ୱେବ ଦୁନିଆ ରେ ଆଉ ଏକ ଚ୍ୟାନେଲ ଯୋଡି ହେଲା। HR TV ODIA

ଏଚ ଆର ଟିଭି ଓଡିଆ ନିଉଜ୍ ଚାନେଲ ର ସମସ୍ତ ସାମ୍ବାଦିକ ବନ୍ଧୁ , ଶୁଭେଚ୍ଛୁ  , ଅଗଣିତ ଓଡ଼ିଆ ଭାଷା ପ୍ରେମୀ ଭାଇ ଓ ଭଉଣୀ ତଥା ସମସ୍ତ ସାବିତ୍ରୀ ବ୍ରତ ର ଅଭିନନ୍ଦନ ଏବଂ ସମ୍ମାନୀୟ ଦର୍ଶକ ବନ୍ଧୁ ମାନଙ୍କୁ ଆମ ଏଚ ଆର ଟିଭି ଓଡିଆ ପରିବାର ତରଫରୁ ଆନ୍ତରିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ।। ଆମ ଓଡିଶା ର ଆମ ସମସ୍ତଙ୍କ  ପ୍ରିୟ ମାତୃଭାଷା ଓଡିଆ କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇ ସମୟ ଏବଂ ସଂକଳ୍ପ ର ନୂତନ ଅଭିଯାନ ପଥେ ତଥ୍ୟ ଭିତ୍ତିକ ଖବର ର ଅନୁସନ୍ଧାନ କରି ବର୍ତ୍ତମାନ ଠାରୁ HR Tv 0dia.in ଆପଣଙ୍କ ସେବା ରେ ନିରନ୍ତର ଖବର ପରିବେଶ କରୁଛି।। ଏବଂ ଆମ ସମସ୍ତଙ୍କ ନିମନ୍ତେ ଖୁସି ଏବଂ ଗୌରବର କଥା ଆମ  “HR Tv ଓଡିଆ “NEWS ଚାନେଲ୍ ସ୍ବତନ୍ତ୍ର ଭାବରେ ସରକାରୀ ସ୍ତରରେ ରେଜିଷ୍ଟ୍ରେସନ ହୋଇ ସାରିଛି ।। ଏବେ ସମୟ ଆସିଛି ସଂକଳ୍ପବଦ୍ଧ ଦକ୍ଷ ସାମ୍ବାଦିକ ତଥା HR Tv ଓଡିଆ  NEWS ଚାନେଲ୍ ର ସାମ୍ବାଦିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।।ତେଣୁ ଆଗ୍ରହୀ ଦକ୍ଷ,ନିଷ୍ଠାବାନ ଓ ସଂକଳ୍ପବଦ୍ଧ ଯୁବକ ଓ ଯୁବତୀ ମାନେ ନିଜ ନିଜ ର ଶିକ୍ଷାଗତ ଯୋଗ୍ୟତା, ଦକ୍ଷତା ର ପ୍ରମାଣ ପତ୍ର, ବାୟୋଡାଟା,  ଭୋଟ ପରିଚୟ ପତ୍ର ର ଜେରକ୍ସ କପି, ଆଧାର କାର୍ଡ ର ଜେରକ୍ସ କପି,  ଦୁଇ ଗୋଟି ରଙ୍ଗୀନ ପାସ୍ ପୋଟ୍ ଫଟୋ ସହିତ ବାୟୋଡାଟା ପୂରଣ କରି ଆମ HR Tv ଓଡିଆ NEWS ଚାନେଲ୍ କୁ ଇ ମେଲ୍ କରିବା ଜରୁରୀ ଅଟେ ।।


ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହୁଁଅଛୁକି ଆମ HR Tv ଓଡିଆ NEWS ଚାନେଲ୍ ଟି ଅନେକ ଅନେକ ମାନବିକ ଅଧିକାର ପ୍ରେମୀ ଙ୍କ ପ୍ରେରଣା ତଥା ମାନବିକ ଅଧିକାର  କମିଶନର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ପରିପ୍ରକାଶ ହେଉଅଛି ।।
ଆପଣ ମାନଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଦକ୍ଷତା କୁ ବିଚାର କରି ଆପଣ ମାନଙ୍କୁ ମାନବାଧିକାର ର ସକ୍ରିୟ ସଦସ୍ୟ ଭାବେ ଆପଣଙ୍କୁ ମାନବିକ ଅଧିକାର ର ଏକ ପରିଚୟ ପତ୍ର ପ୍ରଦାନ କରାଯିବ ।।
ଯେଉଁ ସାମ୍ବାଦିକ ବନ୍ଧୁ ମାନ ସବୁବେଳେ ସତ୍ୟ, ନିରପେକ୍ଷ, ସଠିକ୍  ତଥ୍ୟ  ଭିତ୍ତିକ ଖବର ର ଅନୁସନ୍ଧାନ କରି ସମୟ ଏବଂ ସଂକଳ୍ପ ର ନୂତନ ଅଭିଯାନ ପଥେ ନିଉଜ୍ ପଠାଇବା ସହିତ ଆମ HR Tv ଓଡିଆ NEWS ଚାନେଲ୍ ର ଖବର ପ୍ରସାରଣ ର ଅଧିକ ମାତ୍ରାରେ ସେୟାର ଓ ଲାଇକ୍ ସହିତ ପ୍ରସାର ଓ ପ୍ରଚାର କରିବେ ସେହି ପରି ସାମ୍ବାଦିକ ବନ୍ଧୁ ମାନଙ୍କୁ ସ୍ବତନ୍ତ୍ର ଭାବରେ ପୁରସ୍କୃତ କରାଯିବ ବୋଲି HR Tv ଓଡିଆ ର ପରିଚାଳକ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।।


