Browsing Category
ମନୋରଂଜନ
ରାଜନୀତି ଜଗତରେ ଏଣ୍ଟ୍ରି କରିବେ ମାଧୁରୀ ?
ବଲିଉଡର ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମୟରେ ତାଙ୍କୁ!-->…
ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାଇଁ ସ୍ୱିଟ୍ ହାଉସୱାଇଫ’ ବହୁତ ସୁନ୍ଦର କାହାଣୀ ଓ ଅଭିନୟ
ଦୁଇଜଣ ନିର୍ଦ୍ଦେଶକ ହେଲେ ପିନାକୀ ସିଂ ଓ ଶିଶିର ସାହୁ। ଯୁଗ୍ମ ଭାବେ ଏମାନେ ‘ମାଇଁ ସ୍ୱିଟ୍ ହାଉସୱାଇଫ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅମିତ କୁମାର ଦାଶ। ସଂକ୍ଷେପରେ କହିଲେ କୌଣସି ହିଂସ୍ର ଭାବାବେଗକୁ ବା ଫାଇଟିଙ୍ଗ ଆଦିକୁ ଗୁରୁତ୍ୱ!-->…
ଡିପ୍ଫେକ୍ ଭିଡିଓର ଶିକାର ପାଇଁ କଣ କହିଲେ ପ୍ରଧନ ମନ୍ତ୍ରୀ ?
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନେଇ ଯେଉଁ ଭୟ ରହିଥିଲା ତାହା ଏବେ ଧୀରେ ଧୀରେ ମୁଣ୍ଡ ଟେକୁଛି। ଏହାର ଭୟଙ୍କର ଦୁରୁପଯୋଗ ହେଉଛି। ଡିପ୍ଫେକ୍ ଭିଡିଓ ଉପରେ ଏବେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସମାଜ ପାଇଁ!-->…
ଐଶର୍ଯ୍ୟାଙ୍କୁ କ୍ଷମା ମାଗିଲେ ପାକିସ୍ତାନୀ କ୍ରିକେଟର, ଜାଣନ୍ତୁ କାହିଁକି ??
କ୍ରିକେଟ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । ଫଳରେ କ୍ୱାଲିଫାଏ ଲିଷ୍ଟିରୁ ବାଦ୍ ପଡିଥିଲା ଦଳ । କିନ୍ତୁ ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ନୀଳନୟନା ତଥା!-->…
ଚାପୁଡ଼ା ମାରିବା ଘଟଣା ରେ ନାନା କଣ କହିଲେ ଜାଣନ୍ତୁ ?
ବଲିଉଡ ଅଭିନେତା ନାନା ପାଟେକର ନିଜର ଦମ୍ଦାର ଅଭିନୟ ଲାଗି ରହିଥାନ୍ତି ଚର୍ଚ୍ଚାରେ। ହେଲେ ଏବେ ଏକ ଭିଡିଓ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି।ଶୁଟିଂ ସେଟ୍ରେ ଜଣେ ଫ୍ୟାନ୍ ହଠାତ୍ ପଶି ଆସି ସେଲ୍ଫି ନେବାକୁ ଚେଷ୍ଟା କରୁଥିବା ବେଳେ ନାନା ତାଙ୍କ ମୁଣ୍ଡ ପଛକୁ ଠୋ କିନା!-->…
ସ୍ଵାମୀଙ୍କର ବିଶେଷ ଯତ୍ନ ନିଅନ୍ତି ପ୍ରିୟଙ୍କା କିନ୍ତୁ ସ୍ୱାମୀ ଏହି ରୋଗରେ ପୀଡିତ
ବଲିଉଡ୍ର ପ୍ରିୟଙ୍କ| ନିଜ ଦେଶରେ ଯେମିତି ପ୍ରସିଦ୍ଧ ସେମିତି ବିଦେଶରେ ବି ସଫଳତା ବିସ୍ତାର କରିଛନ୍ତି। କିନ୍ତୁ ଏବେ ପ୍ରିୟଙ୍କା ତାଙ୍କ ସ୍ଵାମୀ ନିକ ଜୋନାସ ଏବଂ ଝିଅ ମାଲତୀ ମେରିଙ୍କ ସହିତ ଦୀର୍ଘ ସମୟ ଧରି ବିଦେଶରେ ରହିଆସିଛନ୍ତି ।ସେ ଦୀର୍ଘ ଦିନ ଧରି ଟାଇପ୍ -୧ ଡାଇବେଟିସ୍ ସହିତ!-->…
ସେଲ୍ଫି ପାଇଁ ଆସିଥିଲେ ପ୍ରଶଂସକ; ଚାପୁଡ଼ା ମାରି ତଡ଼ିଦେଲେ ନାନା
