Browsing Category
ଆଜିର ଖବର
ପାରାଦୀପରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି । ଯାହାଫଳରେ ୧୭ଟି ବଗି ଟ୍ରାକ୍ରୁ ଖସିଯାଇଛି ।ଗୋଟିଏ ବଗି ଟ୍ରାକ୍ ବାହାରକୁ ଓଲଟି ପଡିଥିବାବେଳେ ଅନ୍ୟଟି ଟ୍ରାକରୁ ଖସିପଡିଛି। ପାରାଦୀପ ବନ୍ଦରାଞ୍ଚଳକୁ ବଗି ଗୁଡିକ ନେବାବେଳେ ଏଭଳି ଅଘଟଣ ଘଟିଛି। ତେବେ!-->…
ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର।
କ୍ରମାଗତ ଦ୍ୱିତୀୟ ମାସ ଲାଗି କମର୍ସିଆଲ ଗ୍ୟାସ୍ (୧୯କି.ଗ୍ରା.) ଦରରେ ବୃଦ୍ଧି ଘଟିଥିବାବେଳେ ଘରୋଇ ଗ୍ୟାସ୍ (୧୪.୨କି.ଗ୍ରା.) ଦର ପୂର୍ବପରି ସ୍ଥିର ରହିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ଦର ୧୬୪୪ ଟଙ୍କା!-->…
ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ।
ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି।ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ।
କୋରାପୁଟ ଓ!-->!-->!-->…
କଟକରେ ଦୁର୍ଗାପୂଜା ଓ ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ମନା ।
କଟକରେ ଦୁର୍ଗାପୂଜା ଓ ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ମନା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି। ତେବେ ରାତି ୧୨ଟା ଯାଏ ସାଂସ୍କୃତିକ!-->…
ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ
ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଧରଣୀଧରଙ୍କ ୪ଟି ଠିକଣାରେ ଛାନଭିନ୍ ଚଳାଇଛି।
ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର!-->!-->!-->…
ଅବସରକାଳିନ ସମ୍ବର୍ଦ୍ଧନା ସଭା
ଗଣିଆ - ( ବିଶ୍ଵରଞ୍ଜନ ସେଠି )ଶନିବାର ଦିନ ଗଣିଆ ବ୍ଲକ ସ୍ଥିତ ଯେପି ସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରଡ଼ାପଡାର ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁଙ୍କର ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି! ଏଇ କାଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ!-->…
ଅବିଶ୍ୱାସ ହେଲେବି ଅଲୌକିକ ଘଟଣା, ମାଟିଘୋଡା ପାଟିରୁ ବାହାରୁଛି ଧୂଆଁ !
ଆମେ ଦେବା ଦେବୀଙ୍କୁ ଏବଂ ଧାର୍ମିକ ପୀଠ ଗୁଡିକୁ କେତେ ବିଶ୍ୱାସ କରୁଛେ, ସେକଥା ତର୍କର ବାହାରେ ! କିନ୍ତୁ ଗ୍ରାମ ଦେବତାଙ୍କ ବିଜେ ସ୍ଥଳୀରେ କାହିଁକେଉଁ ଅନାଦି କାଳରୁ ପୂଜା ପାଇଆସୁଥିବା ମାଟି ଘୋଡା ଉପରେ ଅମର ଅଗାଧ ବିଶ୍ୱାସ ଓ ସୀମାହୀନ ଭକ୍ତି ଏବଂ ଆସ୍ଥା ରହିଆସିଛି !
କଟକ ଜିଲ୍ଲା!-->!-->!-->…
ଫାଷ୍ଟାଗ୍ କ’ଣ ?
ଫାଷ୍ଟାଗ୍ ହେଉଛି ଏକ ରେଡିଓ ଫ୍ରିକୁଏନସି ଆଇଡେଣ୍ଟିଫିକେସନ୍ ଟେକ୍ନୋଲୋଜି। ଏହି ପ୍ରିପେଡ୍ ଟ୍ୟାଗ୍କୁ ଗାଡ଼ିର ୱିଣ୍ଡ୍ ସ୍କ୍ରିନ୍ ବା ଗାଡ଼ିର ସାମ୍ନା କାଚରେ ଲାଗିବ। ଏହାକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ୍ ଗେଟ୍ରେ ପଇସା ଦେବା ପାଇଁ ଗାଡ଼ି ଚାଳକଙ୍କୁ ବହୁ ସମୟ ଧରି ଲାଇନ୍ରେ!-->…
ବିରଳ ପ୍ରଜାତି ଝିଟିପିଟି ଗବେଷଣା।
ଗୋପାଳପୁର: ଗଞ୍ଜାମ ଜିଲ୍ଲା ହୁମ୍ମା ସନ୍ନିକଟ ବୋରିଗାଁ ଝାଡେଶ୍ୱର ଶିବ ମନ୍ଦିର ନିକଟସ୍ଥ ଆମ୍ବ ତୋଟାରୁ ଏକ ବିରଳ ପ୍ରଜାତିର ଝିଟିପିଟିକୁ ଜଗଦଲପୁର ଜେଡ୍ଏସଆଇର ବୈଜ୍ଞାନିକ ପ୍ରତ୍ୟୁଷ ମହାପାତ୍ର ଚିହ୍ନଟ କରିବା ପରେ ଏହା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ବିରଳ ପ୍ରଜାତିର ଝିଟିପିଟି ଚିହ୍ନଟ!-->…
ଆସନ୍ତୁ ଜାଣିବା ସେହି ମହାନ ବ୍ୟକ୍ତିଙ୍କୁ ଯିଏ ଆମ ଜାତୀୟ ପତାକା ତିଆରି କରିଥିଲେ।
୧୪୨ ବର୍ଷ ପୂର୍ବର କଥା, ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପତ୍ତନମ ନିକଟବର୍ତ୍ତି ଏକ ଗାଁରେ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମ ହୋଇଥିଲେ। ସେ ୧୯ ବର୍ଷ ବୟସରେ ବ୍ରିଟିସ ଆର୍ମିରେ ଯୋଗ ଦେଇ ତାଙ୍କର କ୍ୟାରିଅରର ଶୁଭାରମ୍ଭ କରିଥିଲେ। ବ୍ରିଟିସ ଆର୍ମିିରେ ଥିବା ଅବସ୍ଥାରେ ଏକ!-->…
ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି।
କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ ଘଟଣା ଝାଡ଼ଖଣ୍ଡର ଲୋହରଦଗା ଜିଲାରେ ଦେଖିବାକୁ ମିଳିଛି। ଯେଉଁଠାରୁ ଏକ ଶିଶୁକୁ ଜୀବନ୍ତ ଅବସ୍ଥାରେ ମାଟିତଳୁ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଲୋହରଦଗାରେ!-->…
କୃତ୍ରିମ ପୋଖରୀରେ ବାଲଟି ସାହାଯ୍ୟରେ ମୋତିଚାଷ କରି ମାଲାମାଲ୍ ଏହି ପ୍ରଫେସର୍ ଚାଷୀ : ବିଦେଶକୁ ରପ୍ତାନୀ ହେଉଛି…
ବିଶ୍ୱ ବଜାରରେ ସମୂଦ୍ରରୁ ଉତ୍ପନ୍ନ ହେଉଥିବା ବହୁମୂଲ୍ୟ ସମ୍ପଦ ମୋଦିର କେତେ ଯେ ଚାହିଦା ତାହା ଆପଣ ଭଲ ଭାବେ ଜାଣିଥିବେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଚାଷୀ ୨ ଦଶନ୍ଧୀ ଧରି ନିଜ ଅଗଣାରେ ବାଲଟି ସାହାଯ୍ୟରେ ମୋତି ଚାଷ କରୁଛନ୍ତି । କେରଳର କାସରଗୋଡ଼ ଅଞ୍ଚଳର ୬୫ ବର୍ଷୀୟ କେ.ଜେ!-->…