ଆସନ୍ତୁ ଆମେ ସମସ୍ତେ ସମୟ ଏବଂ
ସଂକଳ୍ପ ର ନୂତନ ଅଭିଯାନ ପଥେ ତଥ୍ୟ ଭିତ୍ତିକ ଖବର ର ଅନୁସନ୍ଧାନ କରି ଆମ HR Tv ଓଡିଆ NEWS ଚାନେଲ୍ କୁ ସଫଳତା ପଥେ ଆଗେଇ ନେବା ନିମନ୍ତେ ନିବେଦନ କରୁଅଛି ।।ଅଧିକ କିଛି ଜାଣିବା ପାଇଁ ଏବେ ହିଁ ଲଗ ଅନ କରନ୍ତୁ hrtvodia.in ଏବଂ ଦେଶ ବିଦେଶ ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସଂଗେ ସଂଗେ ଜାଣିବା ପାଇଁ ଆମର ଏ ୱେବ ସାଇଟ । ସେହିପରି ପ୍ରତିଟି ମୁହୂର୍ତ୍ତରେ ଆପଣ ମାନଙ୍କ ଭଲ ପାଇବା ଓ ସେହ୍ନ ଶ୍ରଦ୍ଧା ଆଦିକୁ ପାଥେୟ କରି ନିରନ୍ତର ଖବର ପ୍ରସାରଣ କୁ ଆଉ କିଛି ଦ୍ୱିଗୁଣିତ କରିବା ପାଇଁ ୨୪×୭ ଆମେ ଫେସବୁକ ଏବଂ ୟୁଟ୍ୟୁବ ରେ ମଧ୍ୟ ଖବର ପ୍ରସାରଣ କରୁଚୁ। ଜଗତର ନାଥ ଜଗନ୍ନାଥ ଙ୍କ ଆଶିଷ ମାଆ ଜଗତଜନନୀ ଠାକୁରାଣୀ ମା ତାରିଣୀ ଙ୍କ କରୁଣା ସହିତ ଆମର ପ୍ରିୟ ଓଡିଆ ଦର୍ଶକ ଭଉଣୀ ଓ ଭାଇ ମାନଙ୍କ ର ଆନ୍ତରିକ ଭଲପାଇବା ଏବଂ ଆମ HR Tv ODIA  ଚାନେଲ୍ ର ପରିଚାଳକ ନିର୍ଦ୍ଦେଶକ ଙ୍କ ସହିତ ଆମ ପରିବାର ର ଦକ୍ଷ ଭିଜୁଆଲ ଏଡିଟର ଶିବ ବାବୁ ଙ୍କ  ସମେତ ସମସ୍ତ ସଂଗ୍ରାମୀ ସାମ୍ବାଦିକ ବନ୍ଧୁ ମାନଙ୍କର ସମୟ ଉପଯୋଗୀ ଖବର ର ଅନୁସନ୍ଧାନ ର ପ୍ରଚେଷ୍ଟା ଏବଂ ଆମ ଚାନେଲ୍ ର ଶବ୍ଦ ଉପସ୍ଥାପନା ଓ ସ୍ବର ଉପସ୍ଥାପିକା ତଥା ଶବ୍ଦ ଓ ସ୍ବର ସ୍ବର ଉପସ୍ଥାପନ ର ଘୋଷକ / ଘୋଷିକା , ଆମ HR Tv ODIA ପରିବାର ର ତଥ୍ୟ ଭିତ୍ତିକ ଖବର ର ଅନୁସନ୍ଧାନ କରୁଥିବା ବୈଷୟିକ ଜ୍ଞାନ କୌଶଳର କାର୍ଯ୍ୟକର୍ତ୍ତା ଙ୍କ ସମେତ ଆମ ଚାନେଲ୍ ର ଶୁଭେଚ୍ଛୁ ବନ୍ଧୁ, ପୃଷ୍ଠପୋଷକ ଏବଂ ବିଶେଷ କରି ଜାଭେଦ ବାବୁ, ଶିବ ବାବୁ, ମାନସ ବାବୁ,ଅଜିତ ବାବୁ, ଅକ୍ଷୟ ବାବୁ(ବ୍ୟୁରୋ ଚିଫ), ଅର୍ପଣ୍ଣା ଦେବୀ , ସୁଶ୍ରୀ ମଧୁସ୍ମିତା ସମେତ ବହୁ ଶୁଭେଚ୍ଛୁ ମାନଙ୍କୁ ଆମର ହୃଦୟର ସହିତ ସାଧୁବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଅଛି ।। HR Tv ODIA ଆପଣ ମାନଙ୍କର,  ଆପଣ ମାନଙ୍କ ଦ୍ଵାରା ଓ ଆପଣ ମାନଙ୍କ ନିମନ୍ତେ ସର୍ବଦା ସମୟ ଏବଂ ସଂକଳ୍ପ ର ନୂତନ ଅଭିଯାନ ପଥେ ଆଗେଇ ଚାଲିବା ନିମନ୍ତେ ପ୍ରୟାସ ଜାରି ରଖିଛି । ତଥ୍ୟ ଭିତ୍ତିକ ଖବର ର ଅନୁସନ୍ଧାନ କରି ଓଡିଶା ର ଅଗଣିତ ଓଡ଼ିଆ ଦର୍ଶକ ମାନଙ୍କ ପାଖରେ ବିଶ୍ୱାସ ଓ ଭରସା ର  ନୂତନ ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଟି ହୃଦୟ କୁ ଆନ୍ଦୋଳିତ କରୁ ସାଧାରଣ ଖଟିଖିଆ ଦିନମଜୁରିଆ ମେହନତି  ଦରଦୀ ମଣିଷ ର ଦମ୍ଭ , ଧର୍ଯ୍ଯ ଓ ଶକ୍ତି ହେଉ HR  Tv  Odia. । ସମସ୍ତ ଙ୍କୁ  ସତ୍ୟ ଓ ବାସ୍ତବ ନ୍ୟାୟ  ମିଳୁ ।ସମାଜର ସମସ୍ୟା ର ସମାଧାନ ର ମାଧ୍ୟମ ହେଉ ଆମ HR Tv Odia.
ସର୍ବେ ଭବନ୍ତୁ ସୁଖୀନଃ ।

