Browsing Category
ଆଜିର ଖବର
ଟାରିଫ୍ ଧମକ ମଧ୍ୟରେ ସମୁଦ୍ରରେ ଭାରତର ଶକ୍ତି ବଢ଼ାଇବେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କରେ ଏବେ କିଛିଟା ଖଟା ରହିଛି । ତେବେ ଗତ କିଛି ଦିନ ହେଲା ସ୍ଥିତିରେ କିଛିଟା ଉନ୍ନତି ଆସିଛି ।। ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଦୁଇ ଦେଶ ପ୍ରତିରକ୍ଷା ଦିଗରେ ଆଗକୁ ବଢ଼ିବାକୁ ଯୋଜନା!-->…
ନୂଆପଡା ବିଧାନସଭା ଉପନିର୍ବାଚନ-ଭୋଟର ତାଲିକା ସଂଶୋଧନ ପାଇଁ ବିଜ୍ଞପ୍ତି
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନୂଆପଡା ବିଧାନସଭା ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ ପରିବର୍ତ୍ତନ ହେବ ।!-->…
ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ
ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଏନେଇ ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା। ବାରବାଟୀ ଷ୍ଟାଡିୟମ୍ରେ ଚଳିତ ମାସ ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍) ଲାଗି!-->…
କଲେଜରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଇଁ ସଚେତନତା
ଗଣିଆ - କୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ପ୍ରକୃତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ଜୀବନ ବଞ୍ଚାଇଥାଏ। ଏଇ ଅବସରରେ ଗଣିଆ ସ୍ଥିତ ରଘୁନାଥ ଜୀଉ ସ୍ନାତକ!-->…
ଆସନ୍ତା ୧୭ ତାରିଖରୁ ସବୁ ସହରାଞ୍ଚଳରେ ‘ସ୍ୱଚ୍ଛୋତ୍ସବ’ ଆୟୋଜିତ ହେବ
ଆସନ୍ତା ୧୭ ତାରିଖରୁ ସବୁ ସହରାଞ୍ଚଳରେ ‘ସ୍ୱଚ୍ଛୋତ୍ସବ’ ଆୟୋଜିତ ହେବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସବୁ ସହରରେ ବ୍ୟାପକ ଓ ସକ୍ରିୟ ଭାବେ ପାଳିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି ।୨୦୧୭ରେ ଏହାର ଆରମ୍ଭ ପରଠାରୁ, ସ୍ୱଚ୍ଛତା ହି ସେବା ଏକ ଜନ!-->…
ସୁପ୍ରିମକୋର୍ଟ କୋର୍ଟ ପରିସରରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫିକୁ ନିଷେଧ
ସୁପ୍ରିମକୋର୍ଟ କୋର୍ଟର ମର୍ଯ୍ୟାଦା ଏବଂ ସୁରକ୍ଷାକୁ ପାଇଁ ଏକ ସର୍କୁଲାର ଜାରି କରିଛନ୍ତି। ସରକାରୀ ଉଦ୍ଦେଶ୍ୟ ବ୍ୟତୀତ କୋର୍ଟର ଉଚ୍ଚସ୍ତରୀୟ ସୁରକ୍ଷା ଅଞ୍ଚଳରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫିକୁ ନିଷେଧ କରିଛନ୍ତି।
ଭାରତୀୟ ସୁପ୍ରିମକୋର୍ଟର ଉଚ୍ଚ ସୁରକ୍ଷା କ୍ଷେତ୍ର ଭିତରେ, ସରକାରୀ!-->!-->!-->…
ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି
AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ବ।ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ଅଧିକ କୁଶଳୀ ହେବା!-->…
ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି
ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଚାଲିଛି, ଉନ୍ନତି ଆସିନି!-->…
ପରକୀୟା ପ୍ରୀତି ସନ୍ଦେହରେ ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ବାନ୍ଧି ନିସ୍ତୁକ ମାଡ଼
ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ। ମୟୂରଭଞ୍ଜ ଯଶିପୁର ଥାନା ବେଗୁନିଆ ଗାଁର ଘଟଣା। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକ।ସୂଚନା ଅନୁସାରେ ମହିଳା ଜଣକ ହାଟ ସଉଦା କରିବା ପାଇଁ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ!-->…
ପ୍ରଥମ ଥର ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ!-->…
UPI ୟୁଜର୍ସ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ
ଡିଜିଟାଲ୍ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ । ଏବେ ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ । ଏଣିକି ଆଉ ଅନଲାଇନ ପେମେଣ୍ଟରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି ୟୁପିଆଇ ୟୁଜର୍ସ । କାରଣ ପୂର୍ବରୁ ୧ ଲକ୍ଷ ଟଙ୍କା!-->…
ପିଏମ୍ କିଷାନରେ ସାମିଲ ହେବେ ସିଏମ୍ କିଷାନ ହିତାଧିକାରୀ
ଚାଷୀଙ୍କୁ ମିଳିବ ଅଧିକ ସହାୟତା । ରାଜ୍ୟ ସହ କେନ୍ଦ୍ର ଯୋଜନାର ମିଳିବ ଲାଭ । ପିଏମ୍ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ କରାଯିବ ସାମିଲ । ଏଥିପାଇଁ ରାଜ୍ୟ ସରକାର KYC ଅବଧିକୁ ବୃଦ୍ଧି କରିଛନ୍ତି ।କେ୍ୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଲେ ସରକାର । ୮ ସେପ୍ଟେମ୍ବରରୁ ଆଉ ୬ ମାସ!-->…