ଦେଶରେ ବ୍ୟାଘ୍ର ଗଣନା । ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅତ୍ୟାଧୁନିକ ପଦ୍ଧତିରେ ହେବ ବ୍ୟାଘ୍ର ଗଣନା । ଏନେଇ ତାଲିମ ନେଉଛନ୍ତି ବନ ବିଭାଗ କର୍ମଚାରୀ । ଅନୁଗୋଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ ।

ସୃଷ୍ଟି ହେଲା ଅବପାତ: ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ତେବେ ଆଇଏମଡିର ପୂର୍ବାନୁମାନ କହୁଛି ବାତ୍ୟା ହେଲେ ଓଡ଼ିଶାରେ କମ୍, ଆନ୍ଧ୍ର ଉପରେ ଅଧିକ ପ୍ରଭାବ ରହିବ। ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା

ନୂଆପଡା ଉପନିର୍ବାଚନ: ୧୪ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା

ସରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର ଅବଧି। ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା । ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, ବିଜୁ ଜନତା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ- ସୁରେଶ ପୂଜାରୀ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । "ବର୍ତ୍ତମାନ ଲଘୁଚାପ ଘଣ୍ଟାପ୍ରତି 3 କିମି ବେଗରେ ଗତି କରୁଛି । ଦକ୍ଷିଣ- ପଶ୍ଚିମ