ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ

ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ। ଉତ୍ତର ଦ୍ୱାର ନିକଟରେ ଦେଖିବାକୁ ମିଳିଲା ଦୃଶ୍ୟ । ଆନନ୍ଦ ବଜାର ନୁହେଁ, ବାହାରେ ମିଳୁଛି ଅବଢ଼ା ।ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ମନଇଚ୍ଛା ଦରରେ ବିକ୍ରି ହେଉଛି ଅନ୍ନ, ଡାଲି, ମହୁର ଓ ବେସର । ବୋଝିଆ ମାନେ ମହାପ୍ରସାଦ ଆଣି ବାହାରେ ବିକ୍ରି କରୁଛନ୍ତି । ବୋଝିଆମାନେ ମହାପ୍ରସାଦ ସିଧାସଳଖ ବିକ୍ରି କରୁଛନ୍ତି ନା ଆଉ କାହା ନିର୍ଦ୍ଦେଶରେ ବିକ୍ରି ହେଉଛି, ତାହା ସ୍ପଷ୍ଟ ହୋଇନାହିଁ। ବୋଝିଆମାନେ ଖଲି ପତ୍ରରେ ଅନ୍ନ,ଡାଲି,ବେସର ,ମହୁର ବିକ୍ରି କରୁଛନ୍ତି । ଏହାର କୌଣସି ନିର୍ଦ୍ଧିଷ୍ଟ ଦର ନାହିଁ ।ବୋଝିଆମାନେ ମହାପ୍ରସାଦ ସିଧାସଳଖ ବିକ୍ରି କରୁଛନ୍ତି ନା ଆଉ କାହା ନିର୍ଦ୍ଦେଶରେ ବିକ୍ରି ହେଉଛି, ତାହା ସ୍ପଷ୍ଟ ହୋଇନାହିଁ। ବୋଝିଆମାନେ ଖଲି ପତ୍ରରେ ଅନ୍ନ,ଡାଲି,ବେସର ,ମହୁର ବିକ୍ରି କରୁଛନ୍ତି । ଏହାର କୌଣସି ନିର୍ଦ୍ଧିଷ୍ଟ ଦର ନାହିଁ ।