Browsing Category

ଆଜିର ଖବର

ବ୍ୟବହୃତ ଫୁଲରୁ ସୁଗନ୍ଧିତ ଧୂପକାଠି ତିଆରି କରି ବିକ୍ରି କରିବ BMC

ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି.) ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି

ଓଡ଼ିଶାରେ ମୁକ୍ତିଲାଭ କରିଥିବା ୫ଟି ସିନେମାର କର ଫେରସ୍ତ ହେବାକୁ ନିଷ୍ପତ୍ତି ହୋଇଛି । ୩ ହିନ୍ଦୀ ସିନେମା ସମେତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ ‘ଡେଲିଭରୀ ବଏ’ ସିନେମାକୁ ମିଳିବ ପ୍ରତିପୂରଣ ରାଶି ।ଏନେଇ ସିଟି ଜିଏସଟି କମିଶନର ଓ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା

ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର ।CRPF ଗତକାଲି ରାତିରୁ Z ବର୍ଗର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ

ସ୍ୱତନ୍ତ୍ରOTET ପ୍ରଶ୍ନପତ୍ର ପ୍ରଘଟ ମାମଲା: ଆଜି ରିମାଣ୍ଡରେ ଆସିବେ ଆଉ ଦୁଇ ଅଭିଯୁକ୍ତ

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଗୁରୁବାର ରିମାଣ୍ଡରେ ଆସିବେ। ଚୌଦ୍ବାର ଜେଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି

ମଦ୍ୟପାନ! ୬ଲେନ ରାସ୍ତା ଡିଭାଇଡର ରେ ପିଟି ଓଲଟିଗଲା କାର ଅଳ୍ପକେ ବଞ୍ଚିଲେ ଦୁଇ ଯୁବକ।

କୋଣାର୍କ:-21/08/2025 କୋଣାର୍କ ଚନ୍ଦ୍ରଭାଗା ୬ ଲେନେ ରାସ୍ତା ରେ ଚନ୍ଦ୍ରଭାଗା ଆଡୁ କୋଣାର୍କ ଅଭିମୁଖେ ଏକ ଟାଟା ଇଣ୍ଡି ଗୋ କାର ନଂ-OR-02-BY-8132 ରେ ଦୁଇଜଣ ଯୁବକ ମଦ୍ୟପାନ କରି ଦ୍ରୁତଗତିରେ ଆସୁଥିଲା ବେଳେ ହେଲି ପ୍ୟାଡ଼ ନିକଟ ଦୁର୍ଗାବାଡ଼ି ସମ୍ମୁଖ ରେ ଭାରସାମ୍ୟ ହରାଇ ୬ଲେନ ରାସ୍ତା

ସୁସ୍ଥ ହୋଇ ଘରକୁ ଫେରିଲେ ନବୀନ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ନବୀନ ନିବାସକୁ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ନେଉଥିଲେ। ତେବେ ସେ

୪ ଦିନ ହେବ ମହିଳା ନିଖୋଜ ।ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସର ତଦନ୍ତ କୁ ନେଇ ସନ୍ଦେହ ।

କୋଣାର୍କ:-21/08/2025 :-ଗତ ଚାରି ଦିନ ହେଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ଅଂଚଳରୁ ଜଣେ ମହିଳା ନିଖୋଜ ଥିବା ବେଳେ ମହିଳା ଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ତାଙ୍କ ଭଉଣୀ କୁ ତାଙ୍କ ଭିଣେଇ ହତ୍ୟା କରି ଲୁଚାଇଥିବା ଲିଖିତ ଅଭିଯୋଗ କରିଛନ୍ତି।ଅସ୍ତରଙ୍ଗ ପୋଲିସ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦୁଝର, ମୟୂରବଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ବର ଓ ବୌଦ୍ଧକୁ

ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପରଲୋକ 

ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।୧୮ ଅଗଷ୍ଟରେ ତାଙ୍କୁ ମୁମ୍ବାଇର ଥାନେ ସ୍ଥିତ ଏକ ଡାକ୍ତରଖାନାରେ

fm କଲେଜ ଛାତ୍ରୀ ମୃତ୍ୟୁ ଘଟଣା।  ତିନିଦିନିଆ ରିମାଣ୍ଡରେ ଯିବେ ସମୀର ସାହୁ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ।ଏଫ୍‌ଏମ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ HOD ସମୀର ସାହୁ। ଜୁଲାଇ ୧୨ ତାରିଖରେ ସମୀରଙ୍କୁ କଲେଜ

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି।ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଅଘଟଣ । ଗୁରୁତର ଆହତ ହେଉଛନ୍ତି ପ୍ରତାପ ମହାପାତ୍ର । ଦୋକାନରେ ବସିଥିବା ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସେବାୟତଙ୍କୁ

ଏଣିକି ସମସ୍ତ ଶ୍ରେଣୀରେ ରହିବ ପାସ୍ ଫେଲ୍ ବ୍ୟବସ୍ଥା

ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ।