Browsing Category

ଆଜିର ଖବର

ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି।

କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ ଘଟଣା ଝାଡ଼ଖଣ୍ଡର ଲୋହରଦଗା ଜିଲାରେ ଦେଖିବାକୁ ମିଳିଛି। ଯେଉଁଠାରୁ ଏକ ଶିଶୁକୁ ଜୀବନ୍ତ ଅବସ୍ଥାରେ ମାଟିତଳୁ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଲୋହରଦଗାରେ

କୃତ୍ରିମ ପୋଖରୀରେ ବାଲଟି ସାହାଯ୍ୟରେ ମୋତିଚାଷ କରି ମାଲାମାଲ୍ ଏହି ପ୍ରଫେସର୍ ଚାଷୀ : ବିଦେଶକୁ ରପ୍ତାନୀ ହେଉଛି…

ବିଶ୍ୱ ବଜାରରେ ସମୂଦ୍ରରୁ ଉତ୍ପନ୍ନ ହେଉଥିବା ବହୁମୂଲ୍ୟ ସମ୍ପଦ ମୋଦିର କେତେ ଯେ ଚାହିଦା ତାହା ଆପଣ ଭଲ ଭାବେ ଜାଣିଥିବେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଚାଷୀ ୨ ଦଶନ୍ଧୀ ଧରି ନିଜ ଅଗଣାରେ ବାଲଟି ସାହାଯ୍ୟରେ ମୋତି ଚାଷ କରୁଛନ୍ତି । କେରଳର କାସରଗୋଡ଼ ଅଞ୍ଚଳର ୬୫ ବର୍ଷୀୟ କେ.ଜେ

ରହସ୍ୟମୟୀ ଗାଁ ଜତିଙ୍ଗା : ଏହି ଗାଁକୁ ଯେକୌଣସି ପକ୍ଷୀ ଯାନ୍ତି ଆଶ୍ଚର୍ଯ୍ୟ ଭାବେ ମରିଯାଆନ୍ତି

ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ ହଠାତ ଦେଖିବେ ଯେ ରାସ୍ତାରେ ଅନେକ ଗୁଡିଏ ପକ୍ଷୀ ମରି ପଡିଛନ୍ତି ,ତାହେଲେ ଆପଣ ଭାବି ବସିବେ ପ୍ରାକୃତିକ ଦୁର୍ବିପାକ କିମ୍ବା ପବନରେ କୌଣସି ବିଷଧର ଗ୍ୟାସ ମିଶିବା ଦ୍ୱାରା ଏହିପରି ହୋଇଛି l କିନ୍ତୁ ଯଦି ଏହିପରି ଘଟଣା ପ୍ରତ୍ୟକ ବର୍ଷ ଗୋଟିଏ

ମାଇକ୍ରୋସଫ୍ଟର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ-ଶ୍ରୀମଦ ଭଗବତ ଗୀତା

ମାଇକ୍ରୋସଫ୍ଟର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ – ଶ୍ରୀମଦ ଭଗବତ ଗୀତା ଜାପାନର ଏକ ଯୁବତୀଙ୍କର ଜୀବନ ଉପରେ ଏପରି ପ୍ରଭାବ ଛାଡିଛି ଯେ ସେ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନୀର ଚାକିରିକୁ ପଦାଘାତ କରିଦେଲେ ଏବଂ ଏବେ ଜାପାନରେ ଗୀତା ଏବଂ ଭାରତୀୟ ଦର୍ଶନ ପଢେଇବାର କାମ ଆରମ୍ଭ କରିଛନ୍ତି।

👁ହ୍ୱାଟ୍ସ ଆପର ପୁରୁଣା ମେସେଜ ଡିଲିଟ ହୋଇଯାଇଛି କି ? କ୍ଷଣକେ ଖୋଜିପାରିବେ ପୁରୁଣା ମେସେଜ, ଯୋଡ଼ିହେବା ନୂଆ ଫିଚର

