୨୦୨୫ -୨୦୨୬ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଅସାଧୁ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ମାମଲା ।।
ଏପ୍ରିଲ ୨୦୨୫-ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟରେ ୨୩୦ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା।୫୨ ଜଣ ପ୍ରଥମ ଶ୍ରେଣୀ , ୪୧ ଜଣ ଦ୍ୱତୀୟ ଶ୍ରେଣୀ ଅଧିକାରୀ।୨୦୬ ଟି ମାମଲା ବିଚାର ଶେଷ ହୋଇଛି , ୧୦୨ ଜଣ ଅଧିକାରୀ ଦୋଷୀ।୨୩ ଜଣ କର୍ମଚାରୀ ଚାକିରୀରୁ ବହିଷ୍କୃତ**-ଭିଜିଲାନ୍ସ ଚଢ଼ାଉ ସମୟରେ ୧୦ କୋଟି ୨୭ ଲକ୍ଷ ୨୧ ହଜାର ୯୩୭ ନଗତ ଟଙ୍କା ଜବତ ହୋଇଛି**-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୪.୭୬ କୋଟି ଟଙ୍କାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ* ହୋଇଛି ବୋଲି ବିଧାନସଭା ଅଧିବେଶନର ପ୍ରଶ୍ନ ଉତ୍ତର ରୁ ପ୍ରକାଶିତ ଖବର ।।ବ୍ୟୁରୋ ରିପୋର୍ଟ Hr TV ଓଡିଆ ।
