Browsing Category

ଆଜିର ଖବର

ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର

ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏପରିକି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଗିଫ୍ଟ ଆଦାନପ୍ରଦାନ ଏବଂ ଏହାସହ ଜଡ଼ିତ ଖର୍ଚ୍ଚ ଉପରେ ରାଜ୍ୟ ସରକାର

ଆଉ ଗାଁ ଦାଣ୍ଡରେ ଦିଶୁନାହାନ୍ତି ଚକୁଳିଆ ପଣ୍ଡା

ପୂର୍ବରୁ ଚକୁଳିଆ ପଣ୍ଡାମାନେ ଯେଉଁଭଳି ଗାଁ ଗାଁ ବୁଲି ଭିକ୍ଷା ଗ୍ରହଣ କରୁଥିଲେ, ବର୍ତ୍ତମାନ ଧିରେ ଧିରେ ଏହି ବୃତ୍ତି ଦେଖିବାକୁ ମିଳୁନାହିଁ । ଏହା ପାରମ୍ପରିକ ଭାବେ ପୂର୍ବରୁ ଚାଲି ଆସୁଥିଲା । ବର୍ତ୍ତମାନ ସମୟରେ ଏହା ବେଳେବେଳେ ହିଁ ଦେଖିବାକୁ ମିଳୁଛି । ଚକୁଳିଆ ପଣ୍ତାମାନେ

ଏଥର ଦେଶରେ ଅଧିକ, ରାଜ୍ୟରେ କମ୍‌ ଶୀତ

ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି।

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଏଥିରେ ୩ଜଣ କ୍ରିକେଟରଙ୍କ ମୃତ୍ୟୁ

ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେରେ ୩ ଆଫ୍‌ଗାନୀ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଅ‌ାଣିଛି ଆଫ୍‌ଗାନିସ୍ତାନ। ତିନି ଜଣ ଆଫଗାନିସ୍ତାନ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ପରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ

ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ

ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ। ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ। ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ ।

ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ

ଖୋଲିଲା ଶିମିଳିପାଳ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ବ୍ୟାଘ୍ର ପ୍ରକଳ୍ପ ଭିତରେ ପଶିବାକୁ

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ !

ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ

ଆଜିର ରାଶିଫଳ(୧୮ ଅକ୍ଟୋବର, ୨୦୨୫)

ମେଷଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ

ଅକ୍ଟୋବର ମାସକୁ ବାତ୍ୟା ମାସ କୁହାଯାଏ ! ତେବେ ଡରାଇଲାଣି ଲଘୁଚାପ

ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ, ଏବଂ ଏବେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁ ବାତ୍ୟାର ଭୟ ବଢ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆସନ୍ତା ୨୪ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ

ମୋଟରଯାନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ମୋଟରଯାନ ନିୟମ ନ ମାନିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନକାରୀଙ୍କ ଯାନର ଆରସି(ପଞ୍ଜୀକରଣ ପ୍ରମାଣପତ୍ର) ରଦ୍ଦ କରାଯିବ। ବିଶେଷକରି ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ପରିବହନ

ମଣ୍ଡସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଗଣିଆ ,( ବିଶ୍ୱରଞ୍ଜନ ସେଠି) ଗଣିଆ ବ୍ଲକ ମଣ୍ଡଳ ଶିକ୍ଷାଅଧିକାରୀଙ୍କ କାଯ୍ୟାଳୟ ପରିସରରେ ଶୁକ୍ରବାର ମଣ୍ଡଲ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି। । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିଲେ ।ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସିନିୟର୍, ଜୁନିଅର ଓ

ଓଡିଶାରେ ହେବ ୧୩୯ଟି ନୂତନ ସବ ରେଜିଷ୍ଟାରଅଫିସ

ଓଡିଶାରେ ହେବ ୧୩୯ଟି ନୂତନ ସବ ରେଜିଷ୍ଟାରଅଫିସ । ଜମି କିଣାବିକାରେ ଲୋକଙ୍କୁ ସୁବିଧା ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୦୦୦ଟି ରାଜସ୍ୱ ଗାଁ ଘୋଷଣା ହେବାର ବ୍ୟବସ୍ଥା କରାଯାଉଛି ।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହା ଘୋଷଣା