Browsing Category

ମନୋରଂଜନ

ଭୀରଦାସ ବେଷ୍ଟ କମେଡି ପାଇଁ ଜିତିଲେ ଇଣ୍ଟରନ୍ୟାସନାଲ୍‌ “ଏମୀ ପୁରସ୍କାର”

ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଭୀରଦାସ ଇତିହାସ ରଚିଛନ୍ତି । ତାଙ୍କୁ ମିଳିଛି ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ । ସେ ତାଙ୍କର ଅନନ୍ୟ କମେଡି ‘ଭୀର ଦାସ ଲ୍ୟାଣ୍ଡିଂ’ ପାଇଁ ତାଙ୍କୁ ମିଳିଛି ଏହି ଟ୍ରଫି । ‘ବୀର ଦାସ ଲ୍ୟାଣ୍ଡିଙ୍ଗ’ ସହିତ ’ଡେରି ଗର୍ଲସ ସିଜନ ୩’

ଶ୍ରୁତି ହାସନ: ବିବାହ ଶବ୍ଦକୁ ମୁଁ ବହୁତ ଡରୁଛି

ଦକ୍ଷିଣ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ। ଶ୍ରୁତି ତାଙ୍କ ଲୁକ୍‌ ଏବଂ ଷ୍ଟାଇଲିସ୍ ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋଚନା କରନ୍ତି ।ବର୍ତ୍ତମାନ ଶ୍ରୁତି ହାସନ

 ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ‘ଦ ଗ୍ରେଟ୍‌ ଖଲି’ ବାପା ହୋଇଛନ୍ତି।

ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦିଲୀପ ସିଂହ ରାଣା ଓରଫ ‘ଦ ଗ୍ରେଟ୍‌ ଖଲି’ ବାପା ହୋଇଛନ୍ତି।ତାଙ୍କ ଘରକୁ ଆସିଛି ପୁତ୍ର ସନ୍ତାନ । ସୋସିଆଲ ମିଡିଆରେ ଖଲି ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପୁଅକୁ ଧରିଥିବା ଦେଖିବାକୁ ମିଳିଛି । ଏହି ଖୁସିଖବର ସେୟାର କରିବା ସହ ଖଲି ଲେଖିଛନ୍ତି , ‘ଆଜି

ବଡ ପରଦା ପରେ OTTରେ କରିବେ ଧମାଲ ଜ୍ୟାକ୍‌ଲିନ୍‌

ବଡ ପରଦା ଅପେକ୍ଷା ବହୁତ ନାମୀ ଦାମୀ କଳାକାର ଏବେ ଓଟିଇଟି ପ୍ଲାଟ୍ଫଫୋରମ୍ ରେ ଯୋଡି ହେଲେଣି ,ବର୍ତ୍ତମାନ ଜ୍ୟାକଲିନ୍ ଖୁବ୍ ଶୀଘ୍ର OTT ରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏକ ନୂଆ ଢଙ୍ଗରେ ଦେଖିବାକୁ ଯାଉଛନ୍ତି।ମିଡିଆ ଅନୁସାରେ ଯେ ଜ୍ୟାକଲିନ୍

ହରଭଜନଙ୍କ ବିବାଦୀୟ ବୟାନ,ଅନୁଷ୍କା-ଆଥିଆଙ୍କ ଉପରେ କମେଣ୍ଟ କରିବା ପଡିଲା ମହଙ୍ଗା

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ଭାରତକୁ ହରାଇଛି ଏହାରି ଭିତରେ କ୍ରିକେଟର ହରଭଜନ ସିଂଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି।ଯାହା ଫାଇନାଲ ମ୍ୟାଚରେ କେମେଣ୍ଟ୍ରି

ବରିଷ୍ଠ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ ଙ୍କ ପରଲୋକ

ଯାତ୍ରା ଜଗତର ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ ଯାହା ଯାତ୍ରା ଜଗତ ପାଇଁ ବଡ ଦୁଃଖ ର କଥା । ସେ କ୍ୟାନସର ରୋଗରେ ପୀଡିତ ଥିଲେ |ତାଙ୍କ ଜନ୍ମସ୍ଥାନ କୁଜଙ୍ଗ ବ୍ଲକ ଅଗପାଳ ଗାଁରେ ୬୮ ବୟସ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତା

୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌

୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ।‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି

ଲୋକପ୍ରିୟ ମାଲାୟାଲମ୍ ଅଭିନେତା ବିନୋଦ ଥୋମାସ୍ ଙ୍କ ଦେହାନ୍ତ

ଲୋକପ୍ରିୟ ମାଲାୟାଲମ୍ ଅଭିନେତା ବିନୋଦ ଥୋମାସ୍ ଙ୍କ ମୃତ୍ୟୁ ଖବର ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ଅଭିନେତା ବିନୋଦ ଥୋମାସଙ୍କ ଦେହାନ୍ତ ହେତୁ ସମସ୍ତେ ଚକିତ ହୋଇଯାଇଛନ୍ତି |କ ହୋଟେଲ ପାର୍କିଂରେ ଥିବା କାର୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ

ଆରପାରିରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡଭି

ବଲିଉଡ ଜଗତରୁ ଆଉ ଏକ ଦୁଃଖଦ ଖବର । 'ଧୁମ୍' ଏବଂ 'ଧୁମ୍ ୨' ର ନିର୍ଦ୍ଦେଶକ ସଞ୍ଜୟ ଗଡଭି ଏହି ଦୁନିଆକୁ ଅବଲବିଦା କହି ଚାଲିଯାଇଛନ୍ତି ।ଆଜି ରବିବାର ଦିନ ପ୍ରାୟ ୧୦ ଟା ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୫୭ ବର୍ଷ ହୋଇଥିଲା । NBTର ରିପୋର୍ଟ ଅନୁସାରେ,

ବୁର୍ଜ ଖଲିଫାରେ ରିଲିଜ ହେଲା ରଣବୀର କପୁର ଙ୍କ ‘ଆନିମଲ’ର ଟିଜର

ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବରରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ମୁଭିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ଅନିଲ କପୁର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମ୍ପ୍ରତି

ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ:ପ୍ରତିକ୍ରିୟା ରଖିଲେ ଆଲିଆ

ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ସହିତ କରଣ ୮ରେ ଅଂଶଗ୍ରହଣ କରିଥିଲେ। ଏହି ଶୋ’ରେ ଆଲିଆ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ । ଏହି ଶୋ’ରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଥିଲେ । ତାଙ୍କ ସହିତ ଏହି ଶୋକୁ ଆସିଥିଲେ ନଣନ୍ଦ କରୀନା କପୁର ।

ଏହି ସୁନ୍ଦରୀ Miss Universe ୨୦୧୩ ରେ କରିବେ ଭାରତକୁ ପ୍ରତିନିଧିତ୍ୱ

୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଶ୍ୱେତା ଶାରଦା ।ଏହି ପ୍ରତିଯୋଗିତା ଶନିବାର ସାନ ସାଲଭାଡର୍‌ର ଜୋସ୍‌ ଆଡୋଲ୍ଫୋ ପିନେଡା ଏରିନାରେ ଆୟୋଜିତ ହେଉଛି।ଚଣ୍ଡିଗଡ଼ ଜନ୍ମିତ ଏହି ମଡେଲ ମିସ୍‌ ଡିଭା ୟୁନିଭର୍ସ  ମୁକୁଟ ପିନ୍ଧିବା