ସାମ୍ବାଦିକ ନିଯୁକ୍ତି ର ପ୍ରକ୍ରିୟା :

HR Tv NEWS ନିମନ୍ତେ ନୂତନ ସାମ୍ବାଦିକ ନିଯୁକ୍ତି ନିମନ୍ତେ ନିୟମାବଳୀ ।।

hrtvodia@gmail.com
ରେ ଆପଣଙ୍କ ସମ୍ପୂର୍ଣ୍ଣ  ବାଓଡାଟା ର ଫର୍ମ…ଫିଲ୍ଅଫ ସହିତ ସ୍କ୍ରାନ୍ କରି ପଠାଇବା ଜରୁରୀ ଅଟେ ।

ଏକ ପାସପୋର୍ଟ  ସାଇଜ୍ ରଙ୍ଗିନ ଫଟୋ  hd

ଆଧାର କାର୍ଡ ଫଟୋ  ଜେରକ୍ସ କପି,

ଭୋଟର ଆଇଡ଼ କାର୍ଡ଼ ଫଟୋ ଜେରକ୍ସ କପି  ,

ଆଜି ଯାଏ ଆପଣ ଅଧ୍ୟୟନ କରିଥିବା କଲେଜ କିମ୍ବା ଦଶମ ସାର୍ଟିଫିକେଟ ର ନକଲ ଫଟୋ ଜେରକ୍ସ କପି  ମେଲ କରିବା କୁ ଅନୁରୋଧ । 

ଏ ସବୁ hrtvodia@gmail. com ରେ ଛାଡ଼ନ୍ତୁ ।

ଛାଡି ସରିବା ପରେ ଉକ୍ତ ଇନପୁଟ ନମ୍ବର +91 79783 30676 ରେ ଆପଣଙ୍କ ଖବର ର ଫଟୋ ଭିଡ଼ିଓ ଭିଜୁଆଲ  ଓ ସ୍କ୍ରିପ୍ଟ ପଠାନ୍ତୁ ।

               ଧନ୍ୟବାଦ

Leave a comment