Browsing Category
ଆଜିର ଖବର
ଯୁଦ୍ଧରୁ ଟାରିଫ୍କୁ ଫେରିଲେ ଟ୍ରମ୍ପ;ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ।ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ!-->…
ବିମାନରେ ୬୦% ମାଗଣା ସିଟ୍ ଦେବା ପ୍ରସ୍ତାବ ସ୍ଥଗିତ
ସରକାର ଏୟାରଲାଇନ୍ସକୁ ମାଗଣାରେ ୬୦ ପ୍ରତିଶତ ସିଟ୍ ପ୍ରଦାନ କରିବାର ପ୍ରସ୍ତାବକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି । ବିମାନ ଶିଳ୍ପର ଆପତ୍ତି ଏବଂ ଭଡ଼ା ଢାଞ୍ଚା ଉପରେ ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବ ବିମାନ ଭଡା ଏବଂ!-->…
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଣ୍ଡା ଦର ହ୍ରାସ
ଯୁଦ୍ଧର ପ୍ରଭାବ ସିଧାସଳଖ ଅଣ୍ଡା ବଜାର ଉପରେ ପଡ଼ିଛି । ପରିଣାମ ସ୍ବରୂପ ଓଡ଼ିଶାରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି । ବଜାରରେ ଅଣ୍ଡା ଦର ହ୍ରାସ ଚାଷୀ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି ।ଓଡ଼ିଶାରେ ଦୈନିକ ଏକ କୋଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି । ଏହା ମଧ୍ୟରୁ!-->…
ଅଧିକ ଆର୍ଦ୍ରତା ପାଇଁ ଭୀଷଣ ଗୁଳୁଗୁଳି: ଏପ୍ରିଲ୍ ୪ରୁ କାଳବୈଶାଖୀ ବର୍ଷା
ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛି ଅଧା ଉପକୂଳ ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା | ଏଠାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା ୪ତାରିଖ ଯାଏ ରାଜ୍ୟରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।!-->…
ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଣିକି ସମସ୍ତ ସ୍କୁଲରେ ସକାଳୁଆ ପାଠପଢ଼ା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନ ସ୍କୁଲଗୁଡ଼ିକ ସକାଳ ୬ଟା ୩୦ ମିନିଟ୍ରେ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ!-->…
ଚୌଦ୍ବାର ମହାବିଦ୍ୟାଳୟ ରେ ଓଡିଆ ପକ୍ଷର ଦ୍ବିତୀୟ ଦିବସ ଅନୁଷ୍ଠିତ ।
କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚୌଦ୍ବାର ମହାବିଦ୍ୟାଳୟ ରେ ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନରେ "ଆମେ ଓଡିଆ ଓ ଆମ ଅନୁଚିନ୍ତା" --ଉପସ୍ଥାପନା ଅନୁଷ୍ଠିତ ହୋଇଯାଇଛି।ଚୌଦ୍ବାର କଲେଜ ପରିସରରେ ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନ ଅତ୍ୟନ୍ତ ଉତ୍ସାହ ଓ ଗମ୍ଭୀରତାର ସହିତ ପାଳିତ!-->…
ସାମ୍ବାଦିକ ମାନଙ୍କୁ ସମସ୍ତ ଟୋଲ ଗେଟରେ ଟୋଲ ଆଦାୟ ଫ୍ରି ନିମନ୍ତେ ଆଠଗଡ ମିଡ଼ିଆ ହାଉସ ପକ୍ଷରୁ ଦାବିପତ୍ର ପ୍ରଦାନ।
ଆଠଗଡ଼, ୨/୪(ମାନସ ରଞ୍ଜନ ସାହୁ)-ରାଜ୍ୟରେ ଥିବା ସମସ୍ତ ଟୋଲ ଗେଟରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ତଥା ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କର୍ତବ୍ୟରତ ସାମ୍ବାଦିକ ମାନଙ୍କୁ ରାଜ୍ୟର ଥିବା ଟୋଲ ଗେଟରୁ ଟୋଲଫି ଆଦାୟ ନକରିବାକୁ ଆଠଗଡ଼ର ଅଗ୍ରଣୀ ସାମ୍ବାଦିକ ସଙ୍ଘ ଆଠଗଡ଼ ମିଡିଆ ହାଉସ ପକ୍ଷରୁ!-->…
ଆରମ୍ଭ ହେଲା ଗଣିଆରେ ଦଣ୍ଡଯାତ୍ରା
ଗଣିଆ,-(ବିଶ୍ୱରଂଜନ ସେଠି) ଶୈବ ଓ ଶାନ୍ତ ପରମ୍ପରା ନିଷ୍ଠା ଓ କାଷ୍ଠାର ଅନନ୍ୟ ନିଦର୍ଶନ ଦଣ୍ଡଯାତ୍ରା ପାଇଁ ଏବେ ଗାଁ ଠାରୁ ସହର ସବୁଠାରେ ଅଧ୍ୟାତ୍ମିକ ପରିବେଶ ବାରି ହୋଇପଡ଼ୁଛି । ପଣା ସଂକ୍୍ରାନ୍ତି ପର୍ଯ୍ୟନ୍ତ ଇତି ଅବସରରେ ଧୁଳି ଦଣ୍ଡ, ପାଣିଦଣ୍ଡ, ଦଣ୍ଡନାଚ ଆଦି ଅନୁଷ୍ଠିତ ହେବାର!-->…
ରାଜ୍ୟରେ ଆଉ ୧୮୮୯ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟିତ
ରାଜ୍ୟର ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୮୮୯ଟି ନୂତନ ଅଙ୍ଗନବାଡ଼ି ଗୃହକୁ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି।ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ!-->…
ଫଟୋର ଦାମ୍ ୧୬୭ କୋଟି, ରେକର୍ଡ ଭାଙ୍ଗିଲା ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ
ଫଟୋର ଦାମ୍ ୧୬୭ କୋଟି । ରେକର୍ଡ ଭାଙ୍ଗିଲା ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ ।ଏହାକୁ ଶିଳ୍ପପତି ସାଇରସ୍ ପୁନୱାଲା କିଣିଥିଲେ। ଏହି ଚିତ୍ରକଳାଟି ପ୍ରାୟ ୧୩୦ ବର୍ଷ ପୁରୁଣା। ଏହା ୧୮୯୦ ଦଶକରେ ଚିତ୍ରିତ ହୋଇଥିଲା। ଏହା!-->…
ଏହିସବୁ ଜିଲ୍ଲାରେ ଅସହ୍ୟ ଗରମ ପାଇଁ ୟେଲୋ ଆଲର୍ଟ
ଆଗକୁ କଲବଲ କରିବ ଗରମ ଗୁଳୁଗୁଳି । ବର୍ଷାର ପ୍ରକୋପ ମଧ୍ୟ ରହିବ ।ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପାଇଁ ଗରମ ଓ ଗୁଳୁଗୁଳି ପାଇଁ ଏହି!-->…
ପେଟ୍ରୋକେମିକାଲ୍ କ୍ଷେତ୍ରକୁ କେନ୍ଦ୍ରର ବଡ଼ ଆଶ୍ୱସ୍ତି, ଆମଦାନୀ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼
ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବା ବେଳେ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ!-->…