Browsing Category

ଆଜିର ଖବର

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ଚନ୍ଦନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି ଅନୁଷ୍ଠିତ ହେବ ।ଶ୍ରୀମନ୍ଦିର ସ୍ବତ୍ବ ଲିପି ଅନୁଯାୟୀ ଶ୍ରୀମନ୍ଦିରରେ

ଚଳିତ ମାସରେ ରାଉରକେଲା ଆସିପାରନ୍ତି ରାଷ୍ଟ୍ରପତି

ଚଳିତ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଉରକେଲା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ଅଛି ।ତେବେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍‌ଘାଟନ କରିବେ । ରାଉରକେଲା ସ୍ମାର୍ଟ

ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ୍

ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ୫ କେଜି ସିଲିଣ୍ଡର କଟକଣା ଲାଗୁ ହେବନି । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ।ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି

କୋଠପଦା ଠାରେ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ

ମାହାଙ୍ଗା -୫/୪ ଗୁରୁ- ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ହାଇସ୍କୁଲ ଜୀବନର ଶତାଧିକ ଛାତ୍ର-ଛାତ୍ରୀ ଏକାଠି ହେବା ଦେଖିବାକୁ ମିଳିଥିଲା lଦୀର୍ଘ ୨୫ ବର୍ଷ ତଳେ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏହି ବିଦ୍ୟାର୍ଥୀ ମାନେ ଏବେ ସମାଜରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ

ଚୌଦ୍ୱାର ମହାବିଦ୍ୟାଳୟରେ ଗଳ୍ପ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ।

ଓଡ଼ିଆ ପକ୍ଷର ୪ର୍ଥ ଦିବସ ରେଚୌଦ୍ୱାର ମହାବିଦ୍ୟାଳୟରେ ପୂର୍ବାହ୍ନ ୧୦ ଘଟିକା ସମୟରେ "ଆମ ଖାଦ୍ୟ, ଆମ ପୋଷାକ” ବିଷୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।।କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚୌଦ୍ବାର ମହାବିଦ୍ୟାଳୟ ଓଡିଆ ପକ୍ଷ ର ଚତୁର୍ଥ ଦିବସ ଅବସରରେ ଓଡିଆ ଗଳ୍ପ ଓ

ସାଉଦି ଆରବ ମାଟିରେ ଗୁଞ୍ଜିଲା’ବନ୍ଦେ ଉତ୍କଳ ଜନନୀ’ । କଳିଙ୍ଗନ୍ ପକ୍ଷରୁ ଭବ୍ୟ ଉତ୍କଳ ଦିବସ ପାଳିତ ।

ଦମାମ (ସାଉଦି ଆରବ): ବିଶ୍ୱର ସାମ୍ପ୍ରତିକ ଜଟିଳ ପରିସ୍ଥିତି ମଧ୍ୟରେ ସୁଦୂର ସାଉଦି ଆରବ ରେ ପ୍ରତିଧ୍ୱନିତ ହୋଇଛି ଓଡ଼ିଆ ଅସ୍ମିତାର ସ୍ୱର। ସାଉଦି ଆରବର ଅନ୍ୟତମ ପ୍ରତିଷ୍ଠିତ ତଥା ଜନହିତକର କାର୍ଯ୍ୟ ପାଇଁ ବିଶ୍ୱବିଦିତ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ 'କଳିଙ୍ଗନ୍' (Kalingan) ପକ୍ଷରୁ ଉତ୍କଳ

ଜ୍ବାଇଁ ପ୍ରେମରେ ପାଗଳ ଶାଶୁ, ସ୍ବାମୀକୁ ଛାଡ଼ି ଛୁ’

ଝାଡ଼ଖଣ୍ଡର ଦୁମକାରୁ ଆସିଛି ଏମିତି ଏକ ପ୍ରେମ କାହାଣୀ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସରିଆହାଟ ଥାନା ଅଞ୍ଚଳର ମଥାକେସୋ ଗ୍ରାମର ବାସିନ୍ଦା ସିକନ୍ଦର ମଣ୍ଡଳଙ୍କ ସ୍ତ୍ରୀ କୃପା କୁମାରୀ ତାଙ୍କ ଜ୍ୱାଇଁ ବିଜୟ କୁମାର ସାହାଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ।କୃପା କୁମାରୀ

SIR କାମରେ ଅବହେଳା, ସହକାରୀ ଶିକ୍ଷକ ସସପେଣ୍ଡ

ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ କର୍ତ୍ତବ୍ୟରେ ଅବହେଳା ଓ ଆଦେଶ ଅବମାନନା କରିଥିବା ଅଭିଯୋଗରେ ନିଲମ୍ବିତ କରିଥିବାର

ସ୍ଵର୍ଣ୍ଣକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀଆଧ୍ୟାତ୍ମିକ ଜାଗରଣର ବାର୍ତ୍ତାବହ କେଶବ ଠାକୁରଙ୍କ ପଦାଙ୍କ ଅନୁସରଣ…

ମାହାଙ୍ଗା, ୪ /୪ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା ଆନୁକୂଲ୍ୟରେ ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ପବିତ୍ର ଚୈତ୍ର ପୁର୍ଣିମା ତିଥିରେ ଚତୁଃ ଯୁଗୀୟ ନାମଯଜ୍ଞର ଶୁଭାଧିବାସ ପ୍ରାରମ୍ଭ ହୋଇ,ରୀତିନୀତି ଅନୁଯାୟୀ ମହୋତ୍ସବ ସମାପନ ହେବା

ତିଗିରିଆ ବ୍ଳକରେ ଶିକ୍ଷାରଥକୁ ପତକା ଦେଖାଇଶୁଭାରମ୍ଭ ,ପ୍ରବେଶ ଉତ୍ସବ ଓ ଖଡିଛୁଆଁ ମହାସମାହାରରେ ପାଳିତ

ତିଗିରିଆ,୪ /୪ ( ମାନସ ରଞ୍ଜନ ସାହୁ) ପିଲାମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଏବଂ ଶିକ୍ଷା ପ୍ରତି ସୋନଙ୍କ ଆଗ୍ରହ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାବର୍ଷ ଆରମ୍ଭରୁ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷିରେ ଆଜି ତିଗିରିଆ ବ୍ଳକ

ସମ୍ବଲପୁରୀ ଶାଢୀ ପିନ୍ଧିଲେ ମାଧୁରୀ ଦୀକ୍ଷିତ

ଓଡ଼ିଶା ପ୍ରେମରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସମ୍ୱଲପୁରୀ ଶାଢୀରେ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କ ମନ ମୋହିଛନ୍ତି । ଏହି ଲୁକ୍ ର କିଛି ଫଟୋ ସେୟାର କରି ମାଧୁରୀ ଲେଖିଛନ୍ତି, ''ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା, ଯାହାକି କାଳଜୟୀ ।

କୁଜଙ୍ଗ ବାର୍ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ ଉତ୍ସବ

କୁଜଙ୍ଗ ବାର୍ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ ଉତ୍ସବ ।ଆଜି କୁଜଙ୍ଗ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଜନ ସାଧାରଣ ଓ ନ୍ୟାୟ ପାଳିକା