Browsing Category

ଆଜିର ଖବର

ଲାଇନ୍‌ କଟିଗଲେ ରୋଗୀଙ୍କୁ ଭରସା ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌

ଡାକ୍ତଖାନାରେ ନାହିଁ ଜେନେରେଟର । ଲାଇନ ଗଲେ ମୋବାଇଲ୍ ଫ୍ଲାସ୍‌ ମାରି ଚାଲୁଛି ରୋଗୀ ସେବା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ ।ସୂଚନା ଥାଉକି, ପିଏଚସି ସେଣ୍ଟରରେ ନା ଅଛି ଇନଭେଟର ନା ଜେନେରେଟର ସୁବିଧା। ଯାହା ଫଳରେ ଲାଇନ ଚାଲିଗଲେ

କଲେଜ ICC ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ FM କଲେଜ ଛାତ୍ରୀଙ୍କ ବାପା

ଆଜି ଜିଲ୍ଲାପାଳ ଓ SPଙ୍କୁ ଭେଟିଲେ ମୃତ ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା। କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୪ ଜଣ ଗିରଫ ହୋଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ।ଝିଅକୁ ଉସୁକାଇଥିବା

ଏଥର ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ

ପାଖେଇ ଆସୁଛି ପାର୍ବଣ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ କେତେକ ସ୍ଥାନରେ ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ । ଏଥର ଦୁର୍ଗାପୂଜା ସୁରକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି

ସୀମା ଟପିଗଲେ ମହୁଆ ମୋଇତ୍ରା, ଗୃହମନ୍ତ୍ରୀଙ୍କୁ ନେଇ କହିଲେ ଏମିତି କଥା

ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଗୃହମନ୍ତ୍ରୀଙ୍କୁ ନେଇ ଦେଲେ ଆପତ୍ତିଜନକ ବୟାନ। ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହୁଆ କହିଛନ୍ତି, ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଯଦି ଅନ୍ୟ

କଟକ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣା, ୨ ଜଣଙ୍କୁ ନୋଟିସ୍ ଜାରି

କଟକ ରେଳ ଷ୍ଟେସନରେ ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣାରେ ତଦନ୍ତ ଆରମ୍ଭ । ନିଜ ରିପୋର୍ଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ଥାନା । ୨ ଜଣଙ୍କୁ ନୋଟିସ୍ ଜାରି କଲା ଜିଆରପି ଥାନା ପୋଲିସ । ରେଳବାଇର ପୂର୍ବତଟ ରେଳବାଇ ୱାର୍କସ ବିଭାଗରସିନିୟର ସେକ୍ସନ

୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ lମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ସେପ୍ଟେମ୍ବର ୧ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ lସାଧାରଣ ପ୍ରଶାସନ ଓ ସାଧାରଣ

କେବଳ ଭୁବନେଶ୍ୱର ନୁହଁ, ମହିଳାଙ୍କ ପାଇଁ ଆଜି ସାରା ଓଡ଼ିଶା ସୁରକ୍ଷିତ : ଆଇନମନ୍ତ୍ରୀ

ଦେଶବ୍ୟାପୀ ୩୧ ସହରରୁ ୧୨,୭୭୦ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇଥିବା ଜାତୀୟସ୍ତରୀୟ ସୂଚକାଙ୍କ ଗୁରୁବାର ପ୍ରକାଶ ପାଇଥିଲା। ତେବେ ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।

ଆସନ୍ତା ୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହେବ' ।ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନୂତନ କମିଟିର ଏହା ପ୍ରଥମ ବୈଠକ ।

ଆଜି ଜାତୀୟ କ୍ରୀଡ଼ା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ

ଜଗତସିଂହପୁର ଜ଼ିଲ୍ଲା ମା ସାରଳା ଟେଣ୍ଡ ହାଉସ ମାଲିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଜଗତସିଂହପୁର ତା =29/8/25ଜଗତସିଂହପୁର ଜ଼ିଲ୍ଲା ମା ସାରଳା ଟେଣ୍ଡ ହାଉସ ମାଲିକ ସଂଘ ର ସଦସ୍ୟ ତଥା ବାଲିକୁଦା କଣିଆ ସ୍ଥିତ ପାର୍ବତୀ ଡେକୋରେଟର ଆଣ୍ଡ ସପ୍ଲାୟର୍ସର ମାଲିକ ପ୍ରଭାକର ସାହୁ ଙ୍କ ର ହଠାତ ଦେହ ଅସୁସ୍ଥ ହେବାରୁ କଟକ ବଡ଼ ଡାକ୍ତର ଖାନରେ ଚିକିତ୍ସା ହେଉଥିବା ବେଳେ ସେଠାରେ

ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ,ରାଜ୍ୟ ପାଇଁ ଅଶୁଭ ବେଳା ?

୨୦୨୫ ସେପ୍ଟେମ୍ବର ୭ ପରେ ୨୦୨୬ ମାର୍ଚ୍ଚ ୩ । ମାତ୍ର ୬ ମାସ ବ୍ୟବଧ୍ୟାନରେ ସଂଗଠିତ ହେବାକୁ ଯାଉଛି ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ । ଚଳିତ ଆର୍ଥିକ ବର୍ଷରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦ୍ଵନ୍ଦ୍ଵ ବଢ଼ୁଥିବା ବେଳେ ଭିନ୍ନ ମତ ରଖିଛନ୍ତି ଜ୍ୟୋତିର୍ବିଦ । ଆସନ୍ତା ସେପ୍ଟେମ୍ବର ୭ ତାରିଖ

ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ । ଏହି ସମ୍ମିଳନୀ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ଏଥିରେ ସାରା