ନୂଆଦିଲ୍ଲୀ ୧୨/୦୬ : ହ୍ୱାଟ୍ସ ଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର ଲଞ୍ଚ କରିଥାଏ | ଆଜିକା ସମୟରେ ଯୋଗାଯୋଗ ପାଇଁ ହ୍ୱାଟ୍ସ ଆପ ସବୁଠାରୁ ସୁବିଧାଜନକ ଏବଂ ସରଳ ମାଧ୍ୟମ | ସେଥିପାଇଁ ଦିନକୁ ଦିନ ନୂଆ ନୂଆ ଫିଚର ସହ ଏହାର ସାଇଜ ମଧ୍ୟ ବୃଦ୍ଧି କରାଯାଉଛି | ସାଇଜ ବଢାଇବା କାରଣରୁ

ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା; ବିଦ୍ୟାଳୟ ଓ କଲେଜ ସିଲାବସରେ ସାମିଲ ହେବଏହି ରାଜ୍ୟ ସଙ୍ଗୀତ ଗାନ କରାଯିବା ସମୟରେ ଏହା ପ୍ରତି ସମ୍ମାନ ଦେଖାଇ ସେହି ସ୍ଥାନରେ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠିଆହୋଇ ରହିବେ ବୋଲି ସରକାର ନିୟମ ଜାରି

ମହାଭାରତ ଯୁଦ୍ଧ ପରେ ମଧ୍ୟ ଜୀବିତ ଥିଲେ ଜଣେ କୌରବ : ଜାଣନ୍ତୁ ମହାଭାରତର କିଛି ଅଜଣା କଥା

ଭୁବନେଶ୍ୱର ୦୬/୦୬ : ମହାଭାରତ ଯୁଦ୍ଧରେ ଅନେକ ଯୋଦ୍ଧା ଥିଲେ ଯେଉଁମାନଙ୍କ ଚରିତ୍ର ଖୁବ ମହତ୍ଵପୂର୍ଣ୍ଣ ଥିଲା | ମହାଭାରତ ଯୁଦ୍ଧ ସ୍ମାରକରେ ଏମିତି ଅନେକ ତଥ୍ୟ ରହିଛି ଯାହା ଅଧିକାଂଶ ଲୋକେ ଜାଣିନଥାନ୍ତି | ମହାଭାରତର ଏକ ମହତ୍ଵପୂର୍ଣ୍ଣ ଚରିତ୍ର ଥିଲେ ଯୁଯୁତ୍ସୁ | ଅଧିକାଂଶ ଲୋକ

ଫୋନ୍‌ ବ୍ୟବହାର କରୁଥିଲେ ହେଇଯାଆନ୍ତୁ ସାବଧାନ

ମୋବାଇଲ୍‌ ଫୋନ୍‌ ଚୋରି ହେବା କିମ୍ବା ଏଥିରୁ ଡାଟା ଚୋରି ହେବା ଯୋଗୁ ବର୍ତ୍ତମାନ ଅନେକ ମହିଳା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ବ୍ୟବହାର କରିବା ବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ… ସବୁଠୁ

ୱେବ ଦୁନିଆ ରେ ଆଉ ଏକ ଚ୍ୟାନେଲ ଯୋଡି ହେଲା। HR TV ODIA

ଏଚ ଆର ଟିଭି ଓଡିଆ ନିଉଜ୍ ଚାନେଲ ର ସମସ୍ତ ସାମ୍ବାଦିକ ବନ୍ଧୁ , ଶୁଭେଚ୍ଛୁ , ଅଗଣିତ ଓଡ଼ିଆ ଭାଷା ପ୍ରେମୀ ଭାଇ ଓ ଭଉଣୀ ତଥା ସମସ୍ତ ସାବିତ୍ରୀ ବ୍ରତ ର ଅଭିନନ୍ଦନ ଏବଂ ସମ୍ମାନୀୟ ଦର୍ଶକ ବନ୍ଧୁ ମାନଙ୍କୁ ଆମ ଏଚ ଆର ଟିଭି ଓଡିଆ ପରିବାର ତରଫରୁ ଆନ୍ତରିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ।।