Browsing Category
ଆଜିର ଖବର
ପେଟ୍ରୋଲ, ଡିଜେଲ ଓ LPG ସିଲିଣ୍ଡର ପ୍ରଚୁର ମହଜୁଦ୍ ଅଛି: ଇଣ୍ଡିଆନ ଅଏଲ
ରାଜ୍ୟରେ ପ୍ରଚୁର ମହଜୁଦ୍ ଅଛି ପେଟ୍ରୋଲ ଓ ଡିଜେଲ । ଆବଶ୍ୟକ ପରିମାଣରେ LPG ସିଲିଣ୍ଡର ବି ମହଜୁଦ ଅଛି । ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଓଡ଼ିଶାରେ ଯେତିକି ପେଟ୍ରୋଲ ଓ ଡିଜେଲର ଆବଶ୍ୟକତା ରହିଛି, ତାହା ଅଛି । କୌଣସି ଆଉଟଲେଟରେ ସମସ୍ୟା!-->…
ଚକାମାଲ ଗ୍ରାମ୍ୟରାସ୍ତା ଜବରଦଖଲ ଉଛେଦ ନିମନ୍ତେ ରାସ୍ତା ଚିହ୍ନଟକଲେ ତହସିଲଦାର
ଚନ୍ଦାହାଣ୍ଡି - ତା୦୬/୦୪ /୨୦୨୬ ( ପୀତାମ୍ବର ସୋରୀ ) ଚକାମାଲ ଗ୍ରାମ୍ୟ ରାସ୍ତାରୁ ଜବରଦଖଲ ଉଛେଦ ପାଇଁ ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ନିର୍ଦେଶ ପରେ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୁଟ୍ରୁକା ଆଜି ଚକାମାଲ ଗ୍ରାମକୁ ଯାଇ ରାସ୍ତା ଚିହ୍ନଟ କରିଥିବା ଦେଖିବାକୁ!-->…
ଓଡ଼ିଆ ପକ୍ଷରୁ “ସ୍ୱଚ୍ଛତା ଓଡ଼ିଶା ଦିବସ ଅଭିଯାନ”ପାଳିତ
ଗଣିଆ: (ବିଶ୍ୱରଂଜନ ସେଠି)ଓଡ଼ିଆ ଭାଷା, ସାହିତ୍ୟ ଦିନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ଓଡ଼ିଆ ପକ୍ଷ। ଏଇ ଅବସରରେ ଓଡ଼ିଆ ପକ୍ଷ “ସ୍ୱଚ୍ଛତା ଅଭିଯାନ” କାର୍ଯ୍ୟକ୍ରମ ଗଣିଆ ବ୍ଲକରେ ଆୟୋଜନ କରାଯାଇଛି। “ସ୍ଵଚ୍ଛ ଓଡ଼ିଶା ଦିବସ” କାର୍ଯ୍ୟକ୍ରମ ଗଣିଆ ସ୍ଥିତ ରାମ!-->…
ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତିକରାଯିବ। ଆଜି ମନ୍ଦିର ପରିସରରେ!-->…
ଏପ୍ରିଲ ଅପେକ୍ଷା ମେ’ଜୁନରେ ହିଟୱେଭ ଅଧିକ
ଏପ୍ରିଲ ମାସ ଅପେକ୍ଷା ମେ ଓ ଜୁନରେ ରାଜ୍ୟରେ ହିଟ ୱେଭ ପ୍ରଭାବ ଅଧିକ ରହିବ। ଏପ୍ରିଲରେ ବର୍ଷା ସହ ଘଡଘଡି ପ୍ରଭାବ ଅଧିକ ରହିବ । ଗତ ୩୧ ମାର୍ଚ୍ଚ ରେ ଯେଉଁ ଆକଳନ କରାଯାଇଛି ତାହାକୁ କୃତ୍ରିମ ବୁଦ୍ଧିମତା (AI) ଆହୁରି ସଠିକ୍ କରୁଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)!-->…
ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ
ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି । ଏନେଇ ପୋଲିସ!-->…
ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡି ମନା
ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି!-->…
ଭାରତୀୟ ଜନତା ପାଟି ପକ୍ଷରୁ ସାରଦା ମଣ୍ଡପ ଠାରେ 47ତମ ସ୍ଥାପନ ଦିବସ ଅନୁଷ୍ଠିତ )
ଜଗତସିଂହପୁର ସାରଦା ମଣ୍ଡପ ଠାରେ ଭାରତୀୟ ଜନତା ପାଟି ର 47ତମ ସ୍ଥାପନା ଦିବସ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ହଜାର ହଜାର ଦଳୀୟ କର୍ମୀ ମାନଙ୍କ ଗହଣରେ ଦଳୀୟ ପତାକା ଉତୋଳନ କରିଥିଲେ |ଏହା ପରେ ସାରଦା ମଣ୍ଡପ ପରିସରରେ ଭାରତୀୟ ଜନତା!-->…
୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା
ଘୋଷଣା ହେଲା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଅନୁଗୁଳ ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ); ବଲାଙ୍ଗିର ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ); ବାଲେଶ୍ୱର ପାଇଁ ବିପିନ୍!-->…
ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର, ଦିଲ୍ଲୀପ ରାୟ
ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାରୁ ୩ ସାଂସଦ ବି ଶପଥ ନେଇଛନ୍ତି ।ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ!-->…
ଆଜି ପଡ଼ିବ କାଳବୈଶାଖୀର ପ୍ରଭାବ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଝଡ଼ ବର୍ଷା
ଆଜି କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ!-->…
ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବାକୁ କରାଯିବ ଅଧିକ ଲୋକାଭିମୁଖୀ । ନୂତନ OAS ଏବଂ ORS ଅଧିକାରୀଙ୍କୁ ଆମ ସାଥୀ ଚାଟ ବଟ ମାଧ୍ୟମରେ ଦିଆଯିବ ରାଜସ୍ୱ ସେବା ଏବଂ ଅଭିଯୋଗ ଶୁଣାଣି ସମ୍ପର୍କିତ ତାଲିମ । ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମଧ୍ୟ ଭିସି ଜରିଆରେ ନେବେ!-->…