ଅଶ୍ଳୀଳ ଢଙ୍ଗରେ ପୋଜ ଦେଲେ ଡିପ୍‌ ଫେକ୍‌ ଆଲିଆ ଭଟ୍ଟ

ବର୍ତ୍ତମାନ ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଇଛି । କେହି କେହି ଏହାକୁ ସଠିକ୍ ଭାବରେ ବ୍ୟବହାର କରୁଛନ୍ତି ତ ଆଉ କେହି ଏହାକୁ ଭୁଲ୍ । ଏହାରି ଭିତରେ ସେଲିବ୍ରିଟିମାନଙ୍କର ଡିପ୍‌ ଫେକ୍‌ର ଭିଡିଓ ଗୁଡିକ ଭାଇରାଲ ହେବାର ଚିନ୍ତା ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ତାଲିକାରେ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ଯୋଡି ହୋଇଛି । ଆଲିଆଙ୍କୁ ନେଇ ଏହି AI ଜେନେରେଟେଡ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭୟଙ୍କର ଭାବରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯୁବତୀ ବିଛଣାରେ ବସି ଅଙ୍ଗଭଙ୍ଗୀ କରୁଥିବା ନଜର ଆସିଛନ୍ତି।

ଭିଡିଓରେ ଜଣେ ଝିଅ ଫ୍ଲୋରାଲ୍‌ ଡ୍ରେସ୍‌ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ କ୍ୟାମେରା ଆଗରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି। ହେଲେ ଯଦି ଜଣେ ଭଲ ସେ ଦେଖିବ ତାହାଲେ ସ୍ପଷ୍ଟ ଭାବରେ କହିପାରିବେ ଯେ ଏହା ଆଲିଆ ଭଟ୍ଟ ନୁହଁନ୍ତି ବରଂ ଭିଡିଓରେ ଥିବା ଅନ୍ୟ କିଛି ଝିଅ। ଆଲିଆ ଭଟ୍ଟଙ୍କ ଚେହେରା AI ଟେକ୍ନୋଲୋଜି ମାଧ୍ୟମରେ ଅନ୍ୟର ଜଣଙ୍କ ଭିଡିଓରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଉ ଏହା ଉପରେ ରୋକ୍ ଲଗାଇବାକୁ ଅନେକ ତର୍କ ବିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ଦେଖି ଅଭିନେତ୍ରୀ ରଶ୍ମିକା ମଧ୍ୟ ଭୟରେ ବିବ୍ରତ ହେବା ସହ ସୋସିଆଲ ମିଡିଆ ଓ କ୍ୟାମେରାରୁ ଦୂରେଇ ରହିଥିଲେ। ଏହାର କିଛି ଦିନ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ କାଜୋଲ ମଧ୍ୟ ଡିପ୍ ଫେକ୍ ଭିଡିଓର ପଞ୍ଝାରେ ଆସିଥିଲେ।

Leave a comment