Browsing Category
ଆଜିର ଖବର
ସାର କଳାବଜାର ରୋକିବାକୁ ଗାଁ ସ୍ତରରେ ହେବ ‘ଧର୍ତୀ ମାତା ବଚାଓ ନିଗ୍ରାନି କମିଟି’
ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଆରମ୍ଭ କରିଛନ୍ତି ‘ଧରତୀ ମାତା ବଞ୍ଚାଓ’ ଅଭିଯାନ । ରାସାୟନିକ ସାର ବଦଳରେ ବ୍ୟବହାର ହେବ ଜୈବିକ ସାର । ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି । ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି ।କିନ୍ତୁ ଗତ!-->…
କମିଲା ସୁନା ଏବଂ ରୁପା ଦର
ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା!-->…
ଦୁର୍ଘଟଣା ନୁହେଁ, ହତ୍ୟାକାଣ୍ଡ ଘଟାଇଥିଲେ ସ୍ବାମୀ ଦୀପକ
ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ନୂଆମୋଡ଼ । ଦୁର୍ଘଟଣା ନୁହେଁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ହୋଇଥିଲା ହତ୍ୟା । ସ୍ବାମୀ ଦୀପକ ରାଉତ ଅତି ନିର୍ଦ୍ଦୟ ଭାବେ ଅପର୍ଣ୍ଣାଙ୍କର ହତ୍ୟା କରିଥିବାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଇଛି ପୁଲିସ । ଗତକାଲି ଝାରପଡ଼ା ଜେଲରେ ଦୀପକଙ୍କୁ ପଚରାଉଚରା!-->…
ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ମାମଲା! ହାଇକୋର୍ଟରୁ ଦୁଇ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନା
ବାଲେଶ୍ବର FM ପୀଡିତା ଆତ୍ମାହୁତି ମାମଲା । ହାଇକୋର୍ଟରୁ ୨ ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକଙ୍କୁ ଜାମିନ ମିଳିଛି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ବି ଖାରଜ ହୋଇଛି ।!-->…
ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ
ଭୁବନେଶ୍ୱର ୟୁନିଟ ୧ ପରିବା ବଜାରରେ ଅଗ୍ନିକାଣ୍ଡ । ୧୫ରୁ ୨୦ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି । ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଛି ।ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ!-->…
ସୋର ଜେଲ୍ରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି
ଦୁଇ ଜେଲ ଓ୍ବାର୍ଡର ଙ୍କୁ ନିଲମ୍ବିତ କଲେ ଜେଲ ଡିଜି।ଜେଲ ଆଇଜି ଘଟଣା ସ୍ଥଳ ପରିଦର୍ଶନ ପାଇଁ ନିର୍ଦେଶ ଦିଆଯାଇଛି।ସୂଚନାମୁତାବକ ବାଲେଶ୍ଵର ଜିଲ୍ଲା ସୋର ସବ୍ ଜେଲରୁ ବିଚାରଧୀନ କଏଦୀ ଚମ୍ପଟ ମାରିବା ଘଟଣାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଫେରାର କଏଦୀ ଧରାପଡ଼ି ନାହିଁ। ସିମୁଳିଆ ଥାନା!-->…
ପାଲଲହଡା ପୂର୍ଵ ତନ ବିଧାୟକ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଟୁଳ ଗେଟ ଠାରେ ପାଞ୍ଚ ଦଫା ନେଇ ଧାରଣା
ପାଲଲହଡା ପୂର୍ଵ ତନ ବିଧାୟକ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଟୁଳ ଗେଟ ଠାରେ ପାଞ୍ଚ ଦଫା ନେଇ ଧାରଣାଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ରେ ଥିବା ଟୋଲ ଗେଟ ରେ ପାଲଲହଡା ର ପୂର୍ବ ତନ ବିଜେଡି ବିଧାୟକ ଶ୍ରୀ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଦିନ 10ଟାରୁ ଟୋଲ ଗେଟ ସାମ୍ନାରେ ବିକ୍ଷୋଭ!-->…
୧୫ ଦିନ ପରେ ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସର ନୂଆ ଖୁଲାସା । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ!-->…
୬୧ ବର୍ଷରେ ପାଦ ଥାପିଛନ୍ତି ରାଜନେତା ଅମିତ ଶାହ
ବିଜେପିର ଚାଣକ୍ୟ । ଇଲେକ୍ସନ୍ ଷ୍ଟ୍ରାଟିଜେ ମେକର । ଭାରତୀୟ ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା । ଅମିତ ଶାହ । ୬୧ ବର୍ଷରେ ପାଦ ଥାପିଲେ ଅମିତ ଶାହ । ଅମିତ ଶାହ ଦେଶର ଗୃହମନ୍ତ୍ରୀ ଜଣେ ଦକ୍ଷ ସଙ୍ଗଠକ ଭାବେ ସେ ଯେତିକି ପରିଚିତ, ତୃଣମୂଳସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ସେ ସେତିକି!-->…
ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଗିରଫ
ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ ଭ୍ୟାନ୍ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ମଙ୍ଗଳବାର ରାତିରୁ ବିକ୍ରମ ପଣ୍ଡାକୁ ଅଟକ ରଖି ଜେରା କରୁଥିଲା ପୋଲିସ ।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେଡିର ଜିଲ୍ଲା!-->…
ଆଜି ହେବ ଅବପାତ! ୨୬ ଯାଏଁ ବିଜୁଳି ଘଡଘଡି ସହ ଛେଚିବ ବର୍ଷା
ବଙ୍ଗୋପସାଗରରେ ଘନୀଭୂତ ହେଉଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ!-->…
ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ
ଆଜି କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା!-->…