ଶୁଶୁମା ସେଠି ସାପ କାମୁଡା ରେ ମୃତ

ପୁରୀ :- 08/07/2026 ପୁରୀ ଜିଲ୍ଲା ନିମାପଡା ବ୍ଳକ ଛଣିଜଙ୍ଗ ପଞ୍ଚାୟତ ଜଅରା ଗ୍ରାମ ର ଶୁଶୁମା ସେଠି ସାପ କାମୁଡା ରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଷଦର ସାପ କାମୁଡାରେ ଚାଲିଗଲା ଯିବନ। ପରିବାର ପକ୍ଷରୁ ସରକାରୀ ସାହାର୍ଯ୍ୟ ପାଇଁ ଦାବି।କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