Browsing Category

ଆଜିର ଖବର

LPG ସଙ୍କଟ ମଧ୍ୟରେ ଫେରିଲା କିରୋସିନ

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସର ବିଶ୍ୱସ୍ତରର ପରିବହନ ବାଧାପ୍ରାପ୍ତ ହୋଇଛି। ଯେଉଁଥିରେ ବିଶ୍ୱର ଅନେକ ଦେଶ ଇନ୍ଧନ ସମସ୍ୟାରେ ପଡ଼ିଛନ୍ତି। ଭାରତକୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ

ବିଜୁଙ୍କ ପ୍ରତି ଅପମାନ ମନ୍ତବ୍ୟ ପାଇଁ ପଦ ଛାଡିଲେ ସାଂସଦ ସସ୍ମିତ ପାତ୍ର

ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ

୫୪ତମ ଗଣିଆ ଲଙ୍କାପୋଡ଼ି ଯାତ୍ରା ଦ୍ବିତୀୟ ସନ୍ଧ୍ୟାରେ ସୀତା ବିବାହ ଓ ପର୍ଶୁରାମ ଭେଟ

ଗଣିଆ,( ବିଶ୍ୱରଂଜନ ସେଠି): ଗଣିଆରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମନବମୀଠାରୁ ଚାଲିଥିବା ଲଙ୍କାପୋଡ଼ି ଯାତ୍ରା ଆଜି ଦ୍ବିତୀୟ ସନ୍ଧ୍ୟାରେ ସୀତା ବିବାହ ଓ ପର୍ଶୁରାମ ଭେଟ ଲୀଳାଭିନୟ ଅଭିନୀତହୋଇଥିଲା । ବିଧି ଅନୁସାରେ ସକାଳେ ମନ୍ଦିରର ପୂଜାନୀତିପରେ

ଗଣିଆରେ ଖୁବ୍ ଶିଘ୍ର ନିର୍ମାଣ ହେବ ଶବ ବ୍ୟବଚ୍ଛେଦ ଗୃହ , ସ୍ଵାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗ ପକ୍ଷରୁ ଗୃହୀତ

ଗଣିଆ-(ବିଶ୍ୱରଂଜନ ସେଠି)ଦୀର୍ଘ ବର୍ଷର ଦାବି ପରେ ଖୁବ୍ ଶିଘ୍ର ନିର୍ମାଣ ହେବ ଗଣିଆରେ ଶବ ବ୍ୟବଚ୍ଛେଦ ଗୃହ ।ଯେଉଁ ସ୍ଥାନରେ ଆକସ୍ମିକ ଦୁର୍ଘଟଣାଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଚିରି ମୃତ୍ୟୁର କାରଣ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ ପୋଲିସ ମୃତ ବ୍ୟକ୍ତିର ଶବକୁ ପରୀକ୍ଷଣପାଇଁ

‘ଆପଣଙ୍କ ଉପରେ ସଙ୍କଟର ବୋଝ ପଡିବାକୁ ଦେବୁନି’.., ଇରାନ ଯୁଦ୍ଧକୁ ନେଇ ପିଏମ୍ ମୋଦୀଙ୍କ ଦେଶବାସୀଙ୍କୁ ପ୍ରତିଶ୍ରୁତି

ଆମେରିକା ଏବଂ ଇସ୍ରାଏଲ ଯେତେବେଳେ ଇରାନ ଉପରେ ଆକ୍ରମଣ କରିଥିଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ। ବିଶ୍ୱର ବିଭିନ୍ନ ସ୍ଥାନରେ ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଫଳସ୍ୱରୂପ, ଅନେକ ଦେଶ ବିକଳ୍ପ ଶକ୍ତି ଉତ୍ସ ଖୋଜୁଛନ୍ତି। ଏହି ସଙ୍କଟ

ଚୋରି କେସ୍ ରେ ଥାନାକୁ ଆସି ବାଇକ୍ ଚୋରି କରି ଛୁ ମାରିଲା ଚୋର

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଚୋରି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିଲା ପୋଲିସ। ତେବେ ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଚୋର ହାଜତରୁ ଫେରାର ହୋଇ ନିକଟସ୍ଥ ଗାଁରୁ ଏକ

ଦଣ୍ଡନାଚ ପାଇଁ ଆସିଲା କଟକଣା

ଦଣ୍ଡନାଚ ପାଇଁ ଆସିଲା କଟକଣା । ଏଥର ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଯଦି ଏଥିରେ କେହି ଖିଲାପୀ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଲୀଳ, ଅପସଂସ୍କୃତି ଭରା ନୃତ୍ୟ

ସୁଭଦ୍ରା ଯୋଜନା: ଏପ୍ରିଲ ୧ରୁ ନୂଆ ଆବେଦନ

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ଆସନ୍ତା ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ। ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆର୍ଥିକ

ସରିଲା ଯୁକ୍ତ ୨ ପରୀକ୍ଷା:  ଏପ୍ରିଲ ୨ରୁ ଆରମ୍ଭ ହେବ ଖାତାଦେଖା

ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ

ମୃତ୍ୟୁକୁ ଛୁଇଁକି ଆସିଲେ ୧୬୧ ଯାତ୍ରୀ ! ଆଇଜିଆଇ ଏୟାରପୋର୍ଟରେ ବିମାନର ଏମରେଜେନ୍ସିଂ’ ଲ୍ୟାଣ୍ଡିଂ

ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ଶନିବାର ସକାଳେ ହଲଚଲ ହୋଇପଡ଼ିଥିଲା । ହଠାତ୍ ଏକ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ନେଇ ଘୋଷଣା ହେଲା । ଏହି ବିମାନଟି ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ତେବେ ବିମାନରେ

ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତମଣତି

ଆସନ୍ତା ୮,୯, ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତିମଣତିବେଳେ ପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବି ଗୁରୁତ୍ୱ ଦିଆଯିବ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ ।

ବିବାହ ପାଇଁ ମନା କଲା ପ୍ରେମିକା, ଜୀବନ ହାରିବାକୁ ଟାୱାର ଉପରେ ଚଢିଗଲେ ଯୁବକ

ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ । ଟାୱାର ଉପରେ ଚଢ଼ି ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ଯୁବକ । ମାଲକାନଗିରି ପଡ଼ିଆ ଥାନା ସିଙ୍ଗରାଜକୋଣ୍ଡା ଗାଁରେ ଘଟିଛି ଏହି ଅଦଭୁତ ଘଟଣା ।ତାକୁ ତଳକୁ ଓହ୍ଲାଇବାକୁ ଅଗ୍ନିଶମବାହିନୀ ନାକେଦମ ହୋଇଥିଲ।। ୩ ଘଣ୍ଟାର