ଶ୍ରୀମନ୍ଦିରରୁ_ଧରାପଡ଼ିଲା_ଫେକ୍_ଆର୍ମି_ଅଫିସର
* ପୁରୀ:-21/06/2026*-ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମି ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍-ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଧରାପଡ଼ିଲା-ଧରାପଡ଼ିଥିବା ବ୍ୟକ୍ତି ଉପେନ୍ଦ୍ର କୁମାର ପୁରୋହିତ, ଘର ରାଜସ୍ଥାନ-ଆର୍ମି ପୋଷାକରେ ଥିବା ବ୍ୟକ୍ତି ଜଣଙ୍କ ପୁରୀ ସିଂହଦ୍ଵାର ଥାନା ପୋଲିସ ଦ୍ବାରା ଅଟକ