Browsing Category
ମନୋରଂଜନ
ବାଥ୍ରୁମ୍ରେ ଟଳିପଡିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାଜକୁମାର କୋହଲି
ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ହୃଦ୍ଘାତରେ ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ସିନେମା ଜଗତର ଅନେକ ତାରକାଙ୍କୁ ବ୍ରେକ୍ ଦେଇଥିଲେ। ଏହି ଖବର ଯୋଗୁଁ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି । ସମସ୍ତେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି!-->…
ଅଗସ୍ତ୍ୟଙ୍କ ବାର୍ଥ ଡେ’ ପାର୍ଟିରେ ନଜର ଆସିଲେ ସୁହାନା
ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା। ଖୁବ ଶୀଘ୍ର ସେ ଡେବ୍ୟୁ କରିବାକୁ ଯାଉଛନ୍ତି ନୂତନ ଅପକମିଗଂ ଫିଲ୍ମ ଦି ଆଚିର୍ଜ ରେ । ଏହି ଫଇଲ୍ମରୁ ଅଗସ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ସହ ଶାହାରୁଖ ଖାନଙ୍କ ଝିଅ ସୁହାନା ଓ ଶ୍ରିଦେବୀଙ୍କ ଝିଅ ଖୁସି କପୁର!-->…
ନିର୍ବନ୍ଧ କଲେ କି ଉର୍ଫି ?
ସର୍ବଦା ନିଜ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ସେ ଭୟ ନ କରି ଯାହା କରିବାକୁ ଠିକ୍ ଭାବନ୍ତି, ତାହା ହିଁ ସେ କରିଥାନ୍ତି । ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ତାଙ୍କୁ ନାପସନ୍ଦ ମଧ୍ୟ!-->…
ଶାଶୁ ହେବାକୁ ଯାଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ନାମିତ ଅଗ୍ରୱାଲ
ଜଣେ କଣ୍ଠଶିଳ୍ପୀ ହୋଇ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଥିବା ନାମିତ ଅଗ୍ରୱାଲ ଏବେ ଶାଶୂ ହେବାକୁ ଯାଉଛନ୍ତି ନିଜର ଭକ୍ତିମୟ ଭଜନ ସାଙ୍ଗକୁ ରୋମାଣ୍ଟିକ ଗୀତରେ ମଧ୍ୟ ଓଡ଼ିଆ ସଂଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ନମିତା ଅଗ୍ରୱାଲଙ୍କ!-->…
ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି।
ଲୋକପ୍ରିୟ ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ଇଡି ସମନ ଜାରି କରିଛି। ପ୍ରଣବ ଜୁଏଲର୍ସର ସହ ଜଡ଼ିତ ୧୦୦ କୋଟିର ପୋଞ୍ଜି ସ୍କିମ୍ ମାମଲାରେ ଇଡି ଏହି ସମନ ଜାରି କରାଯାଇଛି ।ସୂଚନାଯୋଗ୍ୟ, ତ୍ରିଚି ଭିତ୍ତିକ ଭାଗିଦାରୀ ସଂସ୍ଥା ପ୍ରୋନଜି ଜୁଏଲର୍ସଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ!-->…
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଟାଇଗର ୩ ବକ୍ସ ଅଫିସରେ ଧମାଲ କରୁଛି।
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଟାଇଗର ୩ ବକ୍ସ ଅଫିସରେ ଧମାଲ କରୁଛି। ଦିୱାଲୀ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଟାଇଗର-୩ ଏହାର ଓପନିଂ ଡେ’ ଦିନରେ ପ୍ରେକ୍ଷାଳୟରେ ଏକ ହଇଚଇ ସୃଷ୍ଟି କରିଥିଲା । ରିଲିଜ୍ ହେବାର ପଞ୍ଚମ ଦିନରେ!-->…
ବିଧାନସଭା ସମ୍ମୁଖରେ ଧାରଣାରେ ପ୍ରଯୋଜିକା ସନଲିଶା ପଟେଲ
ଓଡ଼ିଆ ଫିଲ୍ମ ର ଦୁର୍ଦଶା ଯେ ବିଧାନସଭା ସମ୍ମୁଖରେ ଧାରଣା ଦେଲେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ । ଓଡ଼ିଆ ଫିଲ୍ମକୁ ବଞ୍ଚାଅ ଦାବିରେ ସେ ଏବେ ଧାରଣାରେ ବସିଛନ୍ତି । ଲୋୟର ପିଏମ୍ଜିସ୍ଥିତ ଧାରଣା ସ୍ଥଳରେ ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା!-->…
୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଇସ୍ରାଏଲ
ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଚୁଡାନ୍ତ ହୋଇଛି। ଯୁଦ୍ଧବିରତି ଚୁକ୍ତିନାମାର କିଛି ଘଣ୍ଟା ପରେ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ବୁଝମଣା!-->…
କଣ ଅଲଗା ହେବେ କି ଅଭିଷେକ-ଐଶ୍ୱର୍ଯ୍ୟା ?
ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ରହିଥିବାର ଖବର ଆସିଛି। ଯଦିଓ ଦୁହେଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି| କିନ୍ତୁ ଇଣ୍ଟରନେଟରେ ଏଭଳି ପ୍ରଶ୍ନ ଉଠିଛି। ଐଶ୍ୱର୍ଯ୍ୟା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର!-->…
କ୍ୟାଟ୍ରିନାଙ୍କ ‘ଟାୱେଲ୍ ଫାଇଟ୍’
ଦୀପାବଳି ଅବସରରେ ନଭେମ୍ବର ୧୨ ତାରିଖରେ ରିଲିଜ୍ ହୋଇଛି ତାଙ୍କ ଫିଲ୍ମ ‘ଟାଇଗର-୩’ । ସିନେମାରେ ମୁଖ୍ୟ ଭୂମିକାରେ ବଲିଉଡ ହେରା ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିଛନ୍ତି ।
ଫିଲ୍ମ ଦେଶ ଓ ବିଦେଶ ରେ ଭଲ ରୋଜଗାର କରୁଛି | ଫିଲ୍ମ ବହୁତ ସୁନ୍ଦର ହୋଇଛି |ଏଥିରେ!-->!-->!-->…
ସାପ ଓ କୁକୁର ପ୍ରେମରେ ଅନନ୍ୟା
ବଲିଉଡର ଅନନ୍ୟା ପାଣ୍ଡେ ଡେଟିଂ ବ୍ୟତୀତ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବିଶେଷକରି ଅନନ୍ୟା ପାଣ୍ଡେଙ୍କର ଗୋଟିଏ ଇନଷ୍ଟା ପୋଷ୍ଟ ଶୀଘ୍ର ଭାଇରାଲ ହୁଏ। ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଇ ଆସିଥିଲେ ଚର୍ଚ୍ଚାକୁ। କିଛି ଦିନ ତଳେ!-->…
ବଡ ପରଦାରେ ନଜର ଆସିବେ ଶାହାରୁଖ-ସୁହାନା
ବଲିଉଡ ବାଦଶାହା ଶାହରୁଖ ଖାଁ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନାଙ୍କ ସହ ବଡ ପରଦାରେ ନଜର ଆସିବେ | କାରଣ ସେମାନଙ୍କ ନିକଟ ସୂତ୍ର ଅନୁଯାୟୀ ଉଭୟ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।ଏହି ଖବର ପାଇବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ଫିଲ୍ମର!-->…