ଫ୍ୟାନ୍ଙ୍କୁ ଚାପୁଡ଼ା ମାରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବଦନାମ ହେଉଛନ୍ତି ବଲିଉଡ୍ ରିୟଲ ଆକ୍ଟର ନାନା ପାଟେକର।ସହରରେ ଶୁଟିଂ ସମୟରେ ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।ଭିଡିଓରେ ଅଭିନେତାଙ୍କୁ!-->…
ସିଲଭର ସ୍କ୍ରିନ୍ରେ ଧମାଲ କରିବେ SRK ଏବଂ ଥଲପତି ବିଜୟ
ଚଳଚ୍ଚିତ୍ର ନିର୍ମାତା ଏଟଲି ସାଉଥ ସୁପରଷ୍ଟାର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ।ନିକଟରେ ଅଟଲି ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ଜୱାନ ସହିତ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ଅଟଲି ଶାହାରୁଖ ଥଲାପତି ବିଜୟଙ୍କ ସହ ବଡ ପ୍ରୋଜେକ୍ଟର ସୂଚନା ଦେଇଛନ୍ତି ।!-->…
BIGG-BOSSରେ ଗର୍ଭବତୀ ହେଲେ ୩୮ ବର୍ଷୀୟ ଅଭିନେତ୍ରୀ ଅଙ୍କିତା
ସଲମାନ ଖାନଙ୍କ ବିଗ୍ ବସ୍ ସିଜିନ ୧୭ର ଘରେ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ଭିକି ଜୈନଙ୍କ ମଧ୍ୟରେ ଝଗଡା ଚାଲିଛି। ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି।ଏହାରି ଭିତରେ ନଜର ଆସିଛି ଚମକାଇ ଦେବା ଭଳି କଥା ।
କୁହାଯାଉଛି କି, ମାଆ ହେବାକୁ ଯାଉଛନ୍ତି ଅଙ୍କିତା!-->!-->!-->…
ଅଭିନେତ୍ରୀ ମୌସୁମୀ ନାୟକ ଗିରଫ କରାଯାଇଛି।
ଟଙ୍କା ମାଗିବା ସହ ଗାଳିଗୁଲଜ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ କୁ ବାନ୍ଧିଛି ପୋଲିସ । ଜଣେ ଲେଖିକାଙ୍କୁ ଜବରଦସ୍ତ ମାଗିଥିଲେ ଟଙ୍କା । ଏହି ଅଭିଯୋଗରେ ବାନ୍ଧିଛି ଇନ୍ଫୋସିଟି ଥାନା ପୋଲିସ୍ । ଯୁବ ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ!-->…
ଦୀପାବଳିରେ ପ୍ରଥମ ରଙ୍ଗୋଲି କଲେ ପିସିଙ୍କ କୁନି ଝିଅ ମାଳତୀ
ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ଭାରତୀୟ ଭାବେ ସବୁ ପର୍ବପର୍ବାଣୀକୁ ପାଳନ କରୁଥିବା ଦେଖିବାକୁ ମିଳନ୍ତି। ହୋଲି ହେଉ କି ଦୀପାବଳି, ସବୁ ପର୍ବକୁ ସେ ଧୁମଧାମରେ ପରିବାର ସହ ପାଳନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ ମଧ୍ୟ!-->…
ନନ୍ୟା କିଣିଲେ ନୂଆ ଘର, ଧନତେରସ୍ରେ କଲେ ଗୃହ ପ୍ରବେଶ
ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ।ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି । ୨୫ ବର୍ଷୀୟ ଅନନ୍ୟା ପାଣ୍ଡେ ନିଜର ଘର କିଣିଛନ୍ତି । ଧନ୍ତେରାସ ଅବସରରେ ସେ ଗୃହ ପ୍ରବେଶ!-->…